WTC ଫାଇନାଲକୁ ନେଇ କ୍ୟାପଟେନ କୋହଲିଙ୍କ ବଡ଼ ବୟାନ । ସବୁ ଫ୍ୟାନସଙ୍କ ପାଇଁ ଖୁସି ଖବର ।

ଦୁନିଆର ନମ୍ବର ୱାନ ଟେଷ୍ଟ ଦଳ ଭାରତ ଆଗରେ ଆସନ୍ତା ୩ମାସ ପର୍ଯ୍ୟନ୍ତ ବହୁତ ବଡ଼। ଭାରତୀୟ ଦଳକୁ ଇଂଲଣ୍ଡରେ ସବୁଠାରୁ ଆଗ ୱାର୍ଲଡ଼ ଟେଷ୍ଟ ଚାମ୍ପିୟାନଶିପର ଫାଇନାଲ୍ (ଡ଼ବ୍ଲ୍ୟୁଟିସି ଫାଇନାଲ)ଖେଳିବାର ଅଛି ଏବଂ ତାପରେ ମେଜବାନରୁ ସେହି ପାଞ୍ଚ ଟେଷ୍ଟ ମ୍ୟାଚର ସିରିଜ ଖେଳିବାର ଅଛି। ଭାରତୀୟ ଦଳ ୩ଜୁନରେ ଇଂଲଣ୍ଡ ମାଟିରେ ପାଦ ରଖିବ ଓ ପରେ ସେମାନେ ସେଠାକାର ପରିସ୍ଥିତିରେ ନିଜକୁ ଗଢିବେ। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମାନିଲେ କି ଇଂଲଣ୍ଡରେ ମୁସ୍କିଲ କ୍ରିକେଟ ହେବ କିନ୍ତୁ ଏହା ସହିତ ମଧ୍ୟ ସେ ସମ୍ପୂର୍ଣ୍ଣ ଭାବେ ଆତ୍ମବିଶ୍ବାସୀ ଦେଖାଗଲେ।ବିରାଟ କୋହଲି ଇଂଲଣ୍ଡ ଯିବା ପୂର୍ବରୁ ପାଞ୍ଚଟି ଏପରି କଥା କହିଲେ ଯାହା ଭାରତୀୟ ଦଳର ଉଚ୍ଚ ଆତ୍ମବିଶ୍ବାସକୁ ପ୍ରକାଶ କରୁଛି।

Google

୧: ବିରାଟ କୋହଲିଙ୍କର ପ୍ରଥମ ବଡ଼ କଥା: ଆମେ ଗତ ପାଞ୍ଚ ଛଅ ବର୍ଷରୁ ବହୁତ ପରିଶ୍ରମ କରୁଅଛୁ ଏବଂ ଆଜି ଟିମ ଭଲ ଖେଳ ଖେଳୁଅଛି। ଆମେ ୱାର୍ଲଡ଼ ଟେଷ୍ଟ ଚାମ୍ପିୟାନଶିପର ଫାଇନାଲ ପାଇଁ ବହୁତ ପରିଶ୍ରମ କଲୁ। ଏହା ଆମ ପାଇଁ ବହୁତ ବଡ଼ ଫାଇନାଲ ଅଟେ। ଆମେ ଗତ ୨ ବର୍ଷରୁ ଏହା ପାଇଁ ପରିଶ୍ରମ କରୁଅଛୁ। ସମସ୍ତେ ଜାଣନ୍ତି କି ଟେଷ୍ଟ ମ୍ୟାଚ ବହୁତ କଷ୍ଟ ଫର୍ମାଟ ଅଟେ ଏବଂ ଆମେ ବହୁତ ଭଲ କରିଲୁ। ଯେଉଁ ଖେଳାଳୀ ଏହି ଗତ ବହୁତ ସମୟରୁ ଟେଷ୍ଟ ଦଳର ଅଂଶ ଅଛନ୍ତି ଏହା ତାଙ୍କ ପାଇଁ ବହୁତ ବଡ଼ ମୌକା ଅଟେ। ଆମକୁ ଫାଇନାଲରେ ପହଞ୍ଚି ଗର୍ବ ଅନୁଭବ ହେଉଅଛି।

୨: ବିରାଟ କୋହଲିଙ୍କର ଦ୍ୱିତୀୟ ବଡ଼ କଥା: ୱାର୍ଲଡ଼ ଟେଷ୍ଟ ଚାମ୍ପିୟାନର ଫାଇନାଲରେ ଆମେ ଖୁସି ମନାଇବୁ। ମୋ ଉପରେ କୌଣସି ପ୍ରେସର ନାହିଁ। ଆମେ ଅନ୍ୟ ଲୋକମାନଙ୍କ ଠାରୁ ଅଲଗା ଭାବିଥାଉ ଏବଂ ଯଦି ଆମର ଭାବନା ଅନ୍ୟମାନଙ୍କ ଠାରୁ ଅଲଗା ନ ହେବେ ତେବେ ଭଲ ପ୍ରଦର୍ଶନ କରିପାରିବା ନାହିଁ। ମୋ ଉପରେ କୌଣସି ଚାପ ନାହିଁ। ମୋର ଟାର୍ଗେଟ କି ଇଣ୍ଡିଆନ ଟିମକୁ ଆଗେଇ ନେଇ ଯିବାର ଅଛି ଓ ଯେତେବେଳେ ମୁଁ ଖେଳୁଅଛି ତାର ଉଦେଶ୍ୟ ବଦଳିବ ନାହିଁ। ଆମ ପାଇଁ କେବଳ ଏହା ହିଁ ଗୁରୁତ୍ୱପୂର୍ଣ୍ଣ ଅଟେ କି ଦଳ ଏକ ଅନ୍ୟର କେତେ ସହଯୋଗ କରୁଅଛି।

Google

୩:ବିରାଟ କୋହଲିଙ୍କର ତୃତୀୟ ବଡ କଥା: ଆମେ ସବୁ ଜାଣିଛୁ କି ଇଂଲଣ୍ଡର ପରିସ୍ଥିତି କିପରି ଅଟେ, ଆମେ ସେଠାକାର ପିଚ ଓ ପାଗକୁ ବୁଝୁ। ସିରାଜଙ୍କ ଭଳି ଯୁବ ଖେଳାଳୀମାନଙ୍କୁ ମଧ୍ୟ ଇଂଲଣ୍ଡରେ ଖେଳିବାର ଅନୁଭବ ଅଛି। ଆମର ନିଜ ଉପରେ ଭରସା ଅଛି ଓ ଆମକୁ ନିଜର ଶକ୍ତି-ଦୁର୍ବଳତା ଜଣାଅଛି। ଆମେ ଚାରୋଟି ପ୍ରାକ୍ଟିସ ସେସନ ପରେ ମଧ୍ୟ ଇଂଲଣ୍ଡରେ ଖେଳିବା ପାଇଁ ତୟାର ଅଛୁ। ମାନସିକ ରୂପରେ ଆପଣ ମଇଦାନରେ କିପରି ଓହ୍ଲାଉଛନ୍ତି ଏହା ସବୁଠାରୁ ଅଧିକ ଦରକାର ଅଟେ।

୪: ବିରାଟ କୋହଲିଙ୍କ ଚତୁର୍ଥ ବଡ଼ କଥା: ବର୍ଷ ୨୦୧୪, ବର୍ଷ ୨୦୧୮ ଏବଂ ଆଜିର ବିରାଟ କୋହଲି ମଧ୍ୟରେ କିଛିବି ବଦଳି ନାହିଁ। ସବୁବେଳେ ହିଁ ମୋର ପ୍ରଦର୍ଶନ ଏବଂ ଢଙ୍ଗ ସେପରି ହିଁ ରହିଛି। ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି ଏବଂ ଦଳ ପାଇଁ ଯୋଗଦାନ ଦେବା ପାଇଁ ଚାହୁଁଅଛି। ବର୍ଷ ୨୦୧୮ରୁ ନିଶ୍ଚିତ ରୂପରେ ଆମେ ବିଦେଶରେ ଜବରଦସ୍ତ ଖେଳ ଦେଖେଇ ଆସିଅଛୁ।

Google

୫: ବିରାଟ କୋହଲିଙ୍କ ପଞ୍ଚମ ବଡ଼ କଥା: ୱାର୍ଲଡ଼ ଟେଷ୍ଟ ଚାମ୍ପିୟାନସିପ ପରେ ଛଅ ସପ୍ତାହର ବ୍ରେକ ଆମ ପାଇଁ ଭଲ ଅଟେ। ଆମେ ନିଜର ଦକକୁ ଇଂଲଣ୍ଡ ସିରିଜ ପାଇଁ ଫ୍ରେସ କରିପାରିବ। ବାୟୋ ବବଲରେ ବଡ ପରିଦର୍ଶନ କରିବା ବହୁତ କଠିନ ଅଟେ,ଯେପରି ଅଷ୍ଟ୍ରେଲିଆରେ ହୋଇଥିଲା।ବ୍ରେକ ବହୁତ ଦରକାର ଅଟେ। ଇଂଲଣ୍ଡର ବିରୁଦ୍ଧରେ ପାଞ୍ଚଟି ଟେଷ୍ଟ କଠିନ ହେବାର ଅଛି। ସେଥିପାଇଁ ଖେଳାଳୀ ଯଦି ବବଲରୁ ବାହାରକୁ ବାହାରିବେ ତେବେ ମାନସିକ ସ୍ତରରେ ଦୃଢ଼ ହେବେ ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *