ନାଳରୁ ମିଳିଲା ମହିଳା କନେଷ୍ଟବଲଙ୍କ ମୃତ୍ୟୁ ଦେହ, ପ୍ରେମିକ ତହସିଲଦାର ଗିରଫ! ଜାଣନ୍ତୁ ସମ୍ପୂର୍ଣ ଖବର!

ବ୍ୟୁରୋ ରିପୋର୍ଟ: ମହିଳା କନେଷ୍ଟବଲ ପ୍ରେମିକ ତହସିଲଦାରଙ୍କୁ ବିବାହ ପାଇଁ କହିବାରୁ ମହିଳା କନେଷ୍ଟବଳଙ୍କୁ ହତ୍ୟା କରି ନାଳକୁ ଫୋପାଡ଼ି ଦେଇଛନ୍ତି ତହସିଲଦାର।

ପୋଲିସ ଘଟଣାର ତଦନ୍ତ କରିବା ସହ ତହସିଲଦାରଙ୍କ ସହ ଅନ୍ୟ ଦୁଇ ସାଥିଙ୍କୁ ମଧ୍ୟ ଗିରଫ କରିଛି। ପୁରା ଘଟଣା ଆପଣଙ୍କୁ କହିରଖିବୁ ଗୁରୁବାର ଦିନ ଲକ୍ଷନୌର ମାତି ନାଳରୁ ଏକ ମହିଳାଙ୍କର ମୃତଦେହ ପୋଲିସ ଉଦ୍ଧାର କରିଥିଲା। ତଦନ୍ତ ପରେ ଜଣାପଡିଥିଲା କି ସେହି ମୃତ ଦେହଟି ହେଉଛି ମହିଳା କନେଷ୍ଟବଳ ରୁଚି ସିଂହଙ୍କର। ଏହା ପରେ ପ୍ରତାପଗଡ଼ର ତହସିଲଦାର ଦାର ଓ ତାଙ୍କ ଦୁଇ ସାଥିଙ୍କୁ ଗିରଫ କରିଥିଲା।

Google

ପୋଲିସର କହିବା ଅନୁସାରେ ରୁଚିଙ୍କ ମୋବାଇଲର ଯାଞ୍ଚ ପରେ ତହସିଲଦାରଙ୍କ ନମ୍ବର ମିଳିଥିଲା। ଏହା ପରେ ଯେବେ ପୋଲିସ ତହସିଲଦାରଙ୍କୁ ଗିରଫ କରିଥିଲା ଯାଞ୍ଚରେ ଧୀରେ ଧୀରେ ମୁହଁ ଖୋଲିଥିଲେ ତହସିଲଦାର। ସେ କହିଥିଲେଙ୍କି ରୁଚିଙ୍କ ସହ ଫେସବୁକ ମାଧ୍ୟରେରେ ସମ୍ପର୍କ ହୋଇଥିଲା। ଦୁହିଁଙ୍କ ସମ୍ପର୍କ ଅତି ନିବିଡ ହୋଇଥିଲା ଯାହା ପରେ କନେଷ୍ଟବଲ ତହସିଲଦାରଙ୍କୁ ବାରମ୍ବାର ବିବାହ କରିବାକୁ କହିବାରୁ ତହସିଲଦାର ତାଙ୍କୁ ହତ୍ୟା କରିଥିବା ଶେଷରେ ସ୍ୱିକାର କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *