ଏପ୍ରିଲ ୨୦ ପରେ ଲକ୍‌ଡାଉନ୍‌ ନିୟମ କୋହଳ ହୋଇପାରେ 

ଏପ୍ରିଲ ୨୦ ପରେ ଲକ୍‌ଡାଉନ୍‌ ନିୟମ କୋହଳ ହୋଇପାରେ 

ସମଗ୍ର ଦେଶରେ ଆଉ ୧୯ ଦିନ ପାଇଁ ଲକ୍ ଡାଉନ୍ ବୃଦ୍ଧି ହୋଇଛି। ଅର୍ଥାତ ମେ’ ୩ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିବ। ଆଜି ଠିକ ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି ଏନେଇ ଘୋଷଣା କରିଛନ୍ତି। ତେବେ ୨୦ ଏପ୍ରିଲ ପର୍ଯ୍ୟନ୍ତ ଲକ୍ ଡାଉନ୍ ପୁରା କଡାକଡି କରିବା ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ।

ଏପ୍ରିଲ ୨୦ ପରେ ଲକ୍‌ଡାଉନ୍‌ ନିୟମ କୋହଳ ହୋଇପାରେ, ସାରା ଦେଶରେ ‘ଲକ୍‌ଡାଉନ୍‌’ ୩ ମେ’ ପର୍ଯ୍ୟନ୍ତ ବଢ଼ିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି, ଲକଡାଉନ୍ ନିୟମକୁ କୋହଳ କଲେ ରାଜ୍ୟ ସରକାର, ଓଡ଼ିଶାରେ ଲକଡାଉନ୍ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଢ଼ିଲା, ଜୁନ୍ ୧୭ ଯାଏଁ ସବୁ ସ୍କୁଲ୍ କଲେଜ ବନ୍ଦ ରହିବ, କରୋନା ଭାଇରସ୍ ମୁକାବିଲା - ଏଣିକି ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ, ନୀତିଦିନ, ନିୟୁଜ୍, Daily News, Nitidina, Corona Virus, Agriculture, 2nd Lockdown Odisha, Odisha, Bhubaneswar

ଏପ୍ରିଲ ୨୦ ତାରିଖ ଯାଏଁ ଲକ୍‌ଡାଉନ୍‌ ନିୟମ ଦେଶର ବିଭିନ୍ନ ରାଜ୍ୟ, ଜିଲ୍ଲା, ଗାଁରେ କଡ଼ାକଡ଼ି ଭାବେ ପାଳନ କରାଯିବ। ଏପ୍ରିଲ ୨୦ ପରେ ଯେଉଁ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇବ ସେଠାରେ ଲକ୍‌ଡାଉନ୍‌ ନିୟମ କୋହଳ କରାଯିବ। ନଚେତ୍‌ ମେ’ ୩ ଯାଏଁ ଏହି ନିୟମ ବଳବତ୍ତର ରହିବ ବୋଲି ମୋଦୀ କହିଛନ୍ତି।

ମୋଦୀ କହିଥିଲେ, ‘‘ଦେଶରେ ପ୍ରଚୁର ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି। ଏଣୁ ଏଥିରେ କେହି ଭୟଭୀତ ହୁଅନ୍ତୁ ନାହିଁ। ଯିଏ ଯେଉଁଠି ଅଛନ୍ତି ସେଠି ରହନ୍ତୁ। ମେ’ ୩ ଯାଏଁ ଲକ୍‌ଡାଉନ୍‌ ନିୟମ ପାଳନ କରନ୍ତୁ।

ଏପ୍ରିଲ ୨୦ ପରେ ଲକ୍‌ଡାଉନ୍‌ ନିୟମ କୋହଳ ହୋଇପାରେ, ସାରା ଦେଶରେ ‘ଲକ୍‌ଡାଉନ୍‌’ ୩ ମେ’ ପର୍ଯ୍ୟନ୍ତ ବଢ଼ିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି, ଲକଡାଉନ୍ ନିୟମକୁ କୋହଳ କଲେ ରାଜ୍ୟ ସରକାର, ଓଡ଼ିଶାରେ ଲକଡାଉନ୍ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଢ଼ିଲା, ଜୁନ୍ ୧୭ ଯାଏଁ ସବୁ ସ୍କୁଲ୍ କଲେଜ ବନ୍ଦ ରହିବ, କରୋନା ଭାଇରସ୍ ମୁକାବିଲା - ଏଣିକି ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ, ନୀତିଦିନ, ନିୟୁଜ୍, Daily News, Nitidina, Corona Virus, Agriculture, 2nd Lockdown Odisha, Odisha, Bhubaneswar
ଏପ୍ରିଲ ୨୦ ପରେ ଲକ୍‌ଡାଉନ୍‌ ନିୟମ କୋହଳ ହୋଇପାରେ

କୋରୋନା ମୁକାବିଲା ପାଇଁ ଦେଶବାସୀ ଯେଉଁପ୍ରକାର ସମର୍ଥନ ଜଣାଇଛନ୍ତି, ସେନେଇ ଧନ୍ୟବାଦ ଦେଇଛନ୍ତି । ଦେଶବାସୀ ବହୁ ଘାତ ପ୍ରତିଘାତ ସତ୍ତ୍ୱେ ଲକ୍ ଡାଉନକୁ ସଫଳ କରୁଛନ୍ତି । ଦେଶବାସୀଙ୍କ ଧୋର୍ଯ୍ୟ ଯୋଗୁଁ ଆମେ କୋରୋନାକୁ କିଛି ମାତ୍ରାରେ ରୋକିବାରେ ସଫଳ ହୋଇଛୁ । ତେଣୁ ଶତଶତ ନମସ୍କତର ବୋଲି କହିଥିଲେ ମୋଦି ।

ଭାରତରେ ହେଉଥିବା କୋରୋନା ମୁକାବିଲାକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେବା ସ୍ୱାଭାବିକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କାହିଁକିନା ଦେଶରେ ମାତ୍ର ୫୫୦ ଆକ୍ରାନ୍ତ ଥିବା ବେଳେ ୨୧ ଦିନିଆ ଲକ୍ ଡାଉନ ଘୋଷଣା କରାଯାଇଥିଲା ।

ଏପ୍ରିଲ ୨୦ ପରେ ଲକ୍‌ଡାଉନ୍‌ ନିୟମ କୋହଳ ହୋଇପାରେ, ସାରା ଦେଶରେ ‘ଲକ୍‌ଡାଉନ୍‌’ ୩ ମେ’ ପର୍ଯ୍ୟନ୍ତ ବଢ଼ିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି, ଲକଡାଉନ୍ ନିୟମକୁ କୋହଳ କଲେ ରାଜ୍ୟ ସରକାର, ଓଡ଼ିଶାରେ ଲକଡାଉନ୍ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଢ଼ିଲା, ଜୁନ୍ ୧୭ ଯାଏଁ ସବୁ ସ୍କୁଲ୍ କଲେଜ ବନ୍ଦ ରହିବ, କରୋନା ଭାଇରସ୍ ମୁକାବିଲା - ଏଣିକି ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ, ନୀତିଦିନ, ନିୟୁଜ୍, Daily News, Nitidina, Corona Virus, Agriculture, 2nd Lockdown Odisha, Odisha, Bhubaneswar

ପୂର୍ବରୁ ୫ ରାଜ୍ୟ ଏପ୍ରିଲ ୩୦ ତାରିଖ ଯାଏଁ ଲକ୍‌ଡାଉନ୍‌ ବୃଦ୍ଧି କରିଥିଲେ। ଓଡ଼ିଶା ଏହି ଅବଧି ପ୍ରଥମେ ବଢ଼ାଇଥିଲା। ପରେ ମହାରାଷ୍ଟ୍ର, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାରେ ଲକ୍‌ଡାଉନ୍‌ ବଢ଼ାଯାଇଥିଲା।

ଆଜି ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଶେଷ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ।

ସେହିପରି ଯଦିଓ ଏପ୍ରକାର ମହାମାରୀକୁ ନେଇ ଦେଶ ଦେଶ ମଧ୍ୟରେ ତୁଳନା କରିବା ଠିକ୍ ନୁହେଁ, ତଥାପି ମଧ୍ୟ ପୂର୍ବର ସ୍ଥିତି ଏବଂ ବର୍ତ୍ତମାନର ସ୍ଥିତି ମଧ୍ୟରେ ପ୍ରଭେଦ ସ୍ପଷ୍ଟ ଦେଖାଯାଉଛି ବୋଲି ମୋଦି କହିଛନ୍ତି । ଅର୍ଥାତ ଦେଢ଼ ମାସ ପୂର୍ବରୁ ଭାରତର ସ୍ଥିତି ଅନ୍ୟ କିଛି ଦେଶର ସ୍ଥିତି ସହ ସମାନ ଥିଲା । ମାତ୍ର ଏବେ ଏହି ଦେଶଗୁଡ଼ିକରେ ଭାରତ ଅପେକ୍ଷା ଆହୁରି ୩୦ରୁ ୪୦ ଗୁଣ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଯାଇଛି । ମାତ୍ର ଭାରତର ଆଗୁଆ ପଦକ୍ଷେପ ଯୋଗୁଁ କୋରୋନା ଆଜି ନିୟନ୍ତ୍ରଣରେ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *