ଆଇପିଏଲ ରିଟେନ ଓ ରିଲିଜ ପ୍ଲେୟାର ଲିଷ୍ଟ: ଦେଖନ୍ତୁ କେତେ ଟଙ୍କା ହୋଇଛି ରିଲିଜ. ଦେଖନ୍ତୁ ସବୁ ଦଳର ରିଲିଜ ଏବଂ ରିଟେନ ଖେଳାଳିଙ୍କ ଲିଷ୍ଟ।

ଆଇପିଏଲ ୨୦୨୧ (୧୪ ତମ ସିଜିନ) ପାଇଁ ସବୁ ଟିମ ତାଙ୍କର ରିଟେନ ଓ ରିଲିଜ ପ୍ଲେୟାର ଲିଷ୍ଟ ସୂଚୀ ଦେଇଛନ୍ତି। ୮ ଟି ଟିମ ମୋଟ ୧୩୯ ପ୍ଲେୟାରଙ୍କୁ ରିଟେନ ଓ ୫୭ ପ୍ଲେୟାରସଙ୍କୁ ରିଲିଜ କରିଛନ୍ତି । ଏବେ ଏହି ଫ୍ରେଞ୍ଚାଇଜି ମୋଟ ୧୯୬.୪୦୧୮ ଟଙ୍କା ନେଇ ମିନି ଆକ୍ସନରେ ଓହ୍ଲାଇବ। ମିଡ଼ିଆ ଅନୁସାରେ ୧୧ ଫେବ୍ରୁଆରୀକୁ ମିନି ଅକ୍ସନ ହୋଇପାରେ।

Google

ସବୁଠାରୁ ଅଧିକ ପଇସା କିଙ୍ଗସ ଇଲେଭେନ ପଞ୍ଜାବ ପାଖରେ ଯିଏ ୯ ଖେଳାଳି ରିଲିଜ କରିଛି ଓ ୧୬ ଜଣଙ୍କୁ ରିଟେନ କରିଛି। ସେ ୫୩.୨ କୋଟି ଟଙ୍କା ସହ ମିନି ଆକ୍ସନରେ ଓହ୍ଲାଇବ। ଆଇପିଏଲ ନିୟମ ଅନୁସାରେ ସବୁ ଫ୍ରେଞ୍ଚାଇଜି ତାଙ୍କ ଟିମରେ ଅଧିକତମ ୨୫ ଓ ନ୍ୟୁନତମ ୧୮ ଖେଳାଳି ରଖିପାରିବେ। କୌଣସି ଟିମରେ ବିଦେଶୀ ଖେଳାଳିଙ୍କ ସଂଖ୍ୟା ୮ ରୁ ଅଧିକ ହେବ ନାହିଁ। ଏହି ବର୍ଷ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଅଧିକ ଖେଳାଳି ଛାଡିଛି ଓ ଏହାପରେ ପଂଜାଵ ରହିଛି। ସେ ନିଜର ୯ ଖେଳାଳିଙ୍କୁ ରିଲିଜ କରିଛନ୍ତି। ଏହାପରେ ରାଜସ୍ଥାନ ରାୟାଲସ ୮,ମୁମ୍ବାଇ ଇଣ୍ଡିଆନ୍ସ ୭,ସନରାଇଜର୍ସ ହାଇଦ୍ରାବାଦ ୫,ଚେନ୍ନାଇ,ଦିଲ୍ଲୀ ଓ କୋଲକାତା ୬-୬ ପ୍ଲେୟାରସଙ୍କୁ ରିଲିଜ କରିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ସବୁଠାରୁ ଅଧିକ ୨୨ ଖେଳାଳିଙ୍କୁ ରିଟେନ ରଖିଛି।ଦେଖନ୍ତୁ ଟିମଙ୍କ ରିଟେନ ଓ ରିଲିଜ କରିଥିବା ଖେଳାଳିଙ୍କ ଲିଷ୍ଟ:

ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର:ରିଟେନ୧୨-ବିରାଟ କୋହଲି,ଏ ବି ଡିଭିଲିୟାର୍ସ,ଦେବଦୂତ ପାଡିକଲ,ମହମ୍ମଦ ସିରାଜ,ୱାଶିଂଟନ ସୁନ୍ଦର,ଯଜୁବେନ୍ଦ୍ର ଚହଲ,ଜୋଶ ଫିଲିପି,କେନ ରିଚାର୍ଡସନ,ପବନ ଦେଶପାଣ୍ଡେ,ସାହବାଜ ଅହମ୍ମଦ,ଏଡ଼ମ ଜାମ୍ପା।

ରିଲିଜ୧୦-କ୍ରିଷ ମୋରିସ,ସିଭମ ଦୁବେ,ଆରୋନ ଫିଞ୍ଚ,ଉମେଶ ଯାଦବ,ଡେଲ ଷ୍ଟେନ,ପାର୍ଥିବ ପଟେଲ,ମୋଇନ ଅଲ୍ଲୀ,ପବନ ନେଗୀ,ଉଡାନା,ଗୁରୁକିରତ ସିଂ।

Google

କିଙ୍ଗସ ଏକାଦଶ ପଞ୍ଜାବ:ରିଟେନ୧୬: କେ ଏଲ ରାହୁଲ,କ୍ରିଷ ଗେଲ,ନିକୋଲସ ପୂରଣ,ଦର୍ଶନ ନଲକାନ୍ଦେ,ହ୍ରପ୍ରୀତ ବରାର,ମୟଙ୍କ ଅଗ୍ରୱାଲ,ମନଦୀପ ସିଂ,ମହମ୍ମଦ ସାମୀ,ଅଶ୍ୱିନ,ସରଫରାଜ ଖାନ,ଦୀପକ ହୁଡା,ରବି ବିସ୍ନୋଇ,କ୍ରିଷ ଜୋର୍ଡାନ,ପ୍ରଭସିମରଣ ସିଂ,ଇସାନ ପରେଳ।

ରିଲିଜ: ଗ୍ଲେନ ମ୍ୟାକସୱେଲ,କଟ୍ରେଲ,ମୁଜୀବ,ବିଲୋଜିଏନ,ନିଶମ,କୃଷ୍ଣପା ଗୌତମ,କରୁଣ ନୟାର,ଜଗଦୀଶ ସୁଜିନ,ତେଜିନ୍ଦର ସିଂ ଧିଲଲ

ରାଜସ୍ଥାନ ରାୟାଲସ:ରିଟେନ୧୭: ସଂଜୁ ସାମସନ,ଜୋଶ ବଟଲର,ଜୋଫ୍ରା ଆର୍ଚ୍ଚର,ବେନ୍ ଷ୍ଟୋକସ,ମହିପାଳ ଲୋମଲୋର,ମନନ ଭୋରା,ମୟଙ୍କ ମାର୍କଣ୍ଡେ,ଶ୍ରେୟାସ ଗୋପାଳ,ଜୟଦେବ ଉନାଦକଟ,ରବି ଉଥାପା,ରିୟାନ ପରାଗ,ରାହୁଲ ତେବଟିଆ,ଯଶସ୍ୱୀ ଜୟସବଲ,କାର୍ତ୍ତିକ ତ୍ୟାଗୀ,ଆଣ୍ଡ୍ରୟୁ ଟାଇ,ଅନୁଜ ରାବତ,ଡେଭିଡ ମିଲର

Google

ରିଲିଜ:ଷ୍ଟିଭ ସ୍ମିଥ,ଅଙ୍କିତ ରାଜପୁତ,ଥୋମାସ,ଶଶାଙ୍କ ସିଂ,ଟମ କରନ,ବରୁଣ ଆରୋନ,ଅନିରୁଦ୍ଧ ଯୋଶୀ,ଆକାଶ

ମୁମ୍ବାଇ ଇଣ୍ଡିଆନ୍ସ: ରିଟେନ୧୭:ରୋହିତ ଶର୍ମା,ଡି କକ,ଆଦିତ୍ୟ ତାରେ,ସୂର୍ଯ୍ୟକୁମାର ଯାଦବ,କିରଣ ପୋଲର୍ଡ଼,ହାର୍ଦିକ ପାଣ୍ଡ୍ୟା,କୁନାଲ ପାଣ୍ଡ୍ୟା,ଯଶପ୍ରୀତ ବୁମରା,ଟେଣ୍ଟ ବୋଲଟ,ରାହୁଲ ଚହର,କ୍ରିଷ ଲିଂ,ସୌରଭ ତିବାରି,ମୋହାସୀନ ଖାନ,ଧବଲ କୂଳକରଣୀ,ଅନମୋଲପ୍ରୀତସିଂ,ଅନୁକୂଳ ରାୟ,ଇଶାନ କିଶନ,ଜୟନ୍ତ ଯାଦବ

ରିଲିଜ: ଲସିଥ ମାଲିଙ୍ଗା,ମ୍ୟାକ୍ଲାଘନ,ପ୍ରିନ୍ସ ବଲବନ୍ତ ରାୟ,ନଥାନ କୂଳତାରନାଇନ,ସରଫୋର ରାଦରଫୋର୍ଡ,ଜେମ୍ସ,ଦିଗ ବିଜୟ ଦେଶମୁଖ।

ଚେନ୍ନାଇ ସୁପର କିଙ୍ଗସ:ରିଟେନ୧୮: ମହେନ୍ଦ୍ର ସିଂ ଧୋନି,ସୁରେଶ ରାଇନା,ରବୀନ୍ଦ୍ର ଜାଡେଜା,ଜୋଶ ହାଜେଲଉଡ଼,ଲୁଙ୍ଗି ଏନଗିଡି,ଦ୍ୱେନ ବ୍ରାଭୋ,ଅମ୍ବାତି ରାଇଡୁ,ଦୀପକ ଚହର,କେ ଏମ୍ ଆସିଫ,ଫାଫ ଦୁପ୍ଲେସିସ,ଇମ୍ରାନ ତାହୀର,ଏନ ଜଗଦୀଶନ,କର୍ଣ ଶର୍ମା,ମିଚେଲ ଷ୍ଟାଣ୍ଟନର,ଋତୁରାଜ ଗାଇକୱାଡ଼,ସାର୍ଦ୍ହୁଲ ଠାକୁର,ସାମ କରନ,ସାଇ କିଶୋର,

Google

ରିଲିଜ: କେଦାର ଯାଦବ,ମୁରଲୀ ବିଜୟ,ହରଭଜନ ସିଂ,ପୀୟୂଷ ଚାୱାଲା,ମନୁ ସିଂ,ସେନ ୱାଟସନ

କୋଲକାତା ନାଇଟ ରାଇଡ଼ରସ:ରିଟେନ ୧୮: ଇୟାନ ମୋର୍ଗନ,ଶୁଭମାନ ଗିଲ,ସୁନିଲ ନାରିନ,ନୀତିଶ ରାଣା,ଦିନେଶ କାର୍ତ୍ତିକ,ଆଣ୍ଡ୍ରେ ରସଲ,କମଲେଶ ନଗରକୋଟି,ଲକି ଫର୍ଗସନ,ପ୍ରସିଦ୍ଧ କୃଷ୍ଣ,ରୀଙ୍କୁ ସିଂ,ଶିବମ ମାବି,ପ୍ୟାଟ କମିନ୍ସ,ରାହୁଲ ତ୍ରିପାଠୀ,ବରୁଣ ଚୌଧୁରୀ,ଟିମ ସ୍ୟାପେଟ,କୂଳଦୀପ ଯାଦବ

ରିଲିଜ:କ୍ରିଷ ଗ୍ରୀନ,ହ୍ୟାରି ଗ୍ରରନେ,ସିଧାର୍ଥ,ଟମ ବ୍ୟାଟମ,ନିଖିଳ ନାଇକ,ସିଧେସ ଲାଡ଼

ଦିଲ୍ଲୀ କ୍ୟାପିଟାଲ:ରିଟେନ୧୯: ଶ୍ରେୟାସ ଆୟର,ଆଜିଙ୍କ୍ୟ ରାହାଣେ,ମାର୍କସ ସ୍ତୋୟିନୀସ,ଋଷଭ ପନ୍ତ,କାସିଗୋ ରବାଡ଼ା,ଇଂଶାନ୍ତ ଶର୍ମା,ଅକ୍ଷର ପଟେଲ,ହର୍ଷତ ପଟେଲ,ଶିଖର ଧୱାନ,ପୃଥ୍ଵୀ ସ,ଆର ଅଶ୍ୱିନ,ହେଟମାୟାର,ଲଲିତ ଯାଦବ,ଅନରିଖ ନୋଖିଆ,ଡାନିୟଲ ସାମସ,ପ୍ରବୀଣ ଦୁବେ,କ୍ରିଷ ଓକସ

ରିଲିଜ:-ଆଲେକ୍ସ କେରି,କିମୋ ପଲ,ତୁଷାର ଦେଶପାଣ୍ଡେ,ମୋହିତ ଶର୍ମା,ଯେସନ ରାୟ,ସନ୍ଦୀପ

Google

ସନରାଇଜର୍ସ ହାଇଦ୍ରାବାଦ: ରିଟେନ ୨୨: କେନ ୱିଲିୟମସନ,ଡେଭିଡ ୱାରନର,ମନିସ ପାଣ୍ଡେ,ପ୍ରିୟମ ଗର୍ଗ,ଜନୀ ବେୟାର ଷ୍ଟୋ,ଋଦ୍ଧିମାନ ସାହ,ବିରାଟ ସିଂ,ଶ୍ରୀବଶ୍ଚ ଗୋସ୍ୱାମୀ,ବିଜୟ ଶଙ୍କର,ଅଭିଷେକ ଶର୍ମା,ମିଚେଲ ମାର୍ଶ,ଅବ୍ଦୁଲ ସାମଦ,ଯେସନ ହୋଲଡର,ଭୁବନେଶ୍ୱର କୁମାର,ରସିଦ ଖାଁ,ଖାଲିଲ ଅହମ୍ମଦ,ସନ୍ଦୀପ ଶର୍ମା,ଟି ନଟରାଜନ,ସର୍ବାଜ ନଦୀମ,ବାସୀଲ ଥମ୍ପି,ସିଦ୍ଧାର୍ଥ କୌଲ।

ରିଲିଜ:-ସଞ୍ଜୟ ଯାଦବ,ପୃଥ୍ଵୀରାଜ,ବିଲି ଷ୍ଟନନେକ,ବାଵନକା,ଫ୍ୟାବୀୟନ ଏଲନ।

୨୦୨୦ରେ ହୋଇଥିବା ମିନି ଆକ୍ସନରେ ୭୩ ସ୍ଲଟ ପାଇଁ ୩୩୨ ଖେଳାଳି ମାନଙ୍କ ମଧ୍ୟରେ ବଛାଯାଇଥିଲା। ସବୁ ୮ ଫ୍ରେଞ୍ଚାଇଜି ମୋଟ ୨୯ ବିଦେଶୀ ଖେଳାଳି ଓ ୩୩ ଭାରତୀୟ ଖେଳାଳି ସମେତ ମୋଟ ୬୨ ଖେଳାଳି କିଣିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *