ବଡ଼ ଖବର: ୨୧ ମାର୍ଚ୍ଚ ଯାଏ ପୁର୍ଣ ଲକଡାଉନ । ସ୍କୁଲ ଆଉ କଲେଜ ରହିବ ବନ୍ଦ । ଜାଣନ୍ତୁ ସମ୍ପୂର୍ଣ୍ଣ କେବେ ଖୋଲିବ ସ୍କୁଲ କଲେଜ ।

ମଧ୍ୟପ୍ରଦେଶରେ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏକ ବହୁତ ବଡ଼ ପଦକ୍ଷେପ ନିଆ ଯାଇଛି। ୨୧ ମାର୍ଚ୍ଚ ଦିନ ମଧ୍ୟପ୍ରଦେଶ ସରକାର ରାଜଧାନୀ ଭୋପାଳ ସମେତ , ଇନ୍ଦୋର ତଥା ଜବଲପୁରରେ ସମ୍ପୂର୍ଣ ଲକ ଡାଉନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଏହି ତିନୋଟି ସହରରେ ୩୧ ମାର୍ଚ୍ଚ ଯାଏ ସ୍କୁଲ କଲେଜ ବି ବନ୍ଦ ରହିବ। କରୋନା ପରିସ୍ଥିତିର ସମୀକ୍ଷା କରିବା ପାଇଁ ସିଏମ ଶିବରାଜ ସିଂ ଙ୍କର ଉପସ୍ଥିତିରେ ଏକ ବୈଠକରେ ଏହି ଫଇସଲା ନିଆଯାଇଥିଲା।

Google
ସିଏମ ନେଲେ ଆପାତ ବୈଠକ:

କୋରନାର ଲଗାତାର ବଢୁଥିବା କେସ ନେଇକି ମଧ୍ୟପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଥମେ ମଧ୍ୟପ୍ରଦେଶର ଭୋପାଳ ଆଉ ଇନ୍ଦୋରରେ ନାଇଟ କର୍ଫ୍ୟୁ ପରେ ଏବେ ତିନୋଟି ବଡ଼ ସହର ଭୋପାଳ ଆଉ ଜବଲପୁରରେ ୨୧ ମାର୍ଚ୍ଚକୁ ପୁର୍ଣ ଲକଡାଉନ ହେବାର ନିଷ୍ପତ୍ତି ନିଆଯାଇଛି। ଶିବରାଜ ସିଂ ଚୌହାନ ଶୁକ୍ରବାର ଦିନ କୋଲକାତା ତଥା ବେଙ୍ଗଲରୁ ଫେରିବା ପରେ ଏହି ନିଷ୍ପତ୍ତି ନେଲେ। ଏଠାରେ ଗୋଟେ ଦିନ ପାଇଁ ତଥା ରବିବାର ଦିନ ପୁରା ଲକ ଡାଉନ ହେବାର ନିଷ୍ପତ୍ତି ନିଆ ଯାଇଛି।

ଅତ୍ୟାବଶ୍ୟକ ସେବା ଲାଗୁ ରହିବ:

ଲକଡାଉନ ହେବା ସତ୍ତ୍ୱେ ବି ଅତ୍ୟାବଶ୍ୟକ ସେବା ଲାଗୁ ରହିଥାଏ। ମଧ୍ୟପ୍ରଦେଶର ସିଏମ ଶିବରାଜ ସିଂ ଚୌହାନ କହିଲେ କି ପ୍ରଦେଶରେ କରୋନା ସଂକ୍ରମଣ ବଢୁଛି ଆଉ ଏହାଠାରୁ ବଞ୍ଚିବା ପାଇଁ ଦେଶର ସମସ୍ତ ଲୋକ ମାସ୍କ ପିନ୍ଧିବେ ଆଉ ସୋସିଆଲ ଡିଷ୍ଟସିଂ ମେଂଟେନ କରିବେ । ଆଉ ସେ କହିଲେ କି ଲୋକମାନେ ମାସ୍କ ନ ଲଗେଇବା ଦ୍ୱାରା ସେମାନେ ନା କେବଳ ନିଜର ଆଉ ନିଜ ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ବିପଦରେ ରଖୁଛନ୍ତି ବରଂ ସମଗ୍ର ସମାଜର ସମସ୍ତ ଲୋକଙ୍କର ଜୀବନ ବିପଦରେ ରଖୁଛନ୍ତି।

Google

ସାମାଜିକ ସମାରୋହ ପାଇଁ ଅନୁମତି ନେବାକୁ ହେବ: ମହାରାଷ୍ଟ୍ରର ସରକାର ଏହି ନିୟମ ଲାଗୁ କରିଛି କି ୨୧ ମାର୍ଚ୍ଚ ରେ ଲାକଡାଉନ ଭିତରେ ଯଦି କେଉଁ ସାମାଜିକ ସମାରୋହ କରିବାକୁ ପଡେ ତାହେଲେ ତା ପାଇଁ ଉପର ସରକାରଙ୍କ ଠାରୁ ଅନୁମତି ନେବାକୁ ହେବ। ଏହା ସହିତ ହିଁ ୩୧ ମାର୍ଚ୍ଚ ଯାଏ ସବୁ ଆଡେ ସ୍କୁଲ ତଥା କଲେଜ ବି ବନ୍ଦ ଅଛି। ପ୍ରଦେଶର ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ସୁଲେମାନ ମହମ୍ମଦ କହିଲେ କି ଦେଶରେ ୨୧ ହଜାର କରୋନା ଟେଷ୍ଟ ହେଇଛି ଆଉ ପଜିଟିଭ ପ୍ରସେଣ୍ଟଜ ୫.୫ ରହିଛି।

ରୋଗୀ ମାନଙ୍କର ସ୍ଥିତି:

ମଧ୍ୟପ୍ରଦେଶର ରୋଗୀ ମାନଙ୍କର ସ୍ଥିତି ବତ୍ତର ଅଛି। ଏଠାରେ ପୂର୍ବ ୨୪ ଘଣ୍ଟାରେ ପ୍ରାୟ ୧୧୪୦ ନୂଆ କୋଭିଡ କେସ ମିଳିଛି। ଭୋପାଳରେ ୨୭୨, ଇନ୍ଦୋର ରେ ୩୦୯ , ଜବଲପୁରରେ ୧୧୬ ଆଉ ଗୁଆଳିଆର ରେ ୩୯ ନୂଆ କୋଭିଡ ରୋଗୀ ମିଳିଛନ୍ତି। ପୂର୍ବ ୨୪ ଘଣ୍ଟାରେ ୭ ଜଣ ରୋଗୀ ମାନଙ୍କର ମୃତ୍ୟୁ ହେଇ ସାରିଛି ଯେତେବେଳେ କି ଏହି ଅବଧିରେ ୫୫୬ ରୋଗୀଙ୍କୁ ଠିକ କରିକି ଘରକୁ ଛଡା ସରିଛି। ଏମ୍ପିରେ ଏବେ ମୋଟ କରୋନା ରୋଗୀ ମାନଙ୍କର ସଂଖ୍ୟା ୬୬୦୯ ଅଟେ ଆଉ ଏହା ଭିତରେ ଆର ବର୍ଷ ତଥା ଏହି ବର୍ଷକୁ ମିଶାଇ ସେଠାରେ ପ୍ରାୟ ୨୭୩୦୬୭ କୋଭିଡ ରୋଗୀ ଚିହ୍ନଟ ହେଇ ସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *