ଅଦ୍ଭୁତ ଘଟଣା ବ୍ୟକ୍ତିଜଣକୁ ଲଣ୍ଡା କରିବା ସମୟରେ ତାଙ୍କ ମୁଣ୍ଡରୁ ଗଳିଲା ସୁନା। ସମସ୍ତେ ଆଶ୍ଚର୍ଯ୍ୟ, ଜାଣନ୍ତୁ ପୁରା ଘଟଣା।

ପ୍ରତ୍ୟେକ ଦିନ ଆପଣ କିଛିନା କିଛି ଅଦ୍ଭୁତ ଘଟଣା ଶୁଣିବାକୁ ପାଉଥିବେ। ଏହିଭଳି ଏକ ଘଟଣା ବର୍ତ୍ତମାନ ଚାରିଆଡେ ଭାଇରାଲ ହେଉଛି। ଆପଣମାନେ ଜାଣିଥିବେ ଚୋର ମାନେ ବାହାର ଦେଶରୁ ସୁନା ଆଣୁଛନ୍ତୁ। ସରକାର ଓ ପ୍ରଶାସନ ଏହାକୁ ନେଇ କଡା ପ୍ରଦକ୍ଷେପ ନେଇଛି ସତ କିନ୍ତୁ ଚୋର ମାନେ ମଧ୍ୟ ବହୁତ ଚାଲାଖ ସେମାନେ ମଧ୍ୟ ବିଭିନ୍ନ ବାଟ ବାହାର କରୁଛନ୍ତି।

Google

ବର୍ତ୍ତମାନ ଏକ ଚୋରର ଅଦ୍ଭୁତ ବୁଦ୍ଧିର ଖବର ଜଣାପଡିଛି।ଚେନ୍ନାଇର ବିମାନ ବନ୍ଦରରୁ ଏହିଭଳି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଆପଣ ଜାଣିଥିବେ ବିମାନ ବନ୍ଦରରେ ସୁରକ୍ଷାକର୍ମୀ ଯାତ୍ରୀମାନଙ୍କୁ ଚେକ କରିଥାନ୍ତି ସେହିପରି ଚେନ୍ନାଇ ବିମାନ ବନ୍ଦରରେ ମଧ୍ୟ ଚେକ ସମୟରେ ସୁରକ୍ଷାକର୍ମୀ ଦୁଇଜଣ ଲୋକଙ୍କ ଚାଲିଚଳଣ ଦେଖି ସେମାନଙ୍କ ଚୁଟି କାଟିଥିଲେ। ଏହା ପରେ ଯାହା ଘଟିଲା ଦେଖି ସମସ୍ତେ ଚକିତ ହୋଇଗଲେ।

Google

ସୁରକ୍ଷାକର୍ମୀ ଦେଇଥିବା ସୂଚନା ଅନୁସାରେ ଦୁଇଟି ଯାକ ଲୋକ ମୁଣ୍ଡରେ ଚାଲାଖିର ସହ ସୁନା ଖଞ୍ଜିଥିଲେ ଯାହାପରେ ସୁରକ୍ଷାକର୍ମୀ ଯେବେ ଦୁହିଁଙ୍କୁ ନଣ୍ଡା କଲେ ଦୁହିଁଙ୍କ ମୁଣ୍ଡରୁ ଅନେକ ସୁନା ଗଳିଥିଲା। ଏହାକୁ ଦେଖି ସୁରକ୍ଷାକର୍ମୀ ଓ ଯାତ୍ରୀମାନେ ଚକିତ ହୋଇଯାଇଥିଲେ।

ଦୁଇଜଣ ଧରାପଡିଥିବା ଯାତ୍ରୀଙ୍କୁ ସୁରକ୍ଷାକର୍ମୀ କବ୍ଜା କରିବା ପରେ ସେମାନଙ୍କ ସୂଚନା ଆଧାରରେ ସୁରକ୍ଷାକର୍ମୀ ଆଉ ୭ ଜଣଙ୍କୁ ଧରିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଲୋକଙ୍କ ପାଖରୁ ସୁନା ଓ ଆଉ ଚାରିଜଣଙ୍କ ପାଖରୁ ବିଦେଶୀ ମୁଦ୍ରା ଜବତ କରାଯାଇଛି। ସମୁଦାୟ ୧୪ ଜଣ ଚୋର ଧରାପଡିଛନ୍ତି। କିନ୍ତୁ ଗିରଫ ୬ ଜଣ ହିଁ ହୋଇଛନ୍ତି। ସୂଚନା ଅନୁସାରେ ୨.୫କୋଟିର ସୁନା ଓ ୨୪ ଲକ୍ଷର ବିଦେଶୀ ମୁଦ୍ରା ଠାବ କରାଯାଇଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *