ବଲିଉଡର ଏହି ହିରୋଇନଙ୍କ ପ୍ରେମରେ ପଡିଲେ କେ ଏଲ ରାହୁଲ! ଦେଖାଗଲା ଏକାଠି, ଦେଖନ୍ତୁ ଭାଇରଲ ଫଟୋ

ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଲୋକେସ ରାହୁଲ ଆଘାତ ଅଛନ୍ତି ଓ ବିଶ୍ରାମ କରୁଛନ୍ତି। ଏହା ମଧ୍ୟରେ ତାଙ୍କୁ ଜଣାଅଛି ସେ କିପରି ଚର୍ଚ୍ଚାକୁ ଆସିବେ। ସେ ଏକ ଫିଲ୍ମର କାର୍ଯ୍ୟକ୍ରମରେ ଯାଇଥିଲେ ଓ ସେଠାରେ ଆର୍ଥିଆଙ୍କ ସହିତ ଦେଖାଯାଇଥିଲେ। ଏବେ ଏପରି ଅନୁମାନ କରାଯାଉଛିକି ଦୁହେଁ ନିଜକୁ ଲୁଚାଇବା ପାଇଁ ନାହାନ୍ତି। ଆପଣ ଦୁହିଁଙ୍କୁ ପ୍ରାୟ ଏକା ସାଥିରେ ଫଟୋରେ ଦେଖିଥିବେ।

Google

ପ୍ରାୟ ଆପଣ ଦେଖିଥିବେ ଆର୍ଥିଆ ରାହୁଲଙ୍କୁ ଚିୟର କରିବା ପାଇଁ ଷ୍ଟାଡିୟମକୁ ଆସିଥାନ୍ତି। କେବଳ ଭାରତୀୟ ଷ୍ଟାଡିୟମ ନୁହେଁ ବରଂ ସେ ବିଦେଶ ମଧ୍ୟ ଯାଉଛନ୍ତି ରାହୁଲଙ୍କୁ ଚିୟର କରିବା ପାଇଁ। ଆସନ୍ତୁ ଜାଣିବା କିପରି ଦେଖାଯାଇଥିଲେ ଦୁହେଁ ଫିଲ୍ମର ପ୍ରମୋସନରେ।କେ ଏଲ ରାହୁଲ ନ୍ୟୁଜିଲାଣ୍ଡ ସହ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦୁଇଟି ମ୍ୟାଚ ଖେଳିବା ପରେ ଆଘାତ ହୋଇଯାଇଥିଲେ। ଏହା ପରେ ସେ ନ୍ୟୁଜିଲାଣ୍ଡ ସହ ଟେଷ୍ଟ ସିରିଜରେ ଖେଳିପାରିନଥିଲେ। ଏହା ମଧ୍ୟରେ ସୁନୀଲ ସେଠିଙ୍କ ପରିବାର ସହିତ ଏକାସାଥିରେ ଦେଖାଯାଇଛନ୍ତି।

ସୁନୀଲ ସେଠିଙ୍କ ପୁଅ ଆହାନ ସେଠିଙ୍କ ପ୍ରଥମ ଫିଲ୍ମ ତଡ଼କର ପ୍ରିମୀୟରରେ ସେଠି ପରିବାର ସହିତ ରାହୁଲ ନଜର ଆସିଥିଲେ। ଏହି ଫିଲ୍ମରୁ ସୁନୀଲ ସେଠିଙ୍କ ପୁଅ ଆହାନ ସେଠି ବଲିୟଡ଼ରେ ଡେବ୍ୟୁ କରିଛନ୍ତି। ଏହି ସମୟରେ ରାହୁଲଙ୍କ ସହ ଅନେକ ବଲିଉଡ଼ କଳାକାର ସେଠାରେ ଉପସ୍ଥିତ ଥିଲେ। ଆର୍ଥିଆ ଓ ରାହୁଲ ଏକାସାଥିରେ ଅନେକ ଫଟୋ ସୁଟ କରିଥିଲେ। ଖାସ କଥା ଏହା ଥିଲାକି ସେଠି ପରିବାରର ଫ୍ୟାମିଲ ଫଟୋରେ ରାହୁଲ ମଧ୍ୟ ଉପସ୍ଥିତ ଥିଲେ।

Google

ସେଠାରେ ଆହାନଙ୍କର ଗାର୍ଲଫ୍ରେଣ୍ଡ ତାନିଆ ମଧ୍ୟ ଉପସ୍ଥିତ ଥିଲେ। ଆର୍ଥିଆ ଓ ରାହୁଲଙ୍କ ସମ୍ପର୍କ ବିଷୟରେ ସମସ୍ତେ ଜାଣିଥିଲେ ମଧ୍ୟ ଦୁହେଁ ଏହି ସମ୍ପର୍କକୁ ନେଇ ଖୁଲାସା କରିନଥିଲେ କିନ୍ତୁ ୫ ନଭେମ୍ବରକୁ ଆର୍ଥିଆଙ୍କ ଜନ୍ମଦିନରେ ରାହୁଲ ହାପି ବାର୍ଥଡେ ମାଇଁ ଲଭ ଲେଖି ସବୁ ପ୍ରଶ୍ନର ଉତ୍ତର ଦେଇଦେଇଥିଲେ। ଏବେ ଏପରି ଲାଗୁଛି ଏହି ଯୋଡି ନିଜ ସଂପର୍କକୁ ଲୋକଙ୍କ ସାମ୍ନାକୁ ଆଣିବା।ପାଇଁ।ପୁରା ପ୍ରସ୍ତୁତ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *