ମଦ ହେବ ହୋମ୍ ଡେଲିଭରି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି

ମଦ ହେବ ହୋମ୍ ଡେଲିଭରି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, Liquor will be home deliver suggested by supreme court

ମଦ ହେବ ହୋମ୍ ଡେଲିଭରି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ।
ଲକ୍‌ଡାଉନ୍ ରେ ମଦ ବିକ୍ରିପାଇଁ ଲମ୍ବା ଲାଇନ୍ ଲାଗୁଥିବାବେଳେ କେହି ସାମାଜିକ ଦୂରତାର ପାଳନ କରୁନଥିବା ଦେଖାଦେଇଛି ।
ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ମଦ ହୋମ୍ ଡେଲିଭରି ପାଇଁ ପରାମର୍ଶ ଦେଇଛନ୍ତି । ସାମାଜିକ ଦୂରତାର ଉଲଂଘନ କୁ ନେଇ ସରକାରଙ୍କୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ । ମଦ ହୋମ୍ ଡେଲିଭରି ନେଇ ବିଚାର କରନ୍ତୁ ରାଜ୍ୟ ସରକାର । ମଦ ଦୋକାନ ଆଗରେ ଭିଡ଼ ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ଦେଇଛନ୍ତି ପରାମର୍ଶ ।

ମଦ ଅତ୍ୟାବଶକ ସାମଗ୍ରୀ ହୋଇନଥିବା ବେଳେ ଲୋକ ମାନଙ୍କ ମଦ ଦୋକାନ ଆଗରେ ଭିଡ଼କୁ ନଜରରେ ରଖି ସୁପ୍ରିମକୋର୍ଟ ମଦ ହୋମ୍ ଡେଲିଭରି ପାଇଁ ପରାମର୍ଶ ଦେଇଛନ୍ତି । ତେବେ ମଦ ହୋମ୍ ଡେଲିଭରି ପାଇଁ ରାଜ୍ୟ ସରକାର ନିଷ୍ପତି ନିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ମଦ ହେବ ହୋମ୍ ଡେଲିଭରି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, Liquor will be home deliver suggested by supreme court
ମଦ ହେବ ହୋମ୍ ଡେଲିଭରି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି
ଗ୍ରୀନ୍ ଜୋନ୍ ମଦ ବିକ୍ରି ପାଇଁ ଅନୁମତି ମିଳିଥିଲା

ଲକ୍‌ଡାଉନ୍ ୩.୦ ରେ ଗ୍ରୀନ୍ ଜୋନ୍ ମଦ ବିକ୍ରି ପାଇଁ ଅନୁମତି ମିଳିଥିଲା । ହେଲେ ମଦ ଦୋକାନ ଆଗରେ ବହୁତ ଭିଡ଼ ସହିତ ସାମାଜିକ ଦୂରତା କୁ ଉଲଂଘନ କରାଯାଇଥିଲା । ଲକ୍‌ଡାଉନ୍ ପରଠୁ ମଦ ମିଳୁନଥିବା ବେଳେ ଲୋକମାନେ ଘରେ ବସି ବସି ବୋର ହେଉଥିଲେ । ତେଣୁ ଯେତେବେଳେ ମଦ ଦୋକାନ ଖୋଲିବା ଆରମ୍ଭ ହେଲା ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କିନ୍ତୁ କେହି ସାମାଜିକ ଦୂରତା କୁ ପାଳନ କରୁନଥିବା ଦେଖାଯାଇଥିଲା ।

ବର୍ତମାନ ରାଜ୍ୟରେ ଆର୍ଥିକ ଅସୁବିଧା ଦେଖାଦେଇଛି । ସେଥିପାଇଁ ଲକ୍‌ଡାଉନ୍ ରେ ମଦ ବିକ୍ରିପାଇଁ ପାଇଁ ଅନୁମତି ଦିଆଯାଇଥିଲା । ହେଲେ ମଦ ଦୋକାନ ପାଖରେ ଭିଡ଼ ଆଉ ସାମାଜିକ ଦୂରତା ଉଲଂଘନ ଦେଖାଯାଇଥିଲା । ଦିଲ୍ଲୀରେ ରାଜ୍ୟ ସରକାର ମଦରେ ୭୦% କରୋନା ଟାକ୍ସ ଲଗେଇ ମଦ ବିକ୍ରି ପାଇଁ ଅନୁମତି ଦେଇଥିଲେ । ହେଲେ ୭୦% କରୋନା ଟାକ୍ସ ଅଧିକ ଦେଇକି ମଧ୍ୟ୍ୟ ଲୋକମାନେ ମଦ ପାଇଁ ବହୁତ ଲମ୍ବା ଲମ୍ବା ଲାଇନ୍ ରେ ଛିଡା ହୋଇଥିଲେ । ଆଉ ସାମାଜିକ ଦୂରତା କୁ ପାଳନ କରୁନଥିଲେ, ମଦ ପାଇଁ ଧାସଧସି ହେଉଥିଲେ ।

ମଦ ହେବ ହୋମ୍ ଡେଲିଭରି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, Liquor will be home deliver suggested by supreme court

ମହାରାଷ୍ଟ୍ରରେ ମଧ୍ୟ୍ୟ ସେମିତି ଦେଖିବାକୁ ମିଳିଥିଲା । ଦେଶର ଅନ୍ୟ ରାଜ୍ୟରେ ମଧ୍ୟ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା, ଲୋକମାନେ ମଦ ପାଇଁ ବହୁତ ଲମ୍ବା ଲମ୍ବା ଲାଇନ୍ ଛିଡା ହୋଇଥିଲେ । ତେଣୁ ଏହାକୁ ନଜରରେ ରଖି ସୁପ୍ରିମକୋର୍ଟ ଆଜି ମଦ ହୋମ୍ ଡେଲିଭରି ପାଇଁ ପରାମର୍ଶ ଦେଇଛନ୍ତି । ଏବେ ମଦ ହୋମ୍ ଡେଲିଭରି ଉପରେ ରାଜ୍ୟ ସରକାର କଣ ନିଷ୍ପତି ନେଉଛନ୍ତି ତାହା ଦେଖିବାର ଅଛି ।

କିଛି ଆଇନଜୀବିଙ୍କର କହିବା କଥା ହେଲା ଯେ ମଦ କୌଣସି ଓଷଧ ନୁହେଁ, ଏଥିପାଇଁ କିଛି ଚିନ୍ତା କରିବା ଆବଶ୍ୟକ ନାହିଁ । କିନ୍ତୁ ରାଜ୍ୟ ର ଆର୍ଥିକ ସ୍ତିତି କୁ ଦେଖି ରାଜ୍ୟ ସରକାର କଣ ନିଷ୍ପତି ନେବେ ତାହା ଦେଖାଯିବ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *