ଭାରତୀୟ ସେନାର ଶକ୍ତି ଦିନକୁ ଦିନ ବଢି ବଢି ଚାଲିଛି। ଭାରତ ନିଜର ସ୍ବଦେଶୀ ହକରେ ଆସିଥିବା ବିମାନ ମାନଙ୍କରେ ସ୍ମାର୍ଟ ଏଣ୍ଟି ଏୟାରଫିଲଡ଼ ୱେପନର ସଫଳ ପରୀକ୍ଷଣ କରିଛି। ଭାରତ ଏବେ ହତିୟାର ମାମଲାରେ ବିଦେଶୀ କମ୍ପାନୀ ମାନଙ୍କ ଉପରେ ବେସି ନିର୍ଭରଶୀଳ ରହୁନାହିଁ। ଏବେ ସେମାନେ ସ୍ବଦେଶୀ ଉପାୟରେ ଅଧିକ ଅସ୍ତ୍ର ଶସ୍ତ୍ର ତିଆରି କରିବାକୁ ଚେଷ୍ଟା କରୁଛନ୍ତି। ରକ୍ଷା ପିଏସୟୁ ହିନ୍ଦୁସ୍ତାନ ଏରୋନେଟିକସ ଲିମିଟେଡ଼ ଓଡିଶାର ତଟରୁ ହକ-ଆଇ ବିମାନରୁ ଗୋଟେ ସ୍ମାର୍ଟ ଆଣ୍ଟି ଏରୋନେଟିକ୍ସ ୱେପନର ସଫଳତାର ସହିତ ପରୀକ୍ଷଣ କରିଛି। ସ୍ବଦେଶୀ ଷ୍ଟାଣ୍ଡ ଅଫ ହତିୟାରକୁ ରକ୍ଷା ଅନୁସନ୍ଧାନ ଆଉ ବିକାଶ ସଂଗଠନ(ଡିଆରଡିଓ) ରିସର୍ଚ୍ଚ ସେଣ୍ଟର ଇମ୍ରାଟ (ଆରସିଆଇ) ଦ୍ୱାରା ବିକଶିତ କରାଯାଇଛି। ସା, ପ୍ରାୟ ୧୦୦କିମି ଦୂରରେ ଥିବା ଶତ୍ରୁର ରାଦାର, ବଙ୍କର, ଟ୍ୟାଙ୍କ, କ୍ୟାମ୍ପ ତଥା ରନବେ କିଛି ବି ଜିନିଷ କୁ ଧ୍ୱଂସ କରିବାର କ୍ଷମତା ରଖିଥାଏ।

ରକ୍ଷା ଅନୁସନ୍ଧାନ ତଥା ବିକାଶ ସଂଗଠନ ଆଉ ରିସର୍ଚ୍ଚ ସେଣ୍ଟର ଇମ୍ରାଟ ଦ୍ୱାରା ପ୍ରସ୍ତୁତ ଏହି ବିମାନର ଓଜନ ୧୨୫ କିଲୋ ଅଟେ। ଏହି ହତିୟାରକୁ ପ୍ରଥମେ ଜାଗୁଆର ବିମାନରେ ଲଗାଯାଇଥିଲା। ଜାଗୁଆରରେ ସଫଳ ପରୀକ୍ଷଣ ପରେ ଏବେ ତାକୁ ହକ ଆଇ ବିମାନରେ ପରୀକ୍ଷଣ କରାଯିବାକୁ ଯାଉଛି। ଏଚଏଏଲ ପ ରୀକ୍ଷଣ ପାଇଲଟ ବିଙ୍ଗ କମାଣ୍ଡର ପି ଅବସ୍ଥି ଆଉ ରିତାୟର୍ଦ୍ ବିଙ୍ଗ କମାଣ୍ଡର ଏମ ପଟେଲ ହକ ଆଇ ଏମ ୧୩୨ ରୁ ଉଡାଣ ଭରିଲେ। ଆଉ ଏହି ହତିୟାରକୁ ପରୀକ୍ଷଣ କଲେ।
ଆପଣଙ୍କୁ କହି ରଖୁଛୁ କି ଏହା ଏକ ନିର୍ଧେସିତ ବମ ଅଟେ। ଶତ୍ରୁର କେଉଁ ବି କ୍ୟାମ୍ପକୁ ଆଖି ପଳକରେ ଧ୍ୱଂସ କରିବାର କ୍ଷମତା ରଖୁଥିବା ଏହି ବମ କେଉଁ ବି ମିସାଇଲ ତଥା ରାକେଟ ଠାରୁ ବହୁତ ଶସ୍ତା ଅଟେ। ଏହାକୁ ରାଫେଲରେ ଲଗେଇବା ପାଇଁ ବି ପ୍ରୟୋଜନ ଅଛି। ଏହାକୁ କେନ୍ଦ୍ର ସରକାର ୨୦୧୩ ରେ ମଞ୍ଜୁରୀ ଦେଇଦେଇଥିଲେ।

ଏହି ହାତୀୟରର ଓଜନ ପ୍ରାୟ ୧୨୦କେଜି ଅଟେ ଆଉ ଏହି ହତୀୟାରକୁ ପ୍ରକୃତରେ ଶତ୍ରୁର ବଙ୍କର , ରନବେଜ, ଆଉ ଏୟାରକ୍ରାଫ୍ଟ ଉଡେଇବା ପାଇଁ କରାଯାଇଥାଏ। ଏହାର ମାରକ କ୍ଷମତା ୧୦୦କିମି ଅଟେ ଅର୍ଥାତ ଆମର ଏହି ହତିୟାର ବହୁତ ଉଚ୍ଚରୁ ଶତ୍ରୁର କ୍ୟାମ୍ପକୁ ବହୁତ ଜଲଦି ଉଡେଇ ଦେଇପାରେ। ଏହା ହି ନୁହଁ ଏହାକୁ ବହୁତ ହାଲକା ଓଜନ ଵାଲା ଦୁନିଆର ବହୁତ ଉଚ୍ଚକୋଟିର ଗାଇଡେଡ଼ ମିସାଇଲ ବୋଲି କୁହାଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।