ବଲିଉଡର ୧୦ ସବୁଠୁ ଧନୀ ଅଭିନେତା। ନମ୍ବର ୧ ରେ ଅଛନ୍ତି ଏହି ହିରୋ, ଆୟ ଜାଣିଲେ ଉଡିଯିବ ହୋସ।

ଯଦି ଆପଣ ବି ଆପଣଙ୍କ ପସନ୍ଦ ଦାୟକ ଅଭିନେତା ଅଥବା ଅଭିନେତ୍ରୀ ମାନଙ୍କର ମୋଟ ସମ୍ପତ୍ତି ବାବଦରେ ଜାଣିବାକୁ ଚାହାନ୍ତି ଟ ଆଜିର ଲେଖା ଆପଣ ମାନଙ୍କ ପାଇଁ ହି ଅଟେ। ଆଜି ଆମେ ଆପଣ ମାନଙ୍କ ପାଖରେ ବଲିଉଡର ୧୦ ସବୁଠୁ ଧନୀ ଅଭିନେତା ମାନଙ୍କ କଥା କହିବାକୁ ଯାଉଛୁ।

Google

୧୦: ହୃତିକ ରୋଶନ: ବଲିଉଡରେ କହୋ ନା ପ୍ୟାର ହେ ଠାରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଅଭିନେତା ହୃତିକ ରୋଶନ ନିଜର ପ୍ରଥମ ଫିଲ୍ମ ପାଇଁ ସେତିକି ସଫଳତା ପାଇ ନଥିଲେ ଯେତିକି ସେ ଆଶା କରୁଥିଲେ ମାତ୍ର ଯେମିତି ଯେମିତି ସେ କ୍ୟାରିୟରରେ ଆଗକୁ ଗଲେ ତାଙ୍କର ଲୋକପ୍ରିୟତା ତଥା ପଇସା ବଢି ବଢି ଚାଲିଲା। ଆଜି ତାଙ୍କର ସମ୍ପତ୍ତି ୪୫ ମିଲିଅନ ଆମେରିକାନ ଡଲାର ଅଟେ ଯାହା କି ଭାରତୀୟ ଟଙ୍କାରେ ପ୍ରାୟ ୩୦୯ କୋଟି ଟଙ୍କା ଅଟେ।

୯: ଜନ ଆବ୍ରାହମ: ପ୍ରାୟ ୫୫ ମିଲିଅନ ଆମେରିକାନ ଡଲାର ଅଥବା ୩୭୮ କୋଟି ଟଙ୍କା ସହ ଜନ ଆବ୍ରାହମ ଏହି ସୁଚିରେ ନବମ ସ୍ଥାନରେ ଅଛନ୍ତି। ସେ ବହୁତ ପ୍ରତିଭାଷାଳି ଅଭିନେତା ତଥା ମଡେଲ ଅଟନ୍ତି।

Google

୮: ରଣବିର କପୁର: ନୂତନ ଅଭିନେତା ମାନଙ୍କ ଭିତରେ ରଣବିର କପୁର ସବୁଠୁ ଧନୀ ଅଟନ୍ତି ଯାହାଙ୍କର ମୋଟ ସମ୍ପତ୍ତି ପ୍ରାୟ ୬୬ ମିଲିଅନ ଡଲାର ଅଟେ। ଏହା ଭାରତୀୟ ଟଙ୍କାରେ ପ୍ରାୟ ୪୫୪ କୋଟି ଟଙ୍କା ହେବ।

୭: ଧର୍ମେନ୍ଦ୍ର: ଧର୍ମେନ୍ଦ୍ରଙ୍କ ପାଖରେ ଆଜି ଯାଏ ପ୍ରାୟ ୭୦ ମିଲିଅନ ଡଲାରର ସମ୍ପତ୍ତି ଅଛି ଯାହା କି ପ୍ରାୟ ୪୮୧ କୋଟି ଟଙ୍କା ସହ ସମାନ ଅଟେ। ସେ ସର୍ବଦା କିଛି ନୂଆ କରିବାକୁ ଚେଷ୍ଟା କରନ୍ତି।

