ଦେଶର ସବୁଠୁ ବଡ଼ ଉଦ୍ୟୋଗପତି ମାନଙ୍କ ଭିତରୁ ଜଣେ ମୁକେଶ ଅମ୍ବାନୀ ଆଜି କାଲି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏବେ ଏବେ ହି ତାଙ୍କ ଘର ପାଖରେ ଏକ ଏସଉଭି ଗାଡିରେ ବିସ୍ଫୋଟକ ଜିନିଷ ଥିବା ଦୃଶ୍ୟ ମାନ ହୋଇଥିଲା। ଆପଣଙ୍କୁ କହି ରଖୁଛୁ କି ମୁମ୍ବାଇର ଥିବା ଅମ୍ବାନୀଙ୍କର ଏନ୍ଟିଲିଆ ଫ୍ଲାଟ ପାଖରେ ରାତି ପ୍ରାୟ ୧.୦୦ ସମୟରେ ଗୋଟେ ବଡ଼ ସ୍କର୍ପିଓ ଠିଆ ହେଇଥିଲା। ଏହାକୁ ଦେଖିବା ପରେ ସୁରକ୍ଷା କର୍ମୀ ମାନେ ପୋଲିସକୁ କମ୍ପ୍ଲେନ କରିବାକୁ ଚେଷ୍ଟା କଲେ। ଜୈସ ଉଲ ହିନ୍ଦ ଏହାକୁ ରଖାଇ ଥିଲା।

ଦେଶର ସବୁଠୁ ଧନୀ ବ୍ୟକ୍ତି ଅମ୍ବାନୀଙ୍କର ଝିଅ ଇଶା ଅମ୍ବାନୀଙ୍କର ବିବାହ ପିରାମଲ ଗ୍ରୁପର ଆନନ୍ଦ ପିରାମଲଙ୍କ ସହ ହେଇଛି। ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କର ବିବାହ ହୀରା ବ୍ୟାପାରି ରସଲ ମେହତାଙ୍କର ଝିଅ ସ୍ଲୋକାଙ୍କ ସହ ହେଇଛି। ତାଙ୍କର ଦୁଇ ଜଣ ଜ୍ବାଇଁ ଡୌଲତ ମାମଲାରେ କାହାରି ଠାରୁ କମ ନୁହନ୍ତି, ତଥାପି ସେମାନେ ଅମ୍ବାନୀଙ୍କ ଦୌଲତର ଆଖ ପାଖରେ ବି ନାହାନ୍ତି।
ଖବର ମୁତାବିକ ପିରାମଲ ଗ୍ରୁପର ମୁଖିଆ ଅଜୟ ପିରାମିଲ ଅଥବା ଇଶା ଅମ୍ବାନୀଙ୍କର ଶଶୁରଙ୍କର ସମୁଦାୟ ଦୌଲତ ଅଟେ ୩.୬ ବିଲିଅନ ଡଲାର ଆଉ ସେ ଧନୀ ଲୋକଙ୍କ ଲିଷ୍ଟରେ ୫୦ତ୍ତମ ସ୍ଥାନରେ ଅଛନ୍ତି। ସେ ୧୯୭୭ରେ ୨୨ ବର୍ଷ ବୟସରେ ନିଜର ପାରିବାରିକ ଲୁଗା ବିଜ ନେସ ଆରମ୍ଭ କରିଥିଲେ। ତା ପରେ ଫାର୍ମା କ୍ଷେତ୍ରରେ କାମ ଆରମ୍ଭ କଲେ। ରିପୋର୍ଟ ଅନୁସାରେ ଆଜି ତାଙ୍କ କମ୍ପାନୀ ୩୦ଟି ଦେଶରେ କାରବାର କରୁଛି।

ଆକାଶ ଅମ୍ବାନୀଙ୍କର ଶଶୁର ରସେଲ ମେହତା ରୋଜି ବ୍ଲୁ ଡାଇମଣ୍ଡ କମ୍ପାନୀର ଏମଡି ଅଟନ୍ତି। ଭାରତର ସବୁଠୁ ବଡ ହୀରା କରବାର କଂପାନୀ ରୋଜି ବ୍ଲୁ ଇଣ୍ଡିଆରେ ଡାଇମଣ୍ଡ ପାଲିସର କାମ ହୁଏ। ରିପୋର୍ଟ ଅନୁସାରେ ତାଙ୍କର ସର୍ଵଧିକ ପଇସା ୨୫୫ ମିଲିଅନ ଡ଼ଲାର(୧୭୦୦କୋଟି) ଅଟେ। ଏହାର ଆରମ୍ଭ ୧୯୬୦ରେ ହେଇଥିଲା ଆଉ ଏବେ ଭାରତରେ ତାର ୩୦ରୁ ଅଧିକ ଷ୍ଟୋର ରହିଛି।
କେତେ ସମ୍ପତ୍ତିର ମାଲିକ ଅଟନ୍ତି ଅମ୍ବାନୀ: ବ୍ଲୁମବର୍ଗ ରାଙ୍କିଙ୍ଗ ଅନୁସାରେ ଅମ୍ବାନୀଙ୍କର ସମ୍ପତ୍ତି ପ୍ରାୟ ୭୬.୬ ବିଲିଅନ ଡଲାର (୫.୬୩ ଲକ୍ଷ)ଅଟେ। ପୂର୍ବ ୨୫ ବର୍ଷର ରେକର୍ଡ ଦେଖିବା ତାହେଲେ ରିଲାଏନ୍ସ କମ୍ପାନୀ ୩.୭୮ ଲକ୍ଷ କୋଟି ଟଙ୍କାର ସୁଧ ଲାଭ କରିଛି। ଏହା ମାର୍ଚ୍ଚ ୨୦୨୦ର ଅଙ୍କ ଅଟେ ଆଉ ଫୋବର୍ଷ ଲିଷ୍ଟ ଅନୁସାରେ ଅମ୍ବାନୀ ଭାରତର ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି।
କେବଳ ସମ୍ପତ୍ତି ନୁହଁ ବରଂ ଦାନ କରିବାରେ ବି ଅମ୍ବାନୀ ନିଜ ସମୁଦି ମାନଙ୍କ ଠାରୁ ବହୁତ ଆଗରେ ଅଛନ୍ତି। ହାରୁନ ଇଣ୍ଡିଆର ପରୋପକାରୀ ସୁଚିରେ ତାଙ୍କର ସମୁଦି ପିରାମଲ ଯେତେବେଳେ ୧୯୬ କୋଟି ଟଙ୍କା ଦାନ କରିଛନ୍ତି ତ ଅମ୍ବାନୀ ସେଠାରେ ପିରାମଲଙ୍କ ଠାରୁ ୨୫୦ କୋଟି ଅଧିକ ପ୍ରାୟ ୪୫୮ କୋଟି ଦାନ କରିଛନ୍ତି।