ଅଙ୍କିତା ଲୋଖଣ୍ଡେ କହିଲେ କି ଏହି କାରଣରୁ ସମାପ୍ତ ହେଇ ଯାଇଥିଲା ତାଙ୍କର ଆଉ ସୁଶାନ୍ତ ସିଂ ରାଜପୁତଙ୍କର ପବିତ୍ର ସମ୍ପର୍କ। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ବଲିଉଡ ଫିଲ୍ମ ମାନଙ୍କର କାହାଣୀ ବହୁତ ସସ୍ପେନ୍ସରେ ଭରା ହେଇଥାଏ। ଏହି କାହାଣୀ ମାନଙ୍କରେ ଏତେ ବୁଲାଣି ଥାଏ କି ଆମେ ନିଜର ମସ୍ତିଷ୍କ ଚଲେଇବା ପରେ ବି ତାକୁ ବୁଝି ପାରି ନଥାଉ। ଏହି କାହାଣୀ ମାନଙ୍କରେ ସସପେନ୍ସ ଅନେକ ଥାଏ। ଖାଲି କାହାଣୀ ନୁହଁ ବରଂ ଏହି ଅଭିନେତା ତଥା ଅଭିନେତ୍ରୀ ମାନଙ୍କର ଅସଲ ଜୀବନ ବି ସେମିତି ହିଁ ବୁଲାଣିରେ ଭରା ହେଇଥାଏ। ଏମାନେ ସ୍ପଟ ଲାଇଟ ସାମ୍ନାରେ ଯେତେ ଖୁସି ଦେଖାଯାଆନ୍ତି ସେମାନଙ୍କ ଜୀବନ ସେତିକି ହିଁ ଦୁଖୀଥାଏ।

Google

ଜଣା ନାହିଁ କେଉଁ ଅଭିନେତା ଅଥବା ଅଭିନେତ୍ରୀ ନିଜ ସହ ଖରାପ କରିଦେବ। ଆଜି ଆମେ କଥା ହେଉଛୁ ବିଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ତାଙ୍କର ପୂର୍ବ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋକଣ୍ଡେଙ୍କର। ସେମାନଙ୍କର ଦେଖା ହେଇଥିଲା ଏକ ଲୋକପ୍ରିୟ ଟିଭି ସିରିଏଲ ,” ପବିତ୍ର ରିସ୍ତା” ଭିତରେ ଆଉ ଦୁଇ ଜଣଙ୍କର ସଂପର୍କ ବି କିଛି ଏପରି ଥିଲା।

ଏହି ଦୁଇଜଣ କପଲ ସବୁ ଜାଗାରେ ସାଙ୍ଗରେ ଦେଖା ଯାଉଥିଲେ ଆଉ ଏପରିକି ସୁଶାନ୍ତ ଯେବେ ପ୍ରଥମ ଥର ଫିଲ୍ମରେ ପାଦ ରଖିଲେ ତ ଅଙ୍କିତା ତାଙ୍କ ସାଙ୍ଗରେ ଥିଲେ। ସେହି ଦୁଇ ଜଣଙ୍କର ସାଙ୍ଗରେ ରହିବା ତାଙ୍କ ପରିବାର ଲୋକ ମାନଙ୍କୁ ବି ବହୁତ ପସନ୍ଦ ଆସୁଥିଲା ମାତ୍ର ଏପରି କଣ ହେଲା କି ତାଙ୍କ ଦୁଇ ଜଣଙ୍କର ବ୍ରେକ ଅପ ହେଇଗଲା। ଏହା ବାବଦରେ ଅଙ୍କିତା ପ୍ରଥମ ଥର ପାଇଁ ଖୋଲିକି କିଛି କହିଛନ୍ତି। ଏବେ ଏବେ ଆସିଥିବା ଅଙ୍କିତାଙ୍କର ଏକ ଇଣ୍ଟରଭିଉରେ ସେ କହିଛନ୍ତି କି ସେ ସୁଶାନ୍ତଙ୍କ ସହ କେବେ ବ୍ରେକ ଅପ କରିନଥିଲେ ବରଂ ସୁଶାନ୍ତ ହିଁ ତାଙ୍କ ଠାରୁ ଅଲଗା ରହିବାର ଫଇସଲା ଗ୍ରହଣ କରିଥିଲେ।

Google

ଅଙ୍କିତା କହିଲେ, ” ଲୋକମାନେ ମୋତେ ଆରୋପ ଲଗାନ୍ତି କି ମୁଁ ତାଙ୍କ ସାଥ ଦେଲିନାହିଁ ମାତ୍ର ସତ ଏଇଆ କି ସେ ନିଜ ରାସ୍ତା ନିଜେ ହିଁ ଚୟନ କରିଥିଲେ। ଲୋକମାନେ ମୋତେ ବହୁତ ଖରାପ ଭଲ କୁହନ୍ତି ମାତ୍ର ମୁଁ ସର୍ବଦା ଚୁପ ରହିଛି। ସତ କଥା ଏଇଆ କି ମୁଁ ତାଙ୍କୁ କିଛି କରିବାରୁ କେବେ ଅଟକାଇ ନାହିଁ। ବ୍ରେକ ଅପ ଖବର ସଭିଁକ ସାମ୍ନାକୁ ଆସିବା ପରେ ମୋତେ ଅନେକ ଲୋକ ଅପମାନିତ କଲେ ମାତ୍ର ମୁଁ ସର୍ବଦା ଚୁପ ରହିଛି।

ଏହା ଆଗକୁ ଅଙ୍କିତା କହିଲେ, ” ମୋ ପାଇଁ ସୁଶାନ୍ତଙ୍କୁ ଛାଡି ଆଗକୁ ଯିବା ସହଜ ନଥିଲା ମାତ୍ର ମୁଁ ସମୟ ସହିତ ଆଗକୁ ଯିବା ଶିଖିଗଲି।” ଜ୍ଞାତ ଥିବ କି ସୁଶାନ୍ତ ଆଉ ଅଙ୍କିତା ଭାରତର ସମସ୍ତ ଘରେ ଘରେ ପରିଚୟ ବନାଇ ସାରିଥିଲେ ଆଉ ଲୋକମାନେ ତାଙ୍କୁ ବହୁତ ପସନ୍ଦ ବି କରୁଥିଲେ। ସୁଶାନ୍ତ ହିଁ ଅଙ୍କିତାଙ୍କୁ ପ୍ରଥମେ ପ୍ରପୋଜ କରିଥିଲେ।

Google

ଆର ବର୍ଷ ଜୁନ ମାସରେ ସୁଶାନ୍ତ ନିଜ ଘରେ ଫାଶୀ ଲଗେଇ ଆତ୍ମହତ୍ୟା କରିଥିଲେ। ତାଙ୍କ ଏହି ମୃତ୍ୟୁ ପାଇଁ ଦୋଷୀ ତାଙ୍କର ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀକୁ ମାନା ଯାଉଥିଲା ଆଉ ତାଙ୍କୁ ଗିରଫ ବି କରା ଯାଇଥିଲା ଆଉ ତା ସହିତ ତାଙ୍କୁ ପଚରା ଉଚୁରା ବି କରା ଯାଉଥିଲା। ମାତ୍ର ରିଆଙ୍କ ବିପକ୍ଷରେ କିଛି ଦୋଷ ସାବ୍ୟସ୍ତ ହେଇ ପାରିନାହିଁ ଆଉ ଏହାର ଯାଞ୍ଚ ସିବିଆଇ କରୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *