କୋଭିଡ଼ ସିଲଡ଼ ଅଥବା କୋଭାକ୍ସିନରେ କ୍ଷତି ପୁରଣକୁ ନେଇ କେନ୍ଦ୍ର ସରକାର ଦେଲେ ବଡ଼ ବୟାନ। ଜାଣନ୍ତୁ କିଏ ଦେବେ କ୍ଷତି ପୁରଣ?

ଦେଶସାରା କରୋନା ଭ୍ୟାକ୍ସିନ ପ୍ରୋଗ୍ରାମ ୧୬ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି। ଭାକ୍ସିନେସନ ପ୍ରୋଗ୍ରାନ ଆରମ୍ଭ ହେବା ଆଗରୁ କେନ୍ଦ୍ରସରକାର ବଡ଼ ଫଇସଲା କରିଛନ୍ତି। ଗୁରୁବାର ଦିନ କେନ୍ଦ୍ର ସରକାର କହିଲେ କି କୋଭିଡ ଶୀଳଡ଼ ତଥା କଭାକ୍ସିନର ଏମରଜେନ୍ସି ୟୁଜ ପାଇଁ ସରକାର ଅନୁମତି ଦେଇଛନ୍ତି। ଏହାର ବ୍ୟବହାର ଦ୍ୱାରା ଯଦି ସାଧାରଣ ଜନତାଙ୍କୁ କିଛି ପ୍ରଭାବ ପଡେ ତାହେଲେ ସରକାର ଏହାର କ୍ଷତି ପୁରଣ ଦେବନାହିଁ। ଏହାର ପୁରଣ କମ୍ପାନୀ କରିବ।

Google

ସରକାରଙ୍କ ତରଫରୁ ଜାରି କରା ଯାଇଥିବା ନୋଟିସ ଅନୁସାରେ ଭ୍ୟାକ୍ସିଂ ତିଆରି କରୁଥିବା ଦୁଇଟି କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ତଥା ଭାରତ ବୟୋଟେକ ଆନ୍ତର୍ଜାତୀୟ ଲିମିଟେଡ଼ ହିଁ ଏହି କ୍ଷତିର ଭରଣ କରିବେ।

ବାର୍ତ୍ତାଳପରେ ସ୍ପଷ୍ଟ କରାଗଲା କଥା:

ସୂତ୍ର ମୁତାବିକ କିଣା ଯାଇଥିବା କରାରରେ କୁହା ଯାଇଛି କି ସରକାର ଯେଉଁ ଭ୍ୟାକ୍ସିନ କିଣିବାର ଦାବି କରିଛି ତାହା ମୁତାବିକ ସିଡିଏସସିଓ /ଡ୍ରଗ୍ସ ଏଣ୍ଡ କସମେଟିକ୍ସ ଏକଟ/ ଡିସିଜିଆଇ ପଲିସି ଏପରୁଭାଲ ଅନୁସାରେ ସମସ୍ତ ପ୍ରକାରର ବିପରୀତ ଅଥବା ସାଇଡ଼ ଇଫେକ୍ଟ ପାଇ ଏହି ଦୁଇଟି କମ୍ପାନୀ ହିଁ ଦାୟୀ ହେବେ। ଭାରତ ବାୟୋଟେକ ଲିମିଟେଡ଼ ସହ ହେଇଥିବା କରାର ଅନୁସାରେ ସେହି କମ୍ପାନୀ ମାନଙ୍କୁ କୁହା ଯାଇଛି କି କମ୍ପାନୀ ମାନଙ୍କୁ ଗମ୍ଭୀର ପ୍ରତିକୂଳ ଘଟଣା ମାନଙ୍କରେ ସରକାରଙ୍କୁ ସବୁ କିଛି ସୂଚନା ଦେବାକୁ ହେବ।

Google
୧୬ ଜାନୁଆରୀରୁ ହେବ ଭ୍ୟାକ୍ସିନେସନ:

ଆପଣଙ୍କୁ କହି ରଖୁଛୁ କି ୧୬ ଜାନୁଆରୀ ରୁ କୋଭିଡ ୧୯ର ଟୀକାକାରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ପାଖାପାଖି ୩କୋଟି ରୁ ଅଧିକ ଅଗ୍ରୀମ ସ୍ୱାସ୍ଥ୍ୟ କର୍ମୀ ତଥା ଅଗ୍ରୀମ ମୋର୍ଚା ରେ କାର୍ଯ୍ୟରତ କର୍ମୀଙ୍କ ପରେ ୫୦ ବର୍ଷରୁ ଉର୍ଧ୍ଵ ବର୍ଷ ବୟସ୍କ ପ୍ରାୟ ୨୭କୋଟି ବ୍ୟକ୍ତି ମାନଙ୍କ ପରେ ଅନ୍ୟ ରୋଗରେ ଗ୍ରାସିତ ପ୍ରାୟ ୫୦ ବର୍ଷରୁ କାମ ଲୋକଙ୍କ ଉପରେ ଟୀକାକରଣ ହେବାର ଅଭିଯାନ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ବ୍ୟକ୍ତି ୫୦ବର୍ଷ ବୟସ୍କ କି ନୁହଁ ତାହା ଲୋକସଭା, ରାଜ୍ୟସଭା ଭୋଟ ଦାନ ପୋଲ ଦ୍ୱାରା ଧାର୍ଯ୍ୟ କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *