ରଜନୀକାନ୍ତ ବିବେକାନନ୍ଦ ବାଳକ ସଂଘ ପରେ ,ନିଜର ଏକ ବନ୍ଧୁଙ୍କ ସାହାଯ୍ୟରେ ତାମିଲନାଡୁର ଏମ.ଜି.ଆର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରେ ଅଭିନୟରେ ଡିପ୍ଲୋମା ଶେଷ କରିଥିଲେ।

ରଜନୀକାନ୍ତ, ଭାରତୀୟ ସିନେମାର ସବୁଠୁ ପ୍ରଭାବଶାଳୀ ଫିଲ୍ମ ଷ୍ଟାରମାନଙ୍କ ମଧ୍ୟରୁ ଏକ ଅଟନ୍ତି। ଭାରତୀୟ ସିନେମାରେ ତାଙ୍କ ଯୋଗଦାନ ପାଇଁ ତାଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ସମ୍ମାନ, ପଦ୍ମଭୂଷଣ ମିଳିଛି। ଅଭିନୟ ଛଡା,ରଜନୀକାନ୍ତ ପଟକଥା ଲେଖକ, ଚଳଚିତ୍ର ନିର୍ମାତା ଓ ଏକ ପାର୍ଶ୍ୱ ଗାୟକ ରୂପରେ ମଧ୍ୟ କାମ କରିଛନ୍ତି। ତାଙ୍କ ଲୋକପ୍ରିୟତାର ଅନୁମାନ ଏହି କଥାରୁ କରାଯାଇ ପାରିବ କି ଦକ୍ଷିଣ ଭାରତରେ ତାଙ୍କ ଚଳଚ୍ଚିତ୍ରର ପୋଷ୍ଟରକୁ ମଧ୍ୟ କ୍ଷୀରରେ ଗାଧୁଆ ଯାଏ। ରଜନୀକାନ୍ତଙ୍କର ଚାଲିଚଳନ, ଡାଇଲକ ଡେଲିଭରି,ଚାଲିବାର ଶୈଳୀ,ଏବଂ ଖୋଲା ହୃଦୟ ବ୍ୟକ୍ତିତ୍ୱ ପାଇଁ ପ୍ରଶଂସକ ତାଙ୍କୁ ଭଗବାନଙ୍କ ଭଳି ପୂଜା କରିଥାନ୍ତି କିନ୍ତୁ ଏହି ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସେ କଠିନ ପରିଶ୍ରମ କରଛନ୍ତି। ବସ କଣ୍ଡକ୍ଟର ଥିବା ସମୟରେ ତାଙ୍କର ମାସକର ଦରମା ମାତ୍ର ୭୫୦ ଟଙ୍କା ଥିଲା ଓ ପଢ଼ା ‘ସନଡେ ସ୍କୁଲ’ ରୁ ହୋଇଥିଲା ବୋଲି ଜଣା ଯାଇଛି।
ପ୍ରକୃତରେ,ରଜନୀକାନ୍ତଙ୍କର ଜନ୍ମ ଶିବାଜୀ ରାଓ ଗାୟକୱାର୍ଡ ରୂପରେ କର୍ଣ୍ଣାଟକ, ଭାରତର ଏକ ମରାଠୀ ପରିବାରରେ ହୋଇଥିଲା। ତାଙ୍କର ପୂର୍ବଜ ତାମିଲନାଡୁର କୃଷ୍ଣାଗିରି ଜିଲ୍ଲାର ନଚିକୂପ୍ପମ ଗାଁର ବାସିନ୍ଦା ଥିଲେ। ସେ ନିଜ ମାଆ ଜିଜାବାଇ ଓ ପିତା ରାମଜି ରାଓ ଗାୟକୱାର୍ଡ,ଯିଏକି ଏକ ପୋଲିସ କନଷ୍ଟେବଳ ଥିଲେ, ତାଙ୍କର ଚତୁର୍ଥ ସନ୍ତାନ ଥିଲେ।ପାଞ୍ଚ ବର୍ଷ ବୟସରେ ରଜନୀକାନ୍ତ ନିଜ ମାଆଙ୍କୁ ହରାଇ ଦେଇଥିଲେ। ସେ ନିଜ ବିଦ୍ୟାଳୟର ଶିକ୍ଷା ବସାୱନଗୁଡି, ବାଙ୍ଗାଲୋରରେ ଆଚାର୍ଯ୍ୟ ପାଠଶାଳାରେ ଓ ପରେ ବିବେକାନନ୍ଦ ବାଳକ ସଂଘରେ କରିଥିଲେ।

ବିବେକାନନ୍ଦ ବାଳକ ସଂଘ ଏକ ସଂସ୍ଥା ଅଟେ ଯାହାକୁ ଏପ୍ରିଲ ୧୯୫୩ରେ ଗରିବ ପୁଅମାନଙ୍କର ଶିକ୍ଷା ପାଇଁ ଖୋଲା ଯାଇଥିଲା। ଏହାର ସ୍ଥାପନା ଭାରତର ବାଙ୍ଗାଲୋରରେ ସ୍ୱାମୀ ୟତିଶ୍ୱରାନନ୍ଦ ରାବିବାରର ବିଦ୍ୟାଳୟଗୁଡିକରୁ ପ୍ରେରିତ ଥିଲା, ଯେଉଁଠିକୁ ସେ ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଦେଖିଥିଲେ, ସନଡେ ସ୍କୁଲ ଏକ ଚର୍ଚ୍ଚ ଦ୍ଵାରା ଆୟୋଜିତ ଏକ ବର୍ଗ ଅଟେ ଯାହାକୁ କିଛି ପିଲା ଇସାଇ ଧର୍ମ ବିଷୟରେ ଜାଣିବା ପାଇଁ ରବିବାରକୁ ଯାଉଥିଲେ। ରୋବର୍ଟ ରାଇକ୍ସ ଓ ଥମସ୍ ଷ୍ଟକ ପ୍ରଥମ ଥର ୧୭୮୦ରେ ଗ୍ଲାସେଷ୍ଟରରେ ଗରିବ ଓ ଅନାଥମାନଙ୍କ ପାଇଁ ଏକ ସନଡେ ସ୍କୁଲର ସ୍ଥାପନା କରିଥିଲେ।
ସ୍ୱାମୀ ୟତିଶ୍ୱରାନନ୍ଦ ଏହି କଥାରୁ ପ୍ରଭାବିତ ଥିଲେ କି କିପରି ସେ ନିଜ ନିୟମିତ ଶିକ୍ଷା ସହିତ ପିଲାଙ୍କର ନୈତିକ ଓ ବିକାଶକୁ ପୋର୍ତ୍ସାହନ ଦେବେ। ଯେବେ ସେ ଭାରତକୁ ଫେରିଲେ, ତେବେ ସ୍ୱାମୀ ବିବେକାନନ୍ଦଙ୍କ ଦୃଷ୍ଟିର ଅନୁରୂପରେ,ୟତିଶ୍ୱରାନନ୍ଦ ପିଲାଙ୍କର ଅଧ୍ୟାତ୍ମିକ ଓ ନୈତିକ ବିକାଶ ପାଇଁ ଏକ ଯୋଜନା ପ୍ରସ୍ତୁତ କଲେ। ଯାହାପରେ ବିବେକାନନ୍ଦ ବାଳକ ସଙ୍ଘ ଆରମ୍ଭ ହେଲା। ସଂସ୍ଥାର ପୂର୍ବରୁ ଛାତ୍ର ସ୍ଥାନୀୟ ସ୍କୁଲର ପିଲା ଥିଲେ। ଆଜି ବିବେକାନନ୍ଦ ବାଳକ ସଙ୍ଘ, ରାମକୃଷ୍ଣ ମଠ ବିଦ୍ୟାଳୟର ଅଂଶ ଅଟନ୍ତି,ଯେଉଁଥିରେ ୯ ବର୍ଷରୁ ଅଧିକ ବୟସର ପୁଅମାନଙ୍କ ପାଇଁ ଏକ ସାଂସ୍କୃତିକ ସଙ୍ଗଠନ ରୂପରେ କାର୍ଯ୍ୟ କରୁଅଛି।ଏଠାରେ ଛାତ୍ରମାନଙ୍କୁ ବୈଦିକ ମନ୍ତ୍ର ଉଚାରଣ ଓ ଭଜନ ଜପ ଶିଖାଯାଏ,ଓ ଭାରତର ସାଂସ୍କୃତିକ ଓ ଧାର୍ମିକ ଅଧିପତ୍ୱ ବିଷୟରେ ଅବଗତ କରାଯାଏ।

ରଜନୀକାନ୍ତ ବିବେକାନନ୍ଦ ବାଳକ ସଙ୍ଘ ପରେ ,ନିଜର ଏକ ବନ୍ଧୁଙ୍କ ସାହାଯ୍ୟରେ ତାମିଲନାଡୁର ଏମ.ଜି.ଆର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରେ ଅଭିନୟରେ ଡିପ୍ଲୋମା କରିଥିଲେ। ଏ ପର୍ଯ୍ୟନ୍ତ ରଜନୀକାନ୍ତ ୧୯୦ଟି ଫିଲ୍ମରେ ଅଭିନୟ କରିଛନ୍ତି,ଯେଉଁଥିରେ ତାମିଲ, କନ୍ନଡ଼, ତେଲୁଗୁ, ମଲାୟଲମ,ହିନ୍ଦୀ, ଇଂରାଜୀ ଓ ବଙ୍ଗାଳି ଚଳଚ୍ଚିତ୍ର ବି ସାମିଲ ଅଛି। ସେ ଚଳଚ୍ଚିତ୍ର ‘ ଅନ୍ଧା କାନୁନ’ ସହ ବଲିଉଡରେ ପାଦ ରଖିଥିଲେ। କେବେ ବସ କଣ୍ଡକ୍ଟରର ଚାକିରିରେ ୭୫୦ ଟଙ୍କା ପ୍ରତି ମାସକୁ ଦରମା କମାଉଥିବା ସୁପରଷ୍ଟାର ଥଲାଇବା ରଜନୀକାନ୍ତ ୫୦୦ ମିଲିୟନ ଡ଼ଲାର ଅର୍ଥାତ ପାଖାପାଖି ୩୫୦ କୋଟି ଟଙ୍କାର ମାଲିକ ଅଟନ୍ତି।
କହିଦେଉଛୁ କି ସୁପରଷ୍ଟାର ରଜନୀକାନ୍ତଙ୍କୁ ଏବେ ଏବେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରକ୍ତ ଚାପର ଅଧିକ, କମ ଓ ଥକ୍କାପଣ କାରଣରୁ ଅଭିନେତାଙ୍କୁ ଭର୍ତ୍ତି କରାଯାଇଥିଲା କିନ୍ତୁ ଏବେ ଡରିବାର କୌଣସି କଥା ନାହିଁ। ଆପୋଲୋ ହସ୍ପିଟାଲର ପ୍ରବକ୍ତାଙ୍କ ଅନୁସାରେ, ସେ ଏବେ ସୁସ୍ଥ ହେଉଛନ୍ତି, ତାଙ୍କର କୋଭିଡ଼ ପରୀକ୍ଷାର ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।