କରୋନାର ପ୍ରକୋପ ଯୋଗୁଁ ପୁଣି ବଢ଼ିଲା ଲକଡାଉନ। ଏହି ତାରିଖ ଯାଏ ତାଲାବନ୍ଦ ଘୋଷଣା। ପଢନ୍ତୁ ସ୍ପେଶାଲ ରିପୋର୍ଟ।

ଆସିଲା ବଡ଼ ଖବର। ଜୁନ ୧ ଯାଏଁ ବଢାଗଲା ରାଜ୍ୟର ଲକଡାଉନ ଅବଧି। ଏହାପରେ କେଉଁ ଗାଇଡ଼ ଲାଇନ ରହିବ ଆମେ ଆପଣଂକୁ ଜଣାଇବାକୁ ନିଶ୍ଚିତ ପ୍ରୟାସ କରିବୁ।

Google

ବର୍ତ୍ତମାନ ସୁଦ୍ଧା ଯେଉଁ ପ୍ରାଥମିକ ସୂଚନା ମିଳିଛି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ସେହି ଅନୁସାରେ ଜୁନ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବଢ଼ା ଯାଇଛି। ଏହି ସମ୍ବନ୍ଧରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ଏକ୍ସଟେଣ୍ଡ କରିଛନ୍ତି ରାଜ୍ୟ ସରକାର ଏବଂ ମୁଖ୍ୟ ଖବର ଏହାଯେ ବର୍ତ୍ତମାନ ଯେଉଁ ଲକଡାଉକୁ ଏକ୍ସଟେଣ୍ଡ କରାଯାଇଛି ତାହା ପୂର୍ବ ଅପେକ୍ଷା ଅଧିକ କଡାକଡି କରାଯିବ।

ପୂର୍ବରୁ ଏହି ଲକଡାଉନ ଏତେ ଅଧିକ କଡାକଡି ହୋଇନଥିଲା। ଏବଂ ଏଥିପାଇଁ ସରକାରଙ୍କୁ ଅନେକ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା। ଏଥିପାଇଁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ଯେ ଏହି ଲକଡାଉନ ଗତ ଥର ଭଳି କଡାକଡି ହେଉନାହିଁ। ସେଥିପାଇଁ ଷ୍ଟ୍ରିକ୍ଟ ଏନଫୋର୍ସମେଣ୍ଟ ଅଫ ଲକଡାଉନକୁ ବେସି ଗୁରୁତ୍ୱ ଦେବେ ରାଜ୍ୟ ସରକାର ଏଥର। କାରଣ ସଂକ୍ରମଣକୁ ରୋକିବା ପାଇଁ ଏବଂ କରୋନା ପଜିଟିଭକୁ ରୋକିବା ପାଇଁ ଏହାହିଁ ଏକ ବିକଳ୍ପ ହୋଇଛି।

Google

ଆପଣମାନେ ଜାଣିଥିବେ କିଛି ଦିନ ପୂର୍ବରୁ ୨୦% ପଜିଟିଭ ରେଟ ଆସୁଥିଲା ଏବଂ ବର୍ତ୍ତମାନ ୧୮.୩% ପଜିଟିଭ ରେଟ ଅଛି ଏବଂ ଏଥିପାଇଁ ସଂକ୍ରମଣକୁ ରୋକିବାପାଇଁ ରାଜ୍ୟ ସରକାର ଜୁନ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଏକ୍ସଟେଣ୍ଡ କରିଛନ୍ତି। ରାଜ୍ୟରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଆଖିଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଆପଣଂକୁ ଆମେ ପୁଣି ଥରେ ଅନୁରୋଧ କରୁଚୁ ଆପଣ ସବୁବେଳେ ଘରେ ରୁହନ୍ତୁ। ଦେଖନ୍ତୁ ପରିସ୍ଥିତି ଏବେ ବହୁତ ଗମ୍ଭୀର। ଆମେ ଏହି କିଛି ଦିନ ସରକାରଙ୍କ ନିୟମ ମାନିଲେ ତାପରେ ଆମେ ଭଲରେ ଜୀବନ ଅତିବାହିତ କରିପାରିବା। ସବୁବେଳେ ମାସ୍କ ନିଶ୍ଚିତ ପିନ୍ଧନ୍ତୁ। ଯଦି ଅତି ଦରକାର ହୁଏ ବାହାରକୁ ଯିବା ତେବେ ଦୁଇଟି ମାସ୍କ ପିନ୍ଧନ୍ତୁ ଏବଂ ସାନିଟାଇଜ ହାତ କରି ଯାଆନ୍ତୁ ଏବଂ ସର୍ବଦା ସାମାଜିକ ଦୂରତାର ପାଳନ କରନ୍ତୁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *