କାଲି ଠାରୁ ଆରମ୍ଭ ହେବ ଲକ୍‌ଡାଉନ୍ ୩.O ମେ’୧୭ ଯାଏଁ ରହିବ ଲକ୍‌ଡାଉନ୍

କାଲି ଠାରୁ ଆରମ୍ଭ ହେବ ଲକ୍‌ଡାଉନ୍ ୩.O ମେ’୧୭ ଯାଏଁ ରହିବ ଲକ୍‌ଡାଉନ୍, ଦେଶରେ ବଢ଼ିଲା ଲକ୍‌ଡାଉନ୍ ମେ’ ୧୭ ଯାଏଁ‌, ଲକ୍‌ଡାଉନ୍ ୩.O, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend

କାଲି ଠାରୁ ଆରମ୍ଭ ହେବ ଲକ୍‌ଡାଉନ୍ ୩.O ମେ’୧୭ ଯାଏଁ ରହିବ ଲକ୍‌ଡାଉନ୍ ।

ରାଜ୍ୟ ସରକାର ଘୋଷଣା କଲେ ରାଜ୍ୟର ସବୁ ଜୋନ୍ । ଜିଲ୍ଲାଗୁଡିକୁ ଅଲଗା ଅଲଗା ଜୋନ୍ ରେ ବର୍ଗୀକରଣ କଲେ ରାଜ୍ୟ ସରକାର ।

ରେଡ୍ ଜୋନ୍ ରେ ଅଛନ୍ତି: ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ।

ଭୁବନେଶ୍ୱର ପୌର ନିଗମ ଅଞ୍ଚଳକୁ ଛାଡି ଦେଲେ ବାକି ସମଗ୍ର ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନ୍ ରେ ଅଛି ।

ଅରେଞ୍ଜ ଜୋନ୍ ରେ ଅଛନ୍ତି: ସୁନ୍ଦରଗଡ, କେନ୍ଦ୍ରାପଡା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ଢେଙ୍କାନାଳ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲା ।

ଦେଶରେ ବଢ଼ିଲା ଲକ୍‌ଡାଉନ୍ ମେ’ ୧୭ ଯାଏଁ‌, ଲକ୍‌ଡାଉନ୍ ୩.O, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend
ଲକ୍‌ଡାଉନ୍ ୩.O ମେ’୧୭ ଯାଏଁ

କଣ୍ଟେନମେଣ୍ଟ ଜୋନ୍ ରେ ସବୁ କିଛି ବନ୍ଦ ରହିଛି ।

ଏହି ଲକ୍‌ଡାଉନ୍‌ ବେଳେ ବିମାନ, ରେଳ, ସ୍କୁଲ, କଲେଜ, କୋଚିଂ ସେଣ୍ଟର, ସ୍ପୋର୍ଟ ସେଣ୍ଟର, ହୋଟେଲ, ରେଷ୍ଟୁରାଣ୍ଟ, ସିନେମା ହଲ୍‌, ଜିମ୍‌, ମଲ୍‌ ସବୁ ପୂର୍ବ ପରି ବନ୍ଦ ରହିବ । ଧର୍ମାଅନୁଷ୍ଠାନକୁ ସାଧାରଣ ଲୋକଙ୍କ ପ୍ରବେଶ କଟକଣା ଜାରି ରହିବ । ରାତି ୭ଟାରୁ  ରୁ ସକାଳ ୭ଟା ମଧ୍ୟ୍ୟରେ ଲୋକଙ୍କ ଚଳପ୍ରଚଳ ସମ୍ପୂର୍ଣ ବାରଣ ।

ଅରେଞ୍ଜ ଜୋନ୍ ପାଇଁ ଅନୁମତି:

ଅରେଞ୍ଜ ଜୋନ୍ ରେ ୨ ଚକିଆରେ ଚାଲାକଙ୍କ ସହିତ ଆଉ ଜଣେ ଯାଇପାରିବେ । କେବଳ ମାନୁମତିପ୍ରାପ୍ତ କାର୍ଯ୍ୟକଳାପ ପାଇଁ ଅନ୍ୟ ଜିଲ୍ଲାକୁ ଗାଡି ନେଇ ଯାଇହେବ । ଚାରି ଚକିଆରେ ଡ୍ରାଇଭର୍ କୁ ଛାଡି ୨ ଜଣା ଯାତ୍ରୀ ଯାଇପାରିବେ । ଅରେଞ୍ଜ ଜୋନ୍ ରେ ସ୍ପା, ସେଲୁନ ଖୋଲିବେ । ରେଡ୍ ଜୋନ୍ ପାଇଁ ଅନୁମତିପ୍ରାପ୍ତ ସମସ୍ତ କାର୍ଯ୍ୟ ଅରେଞ୍ଜ ଜୋନ୍ ରେ ଚାଲିବ । ଅରେଞ୍ଜ ଜୋନ୍ ରେ ରିକ୍ସା ଓ ଅଟୋ ରିକ୍ସା ଚାଲିପାରିବ । ଅରେଞ୍ଜ ଜୋନ୍ ରେ ଟ୍ୟାକ୍ସି ଓ ଅନଲାଇନ କ୍ୟାବ୍ ସେବା ପାଇଁ ଅନୁମତି ଦିଆଯାଇଛି । କାର୍ ରେ ଡ୍ରାଇଭର୍ ଙ୍କ ସହ ୨ ଜଣ ଯାତ୍ରୀ ଯାଇପାରିବେ ।

ବାକି ଅନ୍ୟ ସମସ୍ତ ୧୬ ଟି ଜିଲ୍ଲାକୁ ଗ୍ରୀନ୍ ଜୋନ୍ ଭାବେ ଘୋଷଣା କରିଛନ୍ତି ।

ଗ୍ରୀନ୍ ଜୋନ୍ ଥିବା ଜିଲ୍ଲା: ଅନୁଗୁଳ, ବରଗଡ଼, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, କଟକ, ପୁରୀ ଜିଲ୍ଲା ।

ଦେଶରେ ବଢ଼ିଲା ଲକ୍‌ଡାଉନ୍ ମେ’ ୧୭ ଯାଏଁ‌, ଲକ୍‌ଡାଉନ୍ ୩.O, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend

ଗ୍ରୀନ୍ ଜୋନ୍ ପାଇଁ ଅନୁମତି:

ଏହି ଜୋନ୍ ରେ ସମସ୍ତ ଦୋକାନ ଖୋଲାଯିବ । କପଡ଼ା ଦୋକାନ, ମୋବାଇଲ୍ ଫୋନ, ଇଲେକ୍ଟ୍ରିକ୍, ହାର୍ଡ ଓୟାର, ରିପାରିଙ୍ଗ ଦୋକାନ ଖୋଲିବ । ଏଥି ସହିତ ଗ୍ରୀନ୍ ଜୋନ୍ ରେ ସେଲୁନ, ପାର୍ଲର, ରେସ୍ତୋରାଁ ମଧ୍ୟ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।

ମଦ ଓ ପାନ ଦୋକାନ ଖୋଲିବାକୁ ଅନୁମତି । ଦୋକାନରେ ସାମାଜିକ ଦୂରତା କୁ ପାଳନ କରିବାକୁ ପଡିବ । ୬ ଫୁଟ୍ ର ସାମାଜିକ ଦୂରତ୍ୱ ରଖି ଜିନିଷ କାଣିପାରିବେ ଗ୍ରାହକ । ଏହି ସବୁ ଦୋକାନରେ ଗହଳି କରିବାକୁ ଦିଆଯିବନାହିଁ । ଦୋକାନରେ ଏକ ସମୟରେ ୫ ରୁ ଅଧିକ ଗ୍ରାହକ ରହିବ ମନା ।

ଗ୍ରୀନ୍ ଜୋନ୍ ରେ ବସ୍ ଚଳାଚଳ ବନ୍ଦ ରହିବ । କେନ୍ଦ୍ର ସରକାର ମେ’ ୪ ରୁ ଅରେଞ୍ଜ ଏବଂ ଗ୍ରୀନ୍ ଜୋନ୍ ରେ ବସ୍ ଚାଲିବାକୁ ଅନୁମତି ଦେଇଥିଲେ ସୁଦ୍ଧା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିବ । କରୋନା ସଂକ୍ରମଣ ରୁ ସୁରକ୍ଷା ପାଇବା ପାଇଁ ଏହିପରି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ଗ୍ରୀନ୍ ଜୋନ୍ ରେ ଅଟୋ ଓ ଟ୍ୟାକ୍ସି ଚାଲିବାକୁ ମିଳିବ ଅନୁମତି । ଗ୍ରୀନ ଜୋନରେ ଟ୍ରାନ୍ସପୋର୍ଟକୁ ମଧ୍ୟ ସୀମିତ ମାତ୍ରାରେ ଖୋଲି ଦିଆଯିବ । କିନ୍ତୁ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ । ସବୁ ପ୍ରକାର ମାଲଗାଡି ଚାଲିବ ।

ଦେଶରେ ବଢ଼ିଲା ଲକ୍‌ଡାଉନ୍ ମେ’ ୧୭ ଯାଏଁ‌, ଲକ୍‌ଡାଉନ୍ ୩.O, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend

ବାହାଘର, ଧାର୍ମିକ କାର୍ଯ୍ୟକ୍ରମ ଓ ସାମାଜିକ ପର୍ବପର୍ବାଣୀକୁ ଅନୁମତି ନାହିଁ । କୌଣସି ପ୍ରକାରେ ଗହଳି ଓ କୋଳାହଳକୁ ଅନୁମତି ମିଳିବ ନାହିଁ । ବାହାଘର, ବ୍ରତଘର, ଧାର୍ମିକ କାର୍ଯ୍ୟକ୍ରମ ଭଳି ସାମାଜିକ ରୀତିନୀତିକୁ କରାଯାଇ ପାରିବ ନାହିଁ ।କାଲି ଠାରୁ ଆରମ୍ଭ ହେବ ଲକ୍‌ଡାଉନ୍ ୩.O ମେ’୧୭ ଯାଏଁ ରହିବ ଲକ୍‌ଡାଉ

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *