ଫିଟିକିରିକୁ ମାମୁଲି ଭାବିବାର ଭୁଲ ଜମା ବି କରନ୍ତୁ ନାହିଁ। ବଜାରରେ ଶସ୍ତାରେ ମିଳୁଥିବା ଫିଟିକିରିର ଫାଇଦା ବାବଦରେ ଅଧିକତ୍ତର ଲୋକ ଅଜଣା ଥାଆନ୍ତି। ଏହାକୁ ପ୍ରାୟତଃ ଲୋକ ମାନେ ଘରେ ପାଣି ସଫା କରିବା ପାଇଁ ତଥା ତାହାକୁ ଇଂଫକ୍ସନ ଫ୍ରି କରିବା ପାଇଁ ବ୍ୟବହାର କରନ୍ତି କାରଣ ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ବହୁତ ଥାଏ।

ସାଧାରଣତଃ ମହିଳା ମାନେ ନିଜ ମୁହଁର ଅନାଵଶ୍ୟକ ଚୁଟିମାନଙ୍କ ଦ୍ୱାରା ବହୁତ ଚିନ୍ତିତ ଥାଆନ୍ତି। ଏଥିରୁ ଛାଡ଼ ପାଇବା ପାଇଁ ସେମାନେ ପ୍ରତି ସପ୍ତାହ ବାକ୍ସିଂ କରନ୍ତି। ଆଉ ଅନାବଶ୍ୟକ ଚୁଟି ମାନଙ୍କ ଠାରୁ ଛାଡ଼ ପାଇବାରେ ଫିଟିକିରି ବହୁତ ସହାୟତା ହେଇଥାଏ। ଫିଟିକିରି ଅବାଂଛିତ ଚୁଟି ମାନଙ୍କୁ ସ୍କିନରୁ ହଟେଇବା ତଥା ସ୍କିନ ଉପରେ କୁଂଚ ଅଥବା ଚିହ୍ନ ମାନଙ୍କର ହଟେଇବା ଦିଗରେ ବି ସାହାଯ୍ୟ କରିଥାଏ। ଶସ୍ତାରେ ମିଳୁଥିବା ଫିଟିକିରିର ମାତ୍ର କିଛିଟା ଫାଇଦା ବାବଦରେ ଜାଣିବା ଦ୍ୱାରା ହିଁ ତାହା ସରିଯାଇନଥାଏ।
ଚେହେରାର ଇଛା ନଥିବା ଚୁଟି ମାନଙ୍କର ଛାଡ଼:
ମହିଳାମାନେ ଯଦି ତାଙ୍କ ଚେହେରା ଉପରେ ଥିବା କଳା ତଥା ମୋଟା ଚୁଟି ମାନଙ୍କ ଦ୍ୱାରା ଚିନ୍ତିତ ଅଛନ୍ତି ଅଥବା ତାକୁ ବାହାର କରିବାକୁ ଚାହାନ୍ତି ତ ଫିଟିକିରିକୁ ବ୍ୟବହାର କରିବା ଦରକାର। ଫିଟିକିରିକୁ ଗୁଣ୍ଡ କରିକି ପାଣିରେ ମିସେଇକି ନିଜ ମୁହଁରେ ଲଗେଇବା ଦ୍ୱାରା ତାହା ମୁହଁର ଅନାବଶ୍ୟକ ଚୁଟି ମାନଙ୍କୁ ବାହାର କରିଥାଏ। ବିଶେଷ କରି ବାକ୍ସିଂ କରିବା ସମୟରେ ଏହାକୁ ବ୍ୟବହାର କରିବା ଦ୍ୱାରା ତାହା ଆମ ଚେହେରାକୁ ବହୁତ ଫାଇଦା ଦେଇଥାଏ।
କଳା ଚିହ୍ନ ତଥା ଧଳା ଚିହ୍ନରୁ ଛାଡ଼:
ଯଦି ଆପଣ ନିଜ ମୁହଁ ଉପରେ ଥିବା କଳା ଚିହ୍ନ ତଥା ଧଳା ଚିହ୍ନ ଦ୍ୱାରା ଚିନ୍ତିତ ତେବେ ଆପଣ ଫିଟିକିରିକୁ ଗୁଣ୍ଡ କରିକି ତାକୁ ପାଣିରେ ମିସେଇକି ନିଜର ସେହି ସମସ୍ତ ଚିହ୍ନ ମାନଙ୍କ ଉପରେ ଲଗାନ୍ତୁ ଆଉ ତାକୁ ପ୍ରାୟ ୨୦ମିନିଟ ଛାଡି ଦିଅନ୍ତୁ। ତା ପରେ ଆପଣ ନିଜ ମୁହଁ ଧୋଇ ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣ ଛାଡ଼ ପାଇବେ।

କୁଂଚ ହେବାରୁ ଅଟକାନ୍ତୁ:
ନିଜ ଚେହେରାରେ କୁଂଚ ପଡିବାକୁ ଅଟକାଇବା ପାଇଁ ଆପଣ ଏକ ଛୋଟ ଖଣ୍ଡ ଫିଟିକିରିକୁ ଆଣିକି ଧୀରେ ଧୀରେ ନିଜ ଚେହେରା ଉପରେ ଘସନ୍ତୁ ଆଉ ତା ପରେ ତାର ଫାଇଦା ଦେଖନ୍ତୁ।
ବିସି ଫୋଟକା ଅଟକାଇବା ପାଇଁ::
ଗରମ ଦିନ ମାନଙ୍କରେ ବିଶେଷ କରି ଛୋଟ ପିଲା ତଥା ବଡ଼ ଲୋକ ମାନଙ୍କ ଚେହେରାରେ ବିସି ଫୋଟକା ହେଇଯାଏ। ସମସ୍ୟା ସାମ୍ନାରେ ଆସିବା ପରେ ଆପଣ ଫିଟିକିରିକୁ ପାଣିରେ ଗୋଳେଇ ତାକୁ ନିଜ ନାକ ଉପରେ ପକାନ୍ତୁ ଯାହାଦ୍ୱାରା ଆପଣଙ୍କୁ ସମସ୍ୟାରୁ ଛାଡ଼ ମିଳିବ।
ରୁପିର ବି ଚିକିତ୍ସା କରିଥାଏ:
ଶୀତ ଦିନରେ ସଭିଙ୍କ ମୁଣ୍ଡରେ ରୁପି ହେଇଥାଏ। ଆପଣ ଏହି ସମସ୍ୟାରୁ ଛାଡ଼ ପାଇବା ପାଇଁ ଶାମ୍ପୁରେ ଫିଟିକିରି ମିସେଇକି ମୁଣ୍ଡରେ ଲଗାନ୍ତୁ ଆଉ ତା ପରେ ଗାଧାନ୍ତୁ। ଏହାଦ୍ୱାରା ସମସ୍ୟାରୁ ମୁକ୍ତି ମିଳିବ।

ଗୋଡ଼ ଫଟାରୁ ଆରାମ:
ଫିଟିକିରିକୁ ତାୱାରେ ଏତେ ଗରମ କରନ୍ତୁ କି ତାହା ତରଳିକି ନରମ ହେଇଯାଉ। ତା ପରେ ତାକୁ ଥଣ୍ଡା କରିବା ପରେ ନଡ଼ିଆ ତେଲରେ ଗୋଳେଇକି ଫଟା ଜାଗାରେ ଲଗାନ୍ତୁ। ସମସ୍ୟାରୁ ଆରାମ ମିଳିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।