ଜାଣନ୍ତୁ କୃଷକ କ୍ରେଡିଟ କାର୍ଡର ଫାଇଦା। ଏହି କାର୍ଡ ବନେଇବା ବହୁତ ସହଜ ଅଟେ। ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।

କେନ୍ଦ୍ରର ମୋଦି ସରକାର କୃଷକ ମାନଙ୍କର ଫାଇଦା ପାଇଁ ବହୁତ ସାରା ସ୍କିମ ବନେଇକି ରଖିଛନ୍ତି ଆଉ କୃଷକ କ୍ରେଡିଟ କାର୍ଡ ଏମାନଙ୍କ ଭିତରୁ ଗୋଟେ ଅଟେ। ଏହି ସ୍କିମ ଦ୍ୱାରା ଜଣେ କୃଷକ ବହୁତ କମ ଦାମରେ ବ୍ୟାଙ୍କ ମାନଙ୍କରୁ କିଛି ବି ଋଣ ନେଇ ପାରେ। ଏହି ସ୍କିମ ସବୁ କୃଷକ ମାନଙ୍କ ପାଖରେ ରହିବା ଜରୁରୀ। ଜଣେ କୃଷକ କିଷାନ କ୍ରେଡିଟ କାର୍ଡ ସେତେବେଳେ ବନେଇ ପାରିବ ଯେତେବେଳେ କି ସେ ପିଏମ କିଷାନ ସମ୍ମାନ ନିଧି ଯୋଜନା ସହ ଯୋଡ଼ା ଥିବ ଆଉ ଏହାରି ଉପରେ ତାର ଏକ ଆକାଉଣ୍ଟ ଥିବ। ମାତ୍ର ଯଦି କାହାରି ପାଖରେ ଏହି କାର୍ଡ ନାହିଁ ତାହେଲେ ଜମା ବି ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏହାକୁ ଆପ୍ଲାଏ କରିବା ବହୁତ ସହଜ ଅଟେ। ବାସ ଏହା ଉପରେ ତଳେ କିଛି ବର୍ଣ୍ଣନା କରାଯାଇଛି।

Google

କିଷାନ କ୍ରେଡିଟ କାର୍ଡ ଦ୍ୱାରା କୃଷକ ମାନଙ୍କୁ ବାର୍ଷିକ ୧.୬ ଲକ୍ଷ ଯାଏ ଲୋନ ବିନା ଗ୍ୟାରେଣ୍ଟିରେ ମିଳିପାରିବ। ତିନି ବର୍ଷରେ ପ୍ରାୟ ୫ ଲକ୍ଷ ଟଙ୍କା ଯାଏ ଲୋନ ମିଳିପାରିବ ଆଉ ସେହିଠାରେ ଏହାର କିଛି ପଇସା ଘରୋଇ ଖର୍ଚ୍ଚ ପାଇଁ ତୟ କରାଯାଇଛି।

କିଷାନ କ୍ରେଡିଟ କାର୍ଡ ବ୍ୟାଙ୍କ ମାନେ ଜାରି କରନ୍ତି। ଏହି କାର୍ଡ ଜାରି କରିବା ପାଇଁ ଜଣେ କୃଷକକୁ ପ୍ରଥମେ ପିଏମ କୃଷକ ସମ୍ମାନ ଯୋଜନାରେ ନିଜର ଖାତା ରଖିବା ଦରକାର। ଯାହାଙ୍କର ଏଥିରେ ଖାତା ନାହିଁ ସେମାନେ ପ୍ରଥମେ ଏଠାରେ ଖାତା ଖୋଲନ୍ତୁ।

କିଷାନ କ୍ରେଡ଼ିଟ କାର୍ଡ ଲଞ୍ଚ କରିବାର ପ୍ରଥମ ଲକ୍ଷ ଏଇଆ କି ଭାରତୀୟ କୃଷକ ମାନଙ୍କୁ କମ ଦାମରେ କୃଷି ସହ ଜଡିତ ଜିନିଷ ଯେପରି ଖାଦ୍, ବୀଜ ତଥା ଅନ୍ୟ ସାର କିଟନାଶକ ମାନ ଦେବା। ଏହାଦ୍ୱାରା କୃଷକ ମାନେ ନେଇଥିବା ଲୋନ ଯଦି ସମୟ ଥାଇ ଚୁକ୍ତା କରୁଛନ୍ତି ତାହେଲେ ତାଙ୍କୁ ହାର ମାତ୍ର ୪% ଦେବାକୁ ହେବ।

Google

କିଷାନ କ୍ରେଡିଟ କାର୍ଡରେ କୃଷକ ତିନି ବର୍ଷରେ ୫ ଲକ୍ଷ ଯାଏ ଲୋନ ନେଇପାରିବ , ଏମିତିରେ ତ ୯% ସୁଧ ଦେବାକୁ ହୁଏ ମାତ୍ର ଏହି କାର୍ଡ ଅନୁଯାୟୀ କୃଷକ ମାନଙ୍କୁ ମାତ୍ର ୭% ବ୍ୟାଜ ଦେବାକୁ ହେବ।

ଏହାର ଆଉ ଏକ ସହଜ ଉପାୟ ହେଉଛି କି ଯଦି କୃଷକ ନେଇଥିବା ଲୋନ ଚୁକ୍ତା କରିଦିଏ ତାହେଲେ ତାକୁ ଲୋନ ଉପରେ ଆହୁରି ୩% ର ଛାଡ଼ ମିଳିଯାଏ ଯାହାଦ୍ୱାରା ତାଙ୍କୁ ମାତ୍ର ୪% ବ୍ୟାଜ ଦେବାକୁ ହୁଏ।

କିଷାନ କ୍ରେଡିଟ କାର୍ଡ ବନେଇବା ପାଇଁ ସବୁଠୁ ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଇକି ଏକ ଫର୍ମ ଡାଉନଲୋଡ କରିବାକୁ ହେବ। ତା ପରେ ଫର୍ମ ଭରିବା ପାଇଁ ଆବଶ୍ୟକୀୟ ତଥ୍ୟ ଭରିବାକୁ ହେବ ଯେପରି କି ଆପଣଙ୍କର ଜମି ବାଡ଼ି ତଥା ଅନ୍ୟ ଜିନିଷ। ଏହିପରି ଆପଣ ଫର୍ମ ଭରି ପାରିବେ।

Google

କିଷାନ କ୍ରେଡିଟ କାର୍ଡକୁ କେଉଁ ବି ବ୍ୟାଙ୍କ ଯେପରି କି ବ୍ୟାଙ୍କ ଅଫ ଇଣ୍ଡିଆ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରଦା ତଥା ଆଇଡିବିଆଇ ବ୍ୟାଙ୍କ ଇତ୍ୟାଦିରୁ ମଞ୍ଜୁର କରାଯାଇପାରିବ। ନେସନାଲ ପେମେଂଟସ କର୍ପୋରେସନ ତଥା ରୂପେ କେସିସି ବି ଏହି କାର୍ଡ ମଞ୍ଜୁର କରିଥାଏ।

କିଷାନ କ୍ରେଡିଟ କାର୍ଡର ଭ୍ୟାଲିଡିଟି ପାଞ୍ଚ ବର୍ଷ ପାଇଁ ଥାଏ। ଆଉ ଏହା ଭିତରେ ଆପଣ ୧.୬ ଲକ୍ଷ ଟଙ୍କାର ଲୋନ ବିନା କିଛି କ୍ରେଡିଟରେ ଉଠେଇ ପାରିବେ। ଏହା ଆଗରୁ ଏହି ଲିମିଟ ୧ ଲକ୍ଷ ଟଙ୍କାର ଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *