ଧୋନୀଙ୍କର ସ୍ୱପ୍ନ ଭାଙ୍ଗିପାରେ। ଚେନ୍ନାଇର ପ୍ଲେଅଫରେ ପହଂଚିବା ହୋଇପାରେ ମୁସ୍କିଲ! ଜାଣନ୍ତୁ ଟିମର ଦୁର୍ବଳତା।

ଚେନ୍ନାଇ ସୁପର କିଙ୍ଗସ ଆଇପିଏଲର ଦ୍ୱିତୀୟ ସବୁଠୁ ସଫଳ ଟିମ ଅଟେ ଆଉ ସେମାନେ ୩ ଥର ଆଇପିଏଲ ଜିତି ସାରିଛନ୍ତି। ପୂର୍ବ ବର୍ଷ ଚେନ୍ନାଇ ଟିମ ପ୍ଲେ ଅଫରେ ପହଂଚି ପାରି ନଥିଲେ ଆଉ ଏବର୍ଷ ତାଙ୍କ ଟିମର ଟାର୍ଗେଟ ଅଛି କି ସେମାନେ ନା କେବଳ ପ୍ଲେ ଅଫରେ ପହଂଚିବେ ବରଂ ଏହି ଟ୍ରଫି ଜିତିବେ। ଅଧିନାୟକ ଧୋନୀଙ୍କର ଏହା ଶେଷ ଆଇପିଏଲ ହେଇପାରେ କାରଣ ସେ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇ ଯାଇଛନ୍ତି ଆଉ ତାଙ୍କ ବୟସ ବି ୩୯ ବର୍ଷ ହେଇ ଯାଇଛି। ମାତ୍ର ତାଙ୍କ ଟିମର ଦୁର୍ବଳତା ତାଙ୍କୁ ଏହି ସ୍ୱପ୍ନ ପୁରା କରିବାରୁ ଅଟକାଇ ପାରେ। ତ ଆସନ୍ତୁ ଜାଣିବା ଏହି ଟିମର ଦୁର୍ବଳତା କଣ ଅଟେ।

Google

ଚେନ୍ନାଇର ମଜବୁତୀ:ଏହି ଟିମର ସବୁଠୁ ବଡ଼ ଶକ୍ତି ଏଇଆ କି ତାଙ୍କ ଭଳି ଅଧିନାୟକ ଯେଉଁ ଟିମରେ ରହିବ ସେ ପ୍ରଥମରୁ ହିଁ ଫେବ୍ରେଟ ହେଇଯିବ। ଧୋନୀଙ୍କ ପାଖରେ ଅଭିଜ୍ଞତା ଅଛି ଆଉ ସେ ଖେଳାଳି ମାନଙ୍କ ଭିତରୁ ନିଜର ବେଷ୍ଟ ବାହାର କରନ୍ତି। ଟିମର ଅନୁଭବ ବି ତାଙ୍କର ଶକ୍ତି ଅଟେ। ତାଙ୍କ ପାଖରେ ଅନୁଭବୀ ପ୍ଲେୟର ଯେପରିକି ରବିନ ଉଥପା, ଦ୍ଵେନ ବ୍ରାଭୋ, ସୁରେଶ ରାଇନା , ଆମ୍ବଟି ରାୟୁଡୁ ଭଳି ଅଛନ୍ତି। ତାଙ୍କ ପାଖରେ ବିଶ୍ୱ ସ୍ତରୀୟ ଅଲରାଉଣ୍ଡରସ ବି ରହିଛନ୍ତି ଯେପରିକି ମୋଇନ ଅଲି, ସାମ କରନ, କୃଷ୍ନପା ଗୌତମ ଯିଏ କି ନିଜ ବ୍ୟାଟ ତଥା ବଲ ଦ୍ୱାରା ମ୍ୟାଚ ପଲଟାଇ ପାରିବେ।

ସିଏସକେର ଦୁର୍ବଳତା: ଚେନ୍ନାଇର ସବୁଠୁ ବଡ଼ ଦୁର୍ବଳତା ହେଉଛି ମ୍ୟାଚ ଖେଳାଯିବାର ଗ୍ରାଉଣ୍ଡ। ଏଥର ଚେନାଇ ନିଜର ସବୁଠୁ ଅଧିକ ମ୍ୟାଚ ମୁମ୍ବାଇ, ବାଙ୍ଗାଲୋର ତଥା ଦିଲ୍ଲୀରେ ଖେଳିବାକୁ ଯାଉଛି। ମୁମ୍ବାଇରେ ୫ଟି ମ୍ୟାଚ ଆଉ ବାଙ୍ଗଲୋରରେ ୩ଟି ମ୍ୟାଚ ଖେଳାଯିବାକୁ ଯାଉଛି ଆଉ ଏହି ଗ୍ରାଉଣ୍ଡ ମାନଙ୍କରେ ବୋଲର ମାନଙ୍କର ବହୁତ ଧୁଲେଇ ହୁଏ। ଏହି ଗ୍ରାଉଣ୍ଡ ମାନଙ୍କରେ ଦ୍ରୁତ ବ୍ୟାଟିଂ ସହ ଫାଷ୍ଟ ବୋଲିଂବି କରିବାକୁ ହୁଏ। ଶାର୍ଦୁଲ ଠାକୁରଙ୍କ ବ୍ୟତୀତ ଟିମରେ ଆଉ କେହି ଦ୍ରୁତ ବୋଲର ହିଁ ଉପସ୍ଥିତ ନାହାନ୍ତି। ଜୋଶ ହେଜେଲଉଡ଼ ନିଜର ନାମ ଫେରେଇ ନେଇଯାଇଛନ୍ତି।

Google

ଏହା ଛଡା ଏହି ଟିମରେ ଥିବା ଖେଳାଳି ମାନେ ଲମ୍ବା ସମୟରୁ ଆନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି ତ ତାଙ୍କୁ ଦ୍ରୁତ ଗତିରେ ରନ କରିବା ମୁସ୍କିଲ ହେଇପାରେ। ଆଉ ଏହି ମୈଦାନ ମାନଙ୍କରେ ସ୍ପିନର ମାନଙ୍କ ସହ ବୋଲିଂ କରିବା ମୁସ୍କିଲ ମାତ୍ର ଧୋନୀଙ୍କୁ ସ୍ପିନର ବେସି ଲାଇକ। ତ ଏହା ହିଁ ଟିମର ସମସ୍ୟା ଅଟେ।

ଏଥର ନିଲାମୀରେ କିଣା ଯାଇଥିବା ଖେଳାଳି:କେ ଭାଗତ ବର୍ମା(୨୦ ଲକ୍ଷ),କୃଷ୍ଣପା ଗୌତମ(୯.୫ କୋଟି),ଚେତେଶ୍ୱର ପୂଜାରା(୫୦ ଲକ୍ଷ), ମୋଇନ ଅଲି(୭କୋଟି), ସି ହରି ଶଙ୍କର ବର୍ମା(୨୦ ଲକ୍ଷ)।

ସିଏସକେ ଟିମ:ବ୍ୟାଟ୍ସମ୍ୟାନ: ରବିନ ଉଥପା, ଋତୁରାଜ ଗାଈକ୍ବାର୍ଡ, ଶ୍ରୀ ହରି ନିଶାନ୍ତ, ଫାଫ ଡୁ ପ୍ଲେସିସ, ଚେତେଶ୍ୱର ପୂଜାରା, ଅମ୍ବତି ରାୟୁଡୁ,ସୁରେଶ ରାଇନା।

Google

ୱିକେଟ କିପର: ମହେନ୍ଦ୍ର ସିଂ ଧୋନୀ, ଏନ ଜଗଡ଼ିଶନ ।
ଅଲ ରାଉଣ୍ଡରସ: ରବୀନ୍ଦ୍ର ଜାଡେଜା,କେ ଭାଗତ ବର୍ମା,ମୋଇନ ଅଲି, କୃଷ୍ଣପା ଗୌତମ, ସାମ କରନ, ଡିଜେ ବ୍ରାଭୋ।

ସ୍ପିନର: ଇମ୍ରାନ,ତାହିର,କରଣ ଶର୍ମା, ମିଚେଲ ସ୍ୟାଣ୍ଟନର, ଆର ସାଇ କିଷାନ।

ଦ୍ରୁତ ବୋଲର:ଲୁଙ୍ଗି ଏନଗିଡି, ହରିଶଙ୍କର ରେଡ୍ଡୀ,ଦୀପକ ଚାହାର, ଶାର୍ଦୁଲ ଠାକୁର, କେ ଏମ ଆସିଫ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.