ଭାରତୀୟ ଟିମର ୱିକେଟ କିପର ଋଷଭ ପନ୍ତ ଆଉ ଇଶାନ କିଷାନ ନିଜର ବିସ୍ଫୋଟକ ବ୍ୟାଟିଂ ଦ୍ୱାରା ଫ୍ୟାନ ମାନଙ୍କର ହୃଦୟ ଜିତି ନେଇ ଛନ୍ତି। ଦୁଇ ଜଣ ଇଂଲଣ୍ଡ ବିପକ୍ଷରେ ଏବେ ହି ସମାପ୍ତ ହେଇ ଥିବା ସିରିଜରେ ଉନ୍ନତ ମାନର ପ୍ରଦର୍ଶନ କରିଛନ୍ତି। ଏହିଠାରେ ହିଁ ପୃଥ୍ବୀ ଶ ଏହା ଦେଖାଇଛନ୍ତି କି ସେ ଲମ୍ବା ରେସର ଘୋଡା ଅଟନ୍ତି। କ୍ରିକେଟ ଭଳି ଏହି ଖେଳାଳି ମାନଙ୍କର ପର୍ତ୍ସନାଲ ଲାଇଫ ବି ଅଛି। ପନ୍ତଙ୍କର ଗାର୍ଲଫ୍ରେଣ୍ଡ ଜଣେ ଇଣ୍ଟେରିଆର ଡିଯାଇନର ଅଟନ୍ତି ଆଉ ଇଶାନ କିଷାନଙ୍କର ଗାର୍ଲଫ୍ରେଣ୍ଡ ଜଣେ ମଡେଲ ଅଟନ୍ତି ବୋଲି ଜଣା ଯାଇଛି ଏବଂ ଏହା ସହିତ ପୃଥ୍ବୀଙ୍କର ଗାର୍ଲଫ୍ରେଣ୍ଡ ଜଣେ ହିରୋଇନ ଅଟନ୍ତି।

ମିଡିଆ ରିପୋର୍ଟ ମୁତାବକ ପନ୍ତଙ୍କ ଭଳି ଇଶା ନେଗି ବି ଉତ୍ତରାଖଣ୍ଡର ରହିବା ଲୋକ ଅଟନ୍ତି। ସେ ନିଜର ଆରମ୍ଭର ପାଠ ଦେହରାଡୁନର କମ୍ବଟ ଅଫ ଯୀଯସ ଏଣ୍ଡ ମେରି ସ୍କୁଲରୁ କରି ଛନ୍ତି। ଇଶା ନେଗି ନିଜର ଗ୍ରାଜୁଏସନ ନୋଏଡା ସ୍ଥିତ ଏମିଟି ୟୁନିଭରସିଟିରୁ ଇଂଲିଶ ଅନର୍ସରେ କରିଛନ୍ତି। ଇଶା ଦେଖିବାକୁ ବହୁତ ଗ୍ଲାମରସ ଅଟନ୍ତି ଆଉ ସେ ଜଣେ ଏଣ୍ଟରପ୍ରିନର ତଥା ଜଣେ ଇଣ୍ଟେରିଆର ଡିଯାଇନର ଅଟନ୍ତି। ଫ୍ୟାସନ ସହ ତାଙ୍କର ସାହିତ୍ୟରେ ବି ଅନେକ ରୁଚି ଅଛି। ଇଶା ସୋସିଆଲ ମିଡିଆରେ ବି ବହୁତ ଆକ୍ଟିଭ ରୁହନ୍ତି।

ଇଶାନ କିଷାନଙ୍କର କଥିତ ଗାର୍ଲଫ୍ରେଣ୍ଡ ଆଦିତି ହୁଣ୍ଡିଆଙ୍କର ଜନ୍ମ ୧୫ ଜାନୁଆରୀ ୧୯୯୭ କୁ ରାଜସ୍ଥାନର ଜୟପୁରରେ ହେଇ ଥିଲା। ଆଦିତି ସର୍ବଦା ନିଜର କ୍ୟାରିୟର ମଡେଲିଙ୍ଗରୁ ହିଁ କରିବାକୁ ଇଛା ପ୍ରକାଶ କରୁଥିଲେ ଆଉ ସେ ୨୦୧୬ରେ ଏହାର ଆରମ୍ଭ ବି କରି ସାରି ଥିଲେ। ଆଦିତି ଏଲିଟ ମିସ ରାଜସ୍ଥାନ ପ୍ରତିଯୋଗିତାରେ ଭାଗ ନେଲେ ଆଉ ସେଥିରେ ସେ ରନରସ ଅପ ହେଇଥିଲେ। ଏହାପରେ ସେ ୨୦୧୭ରେ ଫେମିନା ମିସ ଇଣ୍ଡିଆ ରାଜସ୍ଥାନର ଟାଇଟଲ ନିଜ ନାମରେ କଲେ। ଏହି ବର୍ଷ ହିଁ ଏଫବିବି କଲର୍ସ ଫେମିନା ମିସ ଇଣ୍ଡିଆ ନାମରେ ୨୦୧୭ରେ ସେ ଟପ ୧୫ରେ ରହିଲେ। ଆଉ ୨୦୧୮ରେ ଆଦିତି ମିସ ସୁପରନ୍ୟାଚୁରାଲସ ନିଜ ନାମରେ କଲେ।

ପୃଥ୍ବୀ ଶଙ୍କ କଥା କହିବା ତ ଏହି ଦିନରେ ସେ ଟିଭି ଆକଟ୍ରେସ ପ୍ରାଚୀ ସିଂଙ୍କୁ ଡେଟ କରିବାର ଜଣା ଯାଉଛି। ମିଡିଆ ରିପୋର୍ଟ ମୁତାବିକ ସେମାନେ ଦୁଇଜଣ ଭଲ ସାଙ୍ଗ ଅଟନ୍ତି। ପ୍ରାଚୀ ଆକଟ୍ରେସ ଆଉ ଡ୍ୟାନ୍ସର ଅଟନ୍ତି ଆଉ ସେ କଲର୍ସର ଫେମସ ସିରିଏଲ ଉଡାନରେ ଅଭିନୟ କରି ସାରିଛନ୍ତି। ସେ ବେଲି ଡ୍ୟାନ୍ସିଂ ପାଇଁ ଫେମସ ଅଟନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।