ଗୋଡ଼ରେ କଳାଦାଗ: ଯଦି ଗୋଡ଼ରେ ହଉଛି କଳା ଦାଗ ତେବେ ଜାଣନ୍ତୁ ଘରୋଇ ଉପାୟ ଦ୍ୱାରା କେମିତି କରିବେ ଉପଚାର ।

ଶରୀରରେ କେତେକ ଜଗାରେ ଡାର୍କ ସ୍ପଟ ବା ଚିହ୍ନ ରହିଯାଏ ଯାହା ପାଇଁ ଆମକୁ ବହୁତ ବେଜିତ ହବାକୁ ପଡିଥାଏ।ହେଲେ ଏଥିରେ କିଛି ଖରାପ ନୁହେଁ ଯେ ଆପଣଙ୍କ ଗୋଡରେ ଡାର୍କ ସ୍ପଟ ରହିବା ହେଲେ କାହାକୁ ନିଜ ଗୋଡ କିମ୍ବା ଅନ୍ୟ ଜାଗାରେ ସ୍କାର୍ଚ ପସନ୍ଦ ନୁହେଁ। କେତେଥର ଗୋଡ଼ରେ ଖଣ୍ଡିଆ ହୋଇଥାଏ। ଯାହାଦ୍ଵାରା ଆମର ଗୋଡରେ ଦାଗ ବା ଚିହ୍ନ ରହିଯାଏ। ଏମିତିରେ ଯଦି ଆପଣଙ୍କ ଗୋଡରେ କିଛି ଦାଗ ଅଛି ତ କେତେ ଥର ଆପଣ ଆପଣଙ୍କ ପସନ୍ଦର ଡ୍ରେସ ପିନ୍ଧିବାରେ ଅସମର୍ଥ ରହିଥାନ୍ତି ଯେପରି ତାହା କାହାକୁ ନ ଦେଖାଯାଉ।

Google

ଗୋଡ଼ର ଯତ୍ନ ନେବା ଆବଶ୍ୟକ କାହିଁକିନା ଆମେ ଯେବେ ବି କୌଣସି ଡ୍ରେସ ପିନ୍ଧୁ ଆପଣଙ୍କ ସୁନ୍ଦରତା ଆପଣଙ୍କ ଗୋଡ଼ରେ ମଧ୍ୟ ଝଲକୀ ଉଠୁ। ଏଥିପାଇଁ ଆମେ ଆପଣଙ୍କୁ ଏମିତି ଘରୋଇ ଉପାୟ କହିବୁ ଯାହାଦ୍ଵାରା ଆପଣ ଗୋଡ଼ରେ ହଉଥିବା ଡାର୍କ ସ୍ପଟ,ସ୍କାର୍ଚ୍ଚ,ସନବର୍ଣ,ହାଇପରପିଗମେଣ୍ଟସନ ଓ ବଢି ଯାଉଥିବା ଚୁଟିର ମୁଳୋତ୍ପଟନ କରି ପାରିବେ ଓ ଆଉଥରେ ପୁଣି ଆପଣଙ୍କ ଗୋଡ ଚମକିବ ଓ ଆପଣଂକୁ ଆସିବ ଏକ ଅଲଗା ପ୍ରକାରର କନଫିଡେଣ୍ଟ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

୧.ସେଓର ସିରକା:-

ସେଓର ସିରକାର ଫାଇଦା ଆପଣ ଜାଣିଥିବେ,ଏଥିରେ ଭଲ ବ୍ଳଇଚିଂ ଏଜେଣ୍ଟ ଥାଆନ୍ତି। ଯାହା ଆମ ତ୍ୱଚାକୁ ଟ୍ୟାନିଂ ଓ ହାଇପରପିଗମେଣ୍ଟସନ ସମସ୍ୟାର ଉପଚାର ଦିଏ। ଏହାକୁ ବ୍ୟବହାର କରିବା ପାଇଁ ଆପଣ ୨ ଟେବୁଲ ସ୍ପୁନ ସେଓର ସିରକା ନିଅନ୍ତୁ ଓ ୬ ଟେବୁଲ ସ୍ପୁନ ପାଣି ନିଅନ୍ତୁ ଓ ଦୁଇକୁ ଭଲ ଭାବେ ମିଶେଇ ଦିଅନ୍ତୁ। ଏହା ପରେ ତୁଳା ବ୍ୟବହାର କରି ଆପଣଙ୍କ ଗୋଡ଼ର ଡାର୍କ ସ୍ପଟ ବା ଚିହ୍ନରେ ଲଗାନ୍ତୁ। ଏହାକୁ ଲାଗେଇବେ ପାଇଁ ଆପଣ ଗୋଡ଼ରେ ଫୁଟ କେୟାର ପ୍ରଡକ୍ଟ ବା ମଶ୍ଚରାଇଜିଙ୍ଗ କ୍ରିମ ଲଗେଇପାରିବେ।

Google
୨.ସୁଗାର ସ୍କାର୍ବ:-

ଚିନିର ବ୍ୟବହାର ବହୁତ ବର୍ଷ ଆଗରୁ ବ୍ୟୁଟି ବଢ଼େଇବା ପାଇଁ ବ୍ୟବହାର କରାଯାଏ। ଏଥିପାଇଁ ଆପଣ ୨ ଟେବୁଲ ସ୍ପୁନ ଚିନି ୪ଟେବୁଲସ୍ପୁନ ଆଲିଭ ତେଲ ନେଇ ଏହାକୁ ଭଲ ଭାବେ ମିଶାଇ ଏକ ମିଶ୍ରଣ କରନ୍ତୁ। ଏହାକୁ ଗୋଡ଼ରେ ଭଲଭାବେ ଗୋଲ ଗୋଲ କରି ଲଗାନ୍ତୁ। ଏହାପରେ ଗୋଡ଼କୁ ଭଲ ଭାବେ ଧୋଇ ନିଅନ୍ତୁ ଓ ସପ୍ତାହକୁ ଏହାକୁ ତିନି ଥର କରନ୍ତୁ।

Google
୩.ଲେମ୍ବୁ:-

ଲେମ୍ବୁ ନା କେବଳ ସ୍କିନ ବରଂ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। କାହିଁକିନା ଏଥିରେ ଅଧିକ ମାତ୍ରାରେ ଭିଟାମିନ ସି ରହିଥାଏ ଯାହା ଡାର୍କ ସ୍ପଟ ଓ ସ୍କାର୍ଚ୍ଚ ଲିଭେଇପାରେ। ଏହାକୁ ତିଆରି କରିବା ପାଇଁ ଗୋଟେ ପାତ୍ରରେ ଲେମ୍ଭୁର ରସ ନିଅନ୍ତୁ। ଏହା ତୁଳା ସାହାଯ୍ୟରେ ଡାର୍କ ସ୍ପଟ ଜାଗାରେ ଏହାକୁ ଲଗାନ୍ତୁ।

Google
୪.କ୍ଷୀରା:-

କ୍ଷୀରା ନା କେବଳ ଶରୀର ପାଇଁ ବରଂ ଏହା ସ୍କିନ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଏହା ଆପଣଙ୍କ ଡାର୍କ ସ୍ପଟ ଓ ଶରୀରର କଳା ଅଂଶ ଦୁର କରିଥାଏ। ଏହା ପ୍ରସ୍ତୁତ କରିବା ପାଇଁ କ୍ଷୀରାର ଏକ ଭଲ ପେଷ୍ଟ କରନ୍ତୁ ଏହାପରେ ଏଥିରେ ୨ ଚାମଚ ଗୋଲାପ ଜଳ ମିଶାନ୍ତୁ। ଏହି ପେଷ୍ଟକୁ ଏବେ ଆପଣଙ୍କ ଗୋଡ଼ରେ ସ୍ପଟ ଥିବା ଜାଗାରେ ଲଗେଇବେ ଓ ପାଣିରେ ଧୋଇଦେବା ପରେ ଏହାର ବ୍ୟବହାର କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *