ପ୍ରଭାସ ଓ କ୍ରିତି କରୁଛନ୍ତି ଡେଟ? ବିବାହଙ୍କୁ ନେଇ ପ୍ରଶ୍ନରେ କ୍ରିତିଙ୍କ ଖୁଲାସା!

ବ୍ୟୁରୋ ରିପୋର୍ଟ: ଆଦିପୁରୁଷରେ ଫାଷ୍ଟ ଥର ପାଇଁ ଦେଖାଯିବେ ପ୍ରଭାସ ଓ କ୍ରିତି। ସାଉଥର ଆକ୍ଟର ଅଟନ୍ତି ପ୍ରଭାସ। ତେବେ ଦୁହେଁ ଏହି ଫିଲ୍ମରେ ଏକା ସାଥିରେ ପ୍ରଥମ ଥର ଆକ୍ଟି କରୁଛନ୍ତି ଓ ଏହା ଚର୍ଚ୍ଚା ହେଉଛି କି ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି।

ତେବେ କୁହାଯାଉଛି କି ଫିଲ୍ମ ସୁଟିଂ ବେଳେ ଦୁହେଁ ଦୁହିଁଙ୍କ ସହିତ ଜଡିତ ଅଛନ୍ତି। ଏକ ଇଣ୍ଟରଭିଉରେ କ୍ରିତି ପ୍ରଭାସଙ୍କୁ ବିବାହ କରିବା ବିଷୟରେ କହିଥିଲେ।

ଯେବେ ଏକ ଇଣ୍ଟରଭିଉରେ କ୍ରିତିଙ୍କୁ ପଚରାଯାଇଥିଲା କି, ସେ ଟାଇଗର ସରଫ, ପ୍ରଭାସ ଏବଂ କାର୍ତ୍ତିକ ଆରୟାନ ମଧ୍ୟରୁ କାହାକୁ ଫଲ୍ଟ କରିବେ, ଡେଟ କାହାକୁ କରିବେ ଓ ବିବାହ କାହାକୁ କରିବେ।

ତେବେ ଏହାକୁ ନେଇ କ୍ରିତି କହିଥିଲେ କି, କାର୍ତ୍ତିକଙ୍କ ସହ ଫଲ୍ଟ କରିବେ, ଟାଇଗରଙ୍କ ସହ ଡେଟ ଓ ପ୍ରଭାସଙ୍କୁ ବିବାହ କରିବେ। ତେବେ ଏହି କଥା ସେ କହିବା ପରେ ତାଙ୍କର ଓ ପ୍ରଭାସଙ୍କୁ ନେଇ ଚର୍ଚ୍ଚା ହେଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *