କଣ ଏବେ ଶେଷ ହୋଇଯାଇଛି ଭାରତର କୁଲଦୀପ ଯାଦବଙ୍କ କ୍ୟାରିୟର? ବିରାଟ କୋହଲି ଦେଲେ ଏହି ଜବାବ।

ବର୍ଷ ୨୦୨୦ ପରଠୁ କ୍ରିକେଟ ଜଗତରେ ରୋଟେସନ ପଲିସି ପାଇଁ ବହୁତ ବିବାଦ ସୃଷ୍ଟି ହୋଇଛି। ଇଂଲଣ୍ଡ ଟିମର ଅନେକ ମହାନ ଖେଳାଳି ଏହାକୁ ଆପଣାଇବା ପାଇଁ ପ୍ରସ୍ତୁତ ନାହାଁନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି ବାୟୋ ବବୁଲରେ ରୋଟେସନ ନୀତିର ସମର୍ଥନ କରିଛନ୍ତି। ତାଙ୍କର ମାନିବା ଅଟେକି ମ୍ୟାଚ ମଝିରେ ବ୍ରେକ ନେବା କୌଣସି ଭୁଲ କଥା ନୁହେଁ। ଭାରତୀୟ ଟିମ ଏହାକୁ ଆପଣାଇବାକୁ ପଛକୁ ଘୁଞ୍ଚିବ ନାହିଁ।

Google
ବିରାଟ କୋହଲି ବ୍ରେକକୁ କହିଲେ ଖେଳାଳିଙ୍କ ଆବଶ୍ୟକତା:

ବିରାଟ କୋହଲି ଇଂଲଣ୍ଡ ସହ ଶେଷ ଓ ଚତ୍ରୁର୍ଥ ଟେଷ୍ଟର ପୂର୍ବ ସଂଧ୍ୟାରେ କହିଲେ କି ତାଙ୍କର ମାନିବା ଅଟେକି ଜୈବିକ ରୂପରେ ଏହି ରୋଟେସନ ନୀତି ଠିକ ଅଟେ। କାରଣ ଏହି କଡା କୁଆରେଣ୍ଟିନକୁ ଦେଖି ଖେଳାଳି ମାନଙ୍କ ମାନସିକ ଥକାନ ପାଇଁ ଠିକ ମାତ୍ରାରେ ରହିବା କଷ୍ଟକର।

ଭାରତୀୟ ଅଧିନାୟକଙ୍କ ମାନିବା ଅଟେକି ଯେଉଁ ସମୟ ପର୍ଯ୍ୟନ୍ତ ଖେଳାଳି ଜୈବିକ ରୂପରେ ସୁରକ୍ଷିତ ପରିବେଶର ଅଂଶ ଅଛନ୍ତି ସେବେ ଯାଏ ମଝିରେ ମଝିରେ ବ୍ରେକ ନେବା ଠିକ ଅଟେ।

Google
ବିରାଟ କୋହଲି କହିଲେ:

ବାୟୋ ବବୁଲରେ ଯେଉଁଭଳି ନିୟମର ପାଳନ କରିବାକୁ ପଡିଥାଏ ଯାହା ଦ୍ୱାରା ଜିନିଷ କଠିନ ହୋଇଯାଇଥାଏ।ଏଥିପାଇଁ ଖେଳାଳି ମାନେ ଛୋଟ ଛୋଟ ଜିନିଷକୁ ନେଇ ନିଜକୁ ଉତ୍ସାହିତ ରଖିବା ଅଳ୍ପ କଠିନ ହୋଇଯାଇଥାଏ।

ବର୍ଷ ୨୦୨୦ରେ କରୋନା ମହାମାରି ଚାରିଆଡେ ତାଣ୍ଡବ ସୃଷ୍ଟି କରିଛି। ଯାହା ପରେ କ୍ରିକେଟରେ ମଧ୍ୟ ପ୍ରତିଟି ମ୍ୟାଚ ବାୟୋ ବବୁଲରେ ଅନୁଷ୍ଠିତ ହେଉଅଛି।

Google
ଭାରତୀୟ ଅଧିନାୟକ କହିଲେ:

ମତେ ଲାଗୁଛିକି ଖେଳର କୌଣସିବି ଫର୍ମାଟ ବ୍ରେକ ନେବା ପାଇଁ ସଠିକ ଅଟେ। କୌଣସିବି ଖେଳାଳି ବର୍ଷ ସାରା ଏତେ ମ୍ୟାଚ ବିନା ବ୍ରେକରେ ପ୍ରଦର୍ଶନ ଦେଖେଇ ପାରିବନାହିଁ। ସମସ୍ତଙ୍କୁ ବ୍ରେକ ପାଇଁ ସମୟ ଆବଶ୍ୟକ ଅଟେ।

ବିରାଟ କୋହଲି ଚେତେଶ୍ୱର ପୂଜାରାଙ୍କୁ କଲେ ସମର୍ଥନ:

ସେହିପରି ଯଦି ମ୍ୟାଚ ବିଷୟରେ କହିବା ତ ଭାରତୀୟ ଟିମ ଇଂଲଣ୍ଡକୁ ୧୦ ୱିକେଟରେ ହରାଇ ସିରିଜରେ ୨-୧ ରେ ଆଗୁଆ ଅଛି। ଇଂଲଣ୍ଡ ଟିମ ଏହି ଗ୍ରସ୍ତରେ ରୋଟେସନ ନୀତିକୁ ପାଳନ କରୁଛି। ତୃତୀୟ ମ୍ୟାଚ ଶେଷ ପରେ ଯେବେ କୋହଲିଙ୍କୁ କୁଲଦୀପ ଯାଦବଙ୍କ ଫେରିବାକୁ ନେଇ ପ୍ରଶ୍ନ କରାଯାଇଥିଲା ସେ କହିଥିଲେକି ସେ ନିଜର ସବୁଠୁ ଭଲ ବୋଲିଙ୍ଗ କରୁଛନ୍ତି। ଗୋଟେ ସମୟରେ ସେ ୟୁଜବେନ୍ଦ୍ର ଚହଳଙ୍କ ସହିତ ସୁନ୍ଦର ବୋଲିଙ୍ଗ ପ୍ରଦର୍ଶନ କରିଥିଲେ।କୁଲଦୀପ ଯାଦବ ଏବେ ଦଳର ପ୍ରଥମ ଚଏସ ନୁହଁନ୍ତି।

Google

ଇଂଲଣ୍ଡ ବିରୁଦ୍ଧରେ ଏହି ସିରିଜରେ ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଙ୍ଗକୁ ନେଇ ଆଲୋଚନାକୁ ଖାରଜ କରି ଅଧିନାୟକ କହିଛନ୍ତି,

“ଆଜିଠୁ ପ୍ରାୟ ୪ ବର୍ଷ ପୂର୍ବରୁ ଚେତେଶ୍ୱର ପୂଜାରା ବିଦେଶୀ ଗ୍ରାଉଣ୍ଡରେ ରନ କରିପାରୁନଥିଲା ଯାହା ପାଇଁ ତାଙ୍କ ଆଲୋଚନା ହେଉଛି। କିନ୍ତୁ ଏବେ ସେ ଆପଣଙ୍କ ପାଇଁ ପ୍ରଦର୍ଶନ କରିଛନ୍ତି ,କିଛି ପାରିରେ ସବୁ ବ୍ୟାଟ୍ସମ୍ୟାନ ନିଜ ଖରାପ ଫର୍ମ ଦେଇ ଗତିକରିଥାନ୍ତି।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *