ଏହି ହ୍ଵାର୍ଟସପ ନମ୍ବରରେ ଆପଣ ମ୍ୟାସେଜ ପଠାଇ ଗ୍ୟାସ ସିଲିଣ୍ଡର ବୁକିଙ୍ଗ କରିପାରିବେ:
ଗ୍ୟାସ ସିଲିଣ୍ଡର ବୁକିଙ୍ଗ ଏବେ ମାତ୍ର ଗୋଟେ ମ୍ୟାସେଜ ପଠାଇ କରାଯାଇପାରିବ। ଏଠିପାଇଁ ସବୁ ଗ୍ୟାସ କମ୍ପାନୀ ନମ୍ବର ଜାରି କରିଛନ୍ତି। ଆପଣଙ୍କୁ ଏହି ନମ୍ବରରେ କେବଳ REFILL ଲେଖି ମ୍ୟାସେଜ ପଠାଇବା ପାଇଁ ହେବ। ଯଦି ଆପଣ ଇଣ୍ଡେନ ଗ୍ୟାସ ଗ୍ରାହକ ଅଟନ୍ତି ତେବେ ତେବେ ଅଏଲ କର୍ପୋରେଟର ଏକ ନମ୍ବର ଜାରି କରିଛି। ଏଥିପାଇଁ ରେଜିଷ୍ଟ୍ରେସନ ନମ୍ବରରେ REFILL ଲେଖି ୭୫୮୮୮୮୮୮୨୪ ନମ୍ବରରେ ହ୍ଵାର୍ଟସପ ମ୍ୟାସେଜ ସେଣ୍ଡ ହେବ। ଏହା ପରେ ଆପଣଙ୍କ ଏଲପିଜି ସିଲିଣ୍ଡର ଆପଣଙ୍କ ଘରେ ପହଁଚିଯିବ।

ଇଣ୍ଡେନ ଗ୍ରାହକ ଏହି ନମ୍ବରରେ ମିସକଲ କରି ବୁକିଙ୍ଗ କରନ୍ତୁ ସିଲିଣ୍ଡର:
ଗ୍ରାହକ ଏବେ ନିଜ ରେଜିଷ୍ଟ୍ରେସନ ନମ୍ବରରେ ବିନା କୌଣସି ପଇସା ଖର୍ଚ୍ଚ କରି କେବଳ ଗୋଟେ ମିସକଲ ଦେଇ ଗ୍ୟାସ ବୁକିଙ୍ଗ କରିପାରିବେ। ଇଣ୍ଡିଆନ ଅଏଲ କହିଛି ଏହି ସୁବିଧାରେ ସେହି ଲୋକ ବା ବୟସ୍କ ବ୍ୟକ୍ତିଙ୍କୁ ସୁବିଧାହେବ ଯେଉଁମାନେ ଆଇବିଆରଏସ ପ୍ରଣାଳୀରେ ନିଜକୁ ଉପସ୍ଥିତ କରିପାରୁନଥିଲେ। ଏଲପିଜି ଗ୍ରାହକ ସିଲିଣ୍ଡର ଭରିବା ପାଇଁ ଦେଶରୁ କେଉଁଠୁବି ୮୪୫୪୯୫୫୫୫୫ ରେ ମିସ କଲ କରି ବୁକିଙ୍ଗ କରିପାରିବ। କମ୍ପାନୀ କହିଛି ଏହି ସୁବିଧା ଦ୍ଵାରା ଗ୍ରାହକଙ୍କ ସମୟ ବଞ୍ଚିବ ଓ ପଇସା ମଧ୍ୟ।

ବୁକିଙ୍ଗ କରିବା ପରେ ଏପରି ଜାଣିପାରିବେ ନିଜ ଷ୍ଟାଟସ:
ଇଣ୍ଡିଆନ ଅଏଲରେ ଗ୍ୟାସ ବୁକିଙ୍ଗ ପରେ ଷ୍ଟାଟସ ମଧ୍ୟ ଦେଖିବାର ସୁବିଧା ହ୍ଵାର୍ଟସପରେ ଉପଲବ୍ଧ ଅଛି। ଏଥିପାଇଁ ରେଜିଷ୍ଟ୍ରେସନ ନମ୍ବରରେ ଷ୍ଟାଟସ ଟାଇପ କରିବାକୁ ହେବ ଓ ଏହା ପରେ ମିଳିଥିବା ଅର୍ଡର ନମ୍ବର ଦେବାକୁ ହେବ। ମାନି ନିଅନ୍ତୁ ଆପଣଙ୍କ ବୁକିଙ୍ଗ ନମ୍ବର ୧୨୩୪୫ ଆପଣଙ୍କୁ ଟାଇପ କରିବାକୁ ହେବ ଷ୍ଟାଟସ#୧୨୩୪୫ ଓ ୭୫୮୮୮୮୮୮୨୪ ନମ୍ବରରେ ମ୍ୟାସେଜ ପଠାଇଦେବାକୁ ହେବ। ଏହା ଧ୍ୟାନ ରଖିବେ କି ଷ୍ଟାଟସ# ଓ ଅର୍ଡର ନମ୍ବର ମଧ୍ୟରେ ଯେପରି କୌଣସି ସ୍ପେସ ନରହେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।