୬: ସୈଫ ଅଲି ଖାନ: ନବାଵ ପରିବାରରୁ ବଲିଉଡକୁ ଏଣ୍ଟ୍ରି ମାରିଥିବା ସୈଫ ଅଲି ଖାନଙ୍କର ଆଜି ଯାଏ ସମ୍ପତ୍ତି ପ୍ରାୟ ୧୪୦ ମିଲିଅନ ଡଲାର ଅଟେ ଯାହା କି ପ୍ରାୟ ୯୬୩ କୋଟି ଟଙ୍କା ସହ ସମାନ ଅଟେ।

Google

୫: ଅକ୍ଷୟ କୁମାର: ବଲିଉଡର ଖିଲାଡି ଅକ୍ଷୟ କୁମାର ସେହି ବହୁତ କମ ଅଭିନେତା ମାନଙ୍କ ଭିତରୁ ଜଣେ ଯିଏ କି ବଲିଉଡରେ ବିନା ଗଡ଼ ଫାଦରରେ ନିଜକୁ ବନାଇଛନ୍ତି।ତାଙ୍କର ଏଯାଏ ସମ୍ପତ୍ତି ପ୍ରାୟ ୧୮୦ ମିଲିଅନ ଡଲାର ଅଟେ ଯାହା କି ୧୨୩୮ କୋଟି ଟଙ୍କା ସହ ସମାନ।

୪: ଆମୀର ଖାନ: ଆମୀର ଖାନ ମିଷ୍ଟର ପ୍ରଫେକ୍ସନିଷ୍ଟ ଭାବେ ପ୍ରସିଦ୍ଧ କାରଣ ସେ ଯେଉଁ ଫିଲ୍ମ କରନ୍ତି ତାଙ୍କୁ ଶ୍ରେଷ୍ଠ କରିବାକୁ ଚେଷ୍ଟା କରନ୍ତି। ତାଙ୍କର ସମ୍ପତ୍ତି ୧୮୫ ମିଲିଅନ ଡଲାର ଅଟେ ଯାହା ପ୍ରାୟ ୧୨୭୨ କୋଟି ଟଙ୍କା ସହ ସମାନ ବୋଲି ଜଣା ଯାଇଛି।

Google

୩: ସଲମାନ ଖାନ: ବଲିଉଡର ଭାଇ ସଲମାନ ଖାନଙ୍କର ଅଧିକାଂଶ ଫିଲ୍ମ ୧୦୦ କୋଟି କ୍ରସ କରେ ଆଉ ତାଙ୍କର ସମ୍ପତ୍ତି ପ୍ରାୟ ୩୧୮ ମିଲିଅନ ଡଲାର ଅଟେ ଯାହା କି ୨୧୮୭ କୋଟି ଟଙ୍କା ସହ ସମାନ।

୨: ଅମିତାଭ ବଚ୍ଚନ: ଭାରତର ସବୁଠୁ ସଫଳ ଅଭିନେତା ମାନଙ୍କ ଭିତରୁ ଜଣେ ଅମିତାଭ ବଚ୍ଚନ ବଲିଉଡରେ ଆଜି ଯାଏ ୧୪୦ ରୁ ଅଧିକ ଫିଲ୍ମ କରି ସାରିଛନ୍ତି। ସେ ୪୦୦ ମିଲିଅନ ଡଲାର ସମ୍ପତ୍ତିର ମାଲିକ ଅଟନ୍ତି ଯାହା କି ପ୍ରାୟ ୨୭୫୪ କୋଟି ଟଙ୍କା ଅଟେ।

Google

୧: ଶାହରୁଖ ଖାନ: ବଲିଉଡର ବାଦଶାହ ଶାହରୁଖ ଖାନ ପ୍ରାୟ ୭୫୦ ମିଲିଅନ ଡଲାରର ମାଲିକ ଅଟନ୍ତି ଯାହା କି ପ୍ରାୟ ୫୧୫୮ କୋଟି ଟଙ୍କା ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *