ରାଷ୍ଟ୍ରପତି ହେବା କ୍ଷଣି ହିଁ ଜୋ ବାଇଡେନଙ୍କୁ ମିଳିଲା ଦି ବିଷ୍ଟ ,ଜାଣନ୍ତୁ କଣ ପାଇଁ ଖାସ ଅଟେ ଏହି କାର।

ଜୋ ବାଇଡେନ ଜାନୁଆରୀ ୨୦ କୁ ଆମେରିକାର ୪୬ ତମ ରାଷ୍ଟ୍ରପତି ଶପଥ ନେଇଛନ୍ତି ଓ ତାଙ୍କ ସହିତ କମଲା ହୈରିସ ଉପରାଷ୍ଟ୍ରପତି ହୋଇଯାଇଛନ୍ତି। ଏହା ଛଡା ବାଇଡେନଙ୍କ ଅନ୍ୟ ୫୬ ଜଣ ନେତା ମଧ୍ୟ ମନ୍ତ୍ରୀପଦର ଶପଥ ନେଇଛନ୍ତି।ମୁଖ୍ୟ ନ୍ୟାୟାଧିସ ଯୋନ ରୋବର୍ଟସ କ୍ୟାପିଟାଲ୍ସର ସାମ୍ନାରେ ବାଇଡେନଙ୍କୁ ଶପଥ ଗ୍ରହଣ କରାଇଲେ। ଶପଥ ଗ୍ରହଣର ଏହା ହେଉଛି ପାରମ୍ପାରିକ ସ୍ଥାନ ଏଠାରେ ୨୫ ହଜାର ସୁରକ୍ଷା କର୍ମୀଙ୍କୁ ଉପସ୍ଥିତ ରଖାଯାଇଥିଲା। ସବୁଠୁ ଶକ୍ତିଶାଳୀ ଦେଶର କ୍ଷମତା ହାସଲ କରିଥିବା ବାଇଡେନଙ୍କ ଉପରେ ପୁରା ବିଶ୍ୱ ନଜର ରଖିଛି। ଏହା ସହିତ ତାଙ୍କ ଲଗଜରି କାର ମଧ୍ୟ ଆକର୍ଷଣର ଅନ୍ୟ ଏକ ପ୍ରସଙ୍ଗ।

Google
ଏବେ ଏହି କାରରେ ଯିବା ଆସିବା କରିବେ ବାଇଡେନ:

ଆମେରିକାର ରାଷ୍ଟ୍ରପତି ହେବା ପରେ ଜୋ ବାଇଡେନଙ୍କ ଜୀବନଶୈଳୀ ବଦଳିଯିବ।ସବୁଠୁ ଶକ୍ତିଶାଳୀ ପଦକୁ ସମ୍ଭାଳିବା ପାଇଁ ସେ ହ୍ଵାଇଟ ହାଉସରେ ପ୍ରବେଶ କରିବେ ଓ ସୁନ୍ଦର କାରରେ ଯିବାଆସିବା କରିବେ। ଏଠାରେ ଆମେ ବାଇଡେନଙ୍କ ସୁନ୍ଦର ଜଗଜରି କାର ଦି ବିଷ୍ଟ ବିଷୟରେ କହୁଛୁ।ବାଇଡେନ ଏହି କାରରେ ଯିବାଆସିବା କରିବେ।୨୦୧୮ରେ ଦି ବିଷ୍ଟକୁ ପ୍ରୋସିଡ଼ିସିୟଲ ସିକ୍ରେଟ ସର୍ଭିସରେ ସାମିଲ କରାଯାଇଥିଲା। ଆମେରିକାର ରାଷ୍ଟ୍ରପତିପଦ ପାଇଁ ଡିଜାଇନ କରାଯାଇଥିବା ଦି ବିଷ୍ଟର ମେକ କୈଡ଼ିଲେକ ଅଟେ।

Google
ମିଲିଟ୍ରି ଗ୍ରେଡ କବଚ ଅଟେ ଦି ବିଷ୍ଟ:

ଆମେରିକା ରାଷ୍ଟ୍ରପତିଙ୍କ ଏହି ସ୍ପେସାଲ କାରର ଦେଖାଶୁଣା ସୁଫିଆ ବିଭାଗ, ଆମେରିକାର ସିକ୍ରେଟ ସର୍ଭିସ କରିଥାଏ।ଏହି କାରକୁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ନେବା ପାଇଁ “ଏୟାରଫୋର୍ସ ୱାନ”ର ବ୍ୟବହାର କରାଯାଇଥାଏ। ଏହି କାର କୌଣସି ଟ୍ୟାଙ୍କ ଠୁ କମ ନୁହେଁ। ରାଷ୍ଟ୍ରପତିଙ୍କ ପାଇଁ ଏହି କାର ମିଲିଟ୍ରି ଗ୍ରେଡ କବଚ ଅଟେ । ଯାହା ତାଙ୍କୁ ବାହାରୁ ହେଉଥିବା ଆକ୍ରମଣରୁ ସୁରକ୍ଷା ଦେଇଥାଏ। ବିଷ୍ଟରେ ଥିବା ଷ୍ଟେନଲେସ ଷ୍ଟିଲ ବମର ବ୍ଲାଷ୍ଟ ମଧ୍ୟ ସହ୍ୟ କରିପାରେ। ଏହି କାରର ନିର୍ମାଣ ଜନରଲ ମୋଟର୍ସ କରିଥାଏ। ଦି ବିଷ୍ଟରେ ୮,୦୦୦ ସିସିର ଇଞ୍ଜିନ ଲଗାଯାଇଛି ଯାହା ୮୦୦ ପିଏଚପିର ପାୱାର ଦେଇଥାଏ।

Google
କୌଣସିବି ଆକ୍ରମଣକୁ ସହ୍ୟ କରିପାରିବ ଦି ବିଷ୍ଟ:

କାରର ଡୋର ଟ୍ୟାଙ୍କ ଭଳି ୮ ଇଁଚି ମୋଟା ଅଟେ। ଡୋର ବନ୍ଦ ହେବାକ୍ଷଣି ୧୦୦% ସିଲ ହୋଇଯାଇଥାଏ। ଝରକା ବୁଲେଟ ପୃଫ ଅଟେ ଯେଉଁଥିରେ ପଲିକାର୍ବୋନେଟ ଓ କାଚର ୫ ପରସ୍ତ ବ୍ୟବହାର ହୋଇଛି କାରଣ ଯାହା ଦ୍ୱାରା ଏହା ଲ୍ୟାଣ୍ଡଲାଇନ ବା ବମର ଧମାକାକୁ ସହ୍ୟ କରିପାରିବ।ଦି ବିଷ୍ଟକୁ ପ୍ରସ୍ତୁତ କରିବା ପାଇଁ ଷ୍ଟିଲ, ଟାଇଟେନିୟମ, ଆଲୁମିନିୟମ, ଓ ସିରମେକ ଭଳି ଧାତୁର ବ୍ୟବହାର କରାଯାଇଥାଏ। ବମ ବ୍ଲାଷ୍ଟ ହେଉ ବା କୌଣସି ନିଆଁ ଜଳୁ ଏହି କାରର କୌଣସି କ୍ଷତି ହୋଇନଥାଏ।ଏହାକୁ ଜନରଲ ମୋଟର୍ସ ତିଆରି କରିଛି।

ଦି ବିଷ୍ଟରେ ଉପସ୍ଥିତ ଅଛି ବ୍ଲଡ଼ ବ୍ୟାଙ୍କ:

ଦି ବିଷ୍ଟ କୌଣସିବି ଅଶୁବିଧାରେ ଅକ୍ସିଯେନର ସପ୍ଲାଏ କରିପାରିବ। କାରର ବୁଟ ସ୍ପେସରେ ଅକ୍ସିଯେନ ସହିତ ଫାୟର ଫାଇଟିଙ୍ଗ ସିଷ୍ଟମ ଓ ଧୂଆଁ ଡ଼ିପ୍ରେସର ଦିଆଯାଇଛି।କାରରେ ରାଷ୍ଟ୍ରପତିଙ୍କ ସହିତ ପୈନିକ ବଟମର ଯାହା ଅକ୍ସିଜେନ ସହିତ କେବିନ ପ୍ରୋବାଇଡ଼ କରିଥାଏ। କାରରେ ରାଷ୍ଟ୍ରପତିଙ୍କ ବ୍ଲଡ଼ ଗ୍ରୁପ ସହିତ ମ୍ୟାଚ କରୁଥିବା Rh negative ବ୍ଲଡ଼ ବ୍ୟାଙ୍କ ରହିଥାଏ। କହିରଖିବୁକି କାର ଡ୍ରାଇଭରର ସମ୍ପର୍କ ସିଧା ଟ୍ରାକିଙ୍ଗ ସେଣ୍ଟରରେ ହୋଇଥାଏ।ବିଷ୍ଟ ପାଖରେ ଏକ ସେଟଲାଇଟ ଅଛି ଯାହା ସିଧା ଉପରାଷ୍ଟ୍ରପତି ଓ ପେଣ୍ଟାଗନଙ୍କ ସହିତ ସମ୍ପର୍କ କରିଥାଏ।କହିରଖିବୁକି ଏହି କାର ପୂର୍ବ ରାଷ୍ଟ୍ରପତି ବାରାକ ଓବାମାଙ୍କ ଅଧିକାରୀକ ଲିମୋସିନ କୈଡ଼ିଲିକ ବଲଙ୍କ ଜାଗା ନେଇଛି।ଦି ବିଷ୍ଟ ଡିଜେଲ ଇଞ୍ଜିନରେ ଚାଲିଥାଏ। କାରଣ ଏଥିରେ ବଡ଼ ଧରଣର ରେଟାଙ୍ଗୁଲାର ଫ୍ୟୁଲ ଡ଼ିଜେଲ ଡୋର ଲାଗିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *