ସୂର୍ଯ୍ୟ କେତେବେଳେ ପୃଥିବୀର ସବୁଠୁ ପାଖରେ ଥାଏ? ଜାଣନ୍ତୁ ୧୦ଟି ଆକର୍ଷଣୀୟ GK।

ବ୍ୟାଙ୍କ ,ଏସଏସସି ,ରେଲୱେ ଇତ୍ୟାଦି ପରୀକ୍ଷା ପାଇଁ ସାଧାରଣ ଜ୍ଞାନର ପ୍ରଶ୍ନ ନିଶ୍ଚିତ ଭାବେ ପଚାରାଯାଇଥାଏ। ସେଥିପାଇଁ ସରକାରୀ ଚାକିରୀ ପାଇବା ପାଇଁ ଏହି ସବୁର ପ୍ରସ୍ତୁତି କରିବା ନିହାତି ଦରକାର। ଆମେ ଇତିହାସ, ଭୂଗୋଳ, ରାଜନୀତି ତଥା ସମ୍ବିଧାନ ଉପରେ ଯୋଡ଼ା ୧୦ ଏପରି ବସ୍ତୁନିସ୍ତ ପ୍ରଶ୍ନୋତ୍ତର ଆଣିଛୁ ଯାହା କି ଆପଣଙ୍କୁ କେଉଁ ବି ପରୀକ୍ଷାରେ ସାହାଯ୍ୟ କରିପାରେ।

Google

୧:ଆରମ୍ଭିକ ବୈଦିକ ସାହିତ୍ୟରେ ସବୁଠୁ ଅଧିକ ବର୍ଣ୍ଣିତ ନଦୀ କେଉଁଟା।

A. ସିନ୍ଧୁ
B. ସୁତ୍ରୁଦି
C. ସରସ୍ୱତୀ
D. ଗଙ୍ଗା
ଉତ୍ତର: ସିନ୍ଧୁ

୨: ଅଣୁ ବ୍ରତ ସିଦ୍ଧାନ୍ତର ପ୍ରତିପାଦନ କିଏ କରିଥିଲେ:

A. ମହାଯାନ ବୌଦ୍ଧ ସମ୍ପ୍ରଦାୟ
B. ହୀନଜାନ ବୌଦ୍ଧ ସମ୍ପ୍ରଦାୟ
C. ଜୈନ ଧର୍ମ
D. ଲୋକାୟତ ଶାଖା

ଉତ୍ତର : ଜୈନ ଧର୍ମ

୩: ବ୍ରିଟିଶ ସରକାର ଦମନ ଇ କୋହର ନିର୍ମାଣ କେଉଁ ସମୁଦାୟକୁ ବସେଇବା ପାଇଁ କରିଥିଲେ।

A. ସାନ୍ତାଳ
B. ମୁଣ୍ଡା
C. ଉଁରାଵ
D. ଡ଼ୋରା
ଉତ୍ତର: ସାନ୍ତାଳ

୪:- ଭାରତର ପ୍ରଥମ ତିନି ବିଶ୍ୱ ବିଦ୍ୟାଳୟ(କୋଲକାତା, ମୁମ୍ବାଇ, ମୁମ୍ବାଇ) ମାନଙ୍କର ସ୍ଥାପନା କେଉଁ ବର୍ଷ ହେଇ ଥିଲା।

A. ୧୮୫୭
B. ୧୮୮୧
C. ୧୮୮୫
D. ୧୯୦୫
ଉତ୍ତର: ୧୮୫୭

Google

୫:ପୃଥିବୀ ସୂର୍ଯ୍ୟ ଠାରୁ ନିକଟତ୍ତମ ଦୂରତାରେ କେତେବେଳେ ଥାଏ:

A. ୩ ଜାନୁଆରୀ
B. ୪ ଜୁଲାଇ
C. ୨୨ ମାର୍ଚ୍ଚ
D. ୨୧ ସେପ୍ଟେମ୍ବର

ଉତ୍ତର: ୩ ଜାନୁଆରୀ

୬: ମାଲକାର ଜଳମଣ୍ଡରୁ ଭିତର ଦେଇ ଯାତ୍ରା କରିବା କେଉଁ ଭିତର ଦେଇ ଯିବାକୁ ହୁଏ।

A. ବାଲି
B. ବୃନେଇ
C. ଜାବା
D. ସିଙ୍ଗାପୁର

ଉତ୍ତର: ସିଙ୍ଗାପୁର

୭: ମଧ୍ୟକାଳୀନ ଭାରତରେ ମାନସବଦାରୀ ପ୍ରଥା ଖାସ କରି କେଉଁଥିପାଇ ଆରମ୍ଭ କରା ଯାଇଥିଲା।

A. ସେନାରେ ଭର୍ତ୍ତି କରାଯାଇ ପାରିବେ।
B. ରାଜସ୍ୱ ସଂଗ୍ରହରେ ସୁବିଧା ହେବ।
C. ଧାର୍ମିକ ସାମଞ୍ଜସ୍ୟ ସୁନିଶ୍ଚିତ ହେଉ।
D. ସଫା ସୁତୁରା ପ୍ରଶାସନ ଲାଗୁ ହେବ।

ଉତ୍ତର: ସଫା ସୁତୁରା ପ୍ରଶାସନ ଲାଗୁ ହେଉ।

୮: ଆଗ୍ରା ସହରର ସଂସ୍ଥାପକ କିଏ ଥିଲେ।

A. ଆଲାଉଦ୍ଦିନ ଖିଲଜି
B. ମହମ୍ମଦ ବିନ ତୁଘଲାକ
C. ଫିରୋଜ ତୁଘଲକ
D. ସିକନ୍ଦର ଲୋଦି
ଉତ୍ତର: ସିକନ୍ଦର ଲଦୀ

Google

୯: ଲିଙ୍ଗରାଜ ମନ୍ଦିର କେଉଁ ଠାରେ ସ୍ଥିତ ଅଛି?

A. ଭୁବନେଶ୍ୱର
B. ବିଜାପୁର
C. କୋଲକାତା
D. ଶ୍ରବଣବେଳଗୋଲା
ଉତ୍ତର: ଭୁବନେଶ୍ୱର।

୧୦:ସମ୍ବିଧାନ ସଭା ଭାରତୀୟ ରାଷ୍ଟ୍ରୀୟ ଧ୍ୱଜକୁ କେବେ ଆପଣେଇଲା।

A. ୨୨ ଜୁଲାଇ ୧୯୪୭
B. ୨୨ ଅଗଷ୍ଟ ୧୯୪୭
C. ୨୨ ଜାନୁଆରୀ ୧୯୪୮
D. ୨୨ ଅକ୍ଟୋବର ୧୯୪୭
ଉତ୍ତର: ୨୨ଅଗଷ୍ଟ ୧୯୪୭।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *