ଧୋନି ତାଙ୍କ ବାୟୋପିକ ପାଇଁ ନେଇଥିଲେ ୪୫ କୋଟି, ମିଲଖା ସିଂ ନେଲେ ୧ ଟଙ୍କା। ଜାଣନ୍ତୁ ତାଙ୍କ ବାୟୋପିକ ପାଇଁ ଅନ୍ୟମାନେ କିଏ ନେଲେ କେତେ ଟଙ୍କା।

କ୍ରିକେଟ ଜଗତର ସୁପର ଷ୍ଟାର କୁହାଯାଉଥିବା ଏମଏସ ଧୋନୀଙ୍କ ଜୀବନ ଉପରେ ‘ଏମ.ଏସ. ଧୋନୀ:ଦ ଅନଟୋଲୋଡ ଷ୍ଟୋରୀ’ହୋଇଛି। ଚଳଚ୍ଚିତ୍ରରେ ଧୋନୀଙ୍କ ଦିବଙ୍ଗତ ଆକ୍ଟର ସୁଶାନ୍ତ ସିଂହ ରାଜପୁତ ଆକ୍ଟିଂଗ କରିବାର ନଜର ଆସିଥିଲେ। ପୂର୍ବ ଇଣ୍ଡିଆନ କ୍ରିକେଟ କ୍ୟାପଟନଙ୍କ ଜୀବନ ଉପରେ ହୋଇଥିବା ଏହି ବୟୋପିକକୁ ବକ୍ସ ଅଫିସରେ ଭଲ ସଫଳତା ହାସିଲ ହୋଇଥିଲା। ଫକ୍ସ ଷ୍ଟାରର ଅନୁସାରେ ଧୋନୀ ଏଥିପାଇଁ ଭଲ ମୂଲ୍ୟ ନେଇଥିଲେ। ୨୦୧୬ରେ କ୍ୱିଣ୍ଟ ରିପୋର୍ଟ ଅନୁସାରେ ୪୫କୋଟି ଟଙ୍କା ସେ ନେଇଥିବାର ଜଣା ଯାଇଥିଲା।

Google

ସେହିପରି ଫ୍ଲାଇଙ୍ଗ ସିଂହ ନାମରେ ପରିଚିତ ଦ୍ରୁତ ଧାବକ ମିଲଖା ସିଂହ ନିଜ ଜୀବନ ଉପରେ ହୋଇଥିବା ବାୟୋପିକ ପାଇଁ ଟଙ୍କା ନେଇନଥିବାର ଜଣା ଯାଇଥିଲେ।’ଭାଗ ମିଲଖା ଭାଗ’ ରେ ମିଲଖା ସିଂହଙ୍କ ଚରିତ୍ର ଫରହାନ ଅଖତର ତୁଲାଇଥିଲେ। ଏହି ଚଳଚିତ୍ରକୁ ଦେଖି ଯୁବପିଢ଼ି ବହୁତ ଆକର୍ଷିତ ହୋଇଥିବାର ନଜର ଆସିଥିଲା। ଏହାକୁ ଦେଖି କେତେ ଯୁବ ଆଥେଲେଟ ହେବାର ନିଷ୍ପତ୍ତି ନେଲେ ଓ ମେଡାଲ ନିଜ ନାମରେ କଲେ। ମିଲଖା ଏକ ଇଣ୍ଟରଭିଉରେ କହିଥିଲେ କି,’ଚଳଚିତ୍ରରେ ପ୍ରଯୋଜକ ପ୍ରୋତ୍ସାହନ ପାଇଁ ଏକ ଟଙ୍କାର ଟୋକନଟଙ୍କା ରୂପରେ ଦେବାର ନିଷ୍ପତ୍ତି ନେଇଥିଲେ। ଏହି ଏକ ଟଙ୍କାର ନୋଟ ୧୯୫୮ରେ ଛପା ଯାଇଥିଲା। ଏହା ପଛର କାରଣ ବହୁତ କୌତୁହଳ ଅଟେ। ୧୯୫୮ରେ ସ୍ୱତନ୍ତ୍ର ଭାରତର ଇତିହାସରେ କମନ ୱେଲଥ ଗେମସରେ ମିଲଖା ସିଂହ ପ୍ରଥମ ସ୍ଵର୍ଣ୍ଣ ପଦକ ନିଜ ନାମରେ କରିବାର ନଜର ଆସିଥିଲେ। ଏହାଛଡା ଏସିଆନ ଗେମ୍ସରେ ୨ଟି ସ୍ଵର୍ଣ୍ଣ ପଦକ ଜିତି ଭାରତର ନାମ ଉଚ୍ଚ କରିବାର ନଜର ଆସିଥିଲେ।

Google

ଭାରତୀୟ ବକ୍ସିଂ ଚମ୍ପିୟାନ ଏମ ସି ମ୍ୟାରୀ କମଙ୍କର ସଂଘର୍ଷମୟ ଜୀବନ ଉପରେ ହୋଇଥିବା ବୟୋପିକରେ ପ୍ରିୟଙ୍କା ଚୋପ୍ରା ମ୍ୟାରୀ କମଙ୍କର ଚରିତ୍ର ନିଭାଇ ଥିଲେ।ମଣିପୁରର ମ୍ୟାରୀ କମ ୨୦୦୧ରେ ପ୍ରଥମ ଥର ଜାତୀୟ ମହିଳା ବକ୍ସିଂ ଚମ୍ପିୟାନସିପ ବିଜୟ ଲାଭ କରିଥିଲେ। ଏହାପରେ ମ୍ୟାରୀ ପଛକୁ ଚାହିଁ ନାହାନ୍ତି। ବକ୍ସିଂ ପାଇଁ ଅର୍ଜୁନ ପୁରସ୍କାର, ରାଜୀବ ଗାନ୍ଧୀ ଖେଳରତ୍ନ, ପଦ୍ମଶ୍ରୀ ଭଳି ପ୍ରତିଷ୍ଠିତ ପୁରସ୍କାର ନିଜ ନାମରେ କରିବାର ନଜର ଆସିଛନ୍ତି। ମିଡ ଡେର ଏକ ରିପୋର୍ଟ ଅନୁସାରେ ମ୍ୟାରୀ କମ ନିଜ ଚଳଚ୍ଚିତ୍ର ନିମନ୍ତେ ୨୫ଲକ୍ଷ ଟଙ୍କା ନେବାର ଜଣା ଯାଇଥିଲେ।

Google

ଅମୀର ଖାନଙ୍କ ଚଳଚିତ୍ର ‘ଦଙ୍ଗଲ’ ବକ୍ସ ଅଫିସରେ ୨୦୦୦କୋଟି ଟଙ୍କା କମେଇଥିବା ଚଳଚିତ୍ର ଥିଲା। ମହାବୀର ଫୋଗଟଙ୍କ ଜୀବନୀ ଉପରେ ହୋଇଥିବା ଏହି ମୁଭିରେ ଅମୀର ମହାବୀରଙ୍କ ଚରିତ୍ର ନିଭାଇଥିଲେ। ରାଇଟସ ପାଇଁ ପାଖାପାଖି ୮୦ଲକ୍ଷ ଟଙ୍କା ଦିଆଯାଇଥିବାର ଜଣା ଯାଇଥିଲା।

Google

ବଲିଉଡ ଆକ୍ଟର ସଞ୍ଜୟ ଦତ୍ତଙ୍କ ଲାଇଫ ଉପରେ ଚଳଚ୍ଚିତ୍ର ‘ସଞ୍ଜୁ’ ହୋଇଛି। ଯାହାକି ବଲିଉଡର ସଫଳ ବୟୋପିକ ବୋଲି ମନାଯାଉଛି। ସୁତ୍ରରୁ ମିଳିଥିବା ସୂଚନା ପାଇଁ ନିଜ ଜୀବନକୁ ବଡ଼ ପରଦାରେ ଦେଖେଇବା ପାଇଁ ସଞ୍ଜୟ ୯-୧୦ କୋଟି ଟଙ୍କାରେ ପଡିୟୁସରଙ୍କୁ କ୍ଷମତା ଦେବାର ଜଣା ଯାଇଥିଲେ। ଏହା ଛଡା ଚଳଚ୍ଚିତ୍ରର ଲାଭରେ ଆକ୍ଟରଙ୍କର ଭାଗ ଥିଲା। ଏହି ମୁଭିରେ ସଞ୍ଜୁଙ୍କ ଭୂମିକାରେ ରଣବୀର କପୁର ଆକ୍ଟିଂଗ କରିବାର ନଜର ଆସିଥିଲେ।

ଲକ୍ଷ୍ମୀ ଅଗ୍ରୱାଲଙ୍କର ଜୀବନ ଆଧାରିତ ବୟୋପିକ ଚାପକରେ ଦୀପିକା ପାଦୁକୋନ ଲକ୍ଷ୍ମୀ ଭୂମିକାରେ ଆକ୍ଟିଂଗ କରିବାର ରିସ୍କ ଉଠାଇଥିଲେ। ଖବର ଅନୁସାରେ ମେଘନା ଗୁଲଜାରଙ୍କ ଏହି ମୁଭି ନିମନ୍ତେ ପାଖାପାଖି ୧୩ ଲକ୍ଷ ଟଙ୍କା ଦିଆଯାଇଥିଲା। ଯଦିଓ ଏହି ଫିଲ୍ମ ବକ୍ସ ଅଫିସରେ କିଛି ଖାସ କରିପାରିନଥିଲା କିନ୍ତୁ ଏହି ଫିଲ୍ମ ଚର୍ଚ୍ଚାରେ ରହିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *