ପଞ୍ଜାବର ମୋଗାରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଏକ ଦୋକାନ ଭିତରେ ତିନିଜଣ ଲୋକ ବସିଥିବାର ଦେଖାଯାଉଛି ଏବଂ ଏକ କୋଣରେ ଏକ ମହିଳା ବସିଛନ୍ତି ଯେବେକି ଦ୍ୱିତୀୟ କୋଣରେ ନୀଳ ଟୋପି ପିନ୍ଧିଥିବା ଏକ ବ୍ୟକ୍ତି ଦେଖାଯାଉଛି। ସେହି ଦୁହିଁଙ୍କ ସାମ୍ନାରେ ଧଳା ରଙ୍ଗର ପଗଡ଼ି ପିନ୍ଧି ଏହି ଦୋକାନର ମାଲିକ କୂଳବନ୍ତ ବସିଥିବାର ନଜର ଆସିଛନ୍ତି।

ଏକ ଚତୁର ବଦମାସ ଚୋରିର ଯୋଜନା କଲା। ସେ ଚୋରି କରିବା ପାଇଁ ପ୍ରୟାସ ମଧ୍ୟ କଲା। କିନ୍ତୁ ଯେତେବେଳେ ସେ ଚୋରି କରିବାର କାର୍ଯ୍ୟକୁ ପରିଣାମରେ ପରିଣତ କରିବାକୁ ଭାବିଲା। ତେବେ ଚୋରିର ଘଟଣା ସେହି ଅପରାଧି ପାଇଁ ଚିନ୍ତାର କାରଣ ହୋଇଗଲା। ଘଟଣାକୁ ପରିଣାମ ଦେବା ପାଇଁ ଲୁଟେରାର ବାଜି ଏମିତି ଓଲଟା ପଡ଼ିଗଲା କି ତାର ଜୀବନ ଉପରେ କ୍ଷତି ଆସିଲା। ଦୁଇଟି ଛୋଟ ପିସ୍ତଲରେ ସେହି ଲୁଟେରା ଯିଏ ଲକ୍ଷର ଲୁଟ କରିବାକୁ ଚାହୁଁଥିଲା, ସେ ନା କେବଳ ଜୀବନ ବଞ୍ଚାଇ ଦୌଡ଼ିଲା ବରଂ ନିଜ ଅସ୍ତ୍ରକୁ ମଧ୍ୟ ଘଟଣାସ୍ଥଳରେ ଛାଡି ଗଲା। ଏହି ଘଟଣା ସିସିଟିଭି କ୍ୟାମରାରେ ସଂଗୃହିତ ହୋଇଗଲା।
ଏହି ଚିତ୍ତାକର୍ଷକ ଘଟଣା ପଞ୍ଜାବର ମୋଗାର ଅଟେ।ପ୍ରକୃତରେ, ମୋଗାରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଏକ ଦୋକାନ ଭିତରେ ତିନିଜଣ ଲୋକ ବସିଥିବାର ଦେଖାଯାଉଛି ଏକ କୋଣରେ ଏକ ମହିଳା ବସିଛନ୍ତି ଯେବେକି ଦ୍ୱିତୀୟ କୋଣରେ ନୀଳ ଟୋପି ପିନ୍ଧିଥିବା ଏକ ବ୍ୟକ୍ତି ଦେଖାଯାଉଛି। ସେହି ଦୁହିଁଙ୍କ ସାମ୍ନାରେ ଧଳା ରଙ୍ଗର ପଗଡ଼ି ପିନ୍ଧି ଏହି ଦୋକାନର ମାଲିକ କୂଳବନ୍ତ ବସିଥିବାର ଦେଖା ଦେଇଛି। କୂଳବନ୍ତ ଟୋପି ପିନ୍ଧିଥିବା ସେହି ବ୍ୟକ୍ତି ସହ କଥାବାର୍ତ୍ତା କରୁଥିବାର ଦେଖାଯାଉଛନ୍ତି।
ସେହି ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଚାଲୁଥିଲା କି ହାତରେ ବନ୍ଧୁକ ଧରି ସେହି ବ୍ୟକ୍ତି ଦୋକାନର କାଉଣ୍ଟର ଆଡକୁ ଆସିବାକୁ ଲାଗିଲା ଯେଉଁଠାରେ ଦୋକାନ ମାଲିକ କୂଳବନ୍ତ ବସିଥିଲେ। ସେ କାଉଣ୍ଟରର ଦ୍ୱିତୀୟ ପଟରେ ଆସି ବସିଥିଲା କି ହାତରେ ବେସ ବଲର ବ୍ୟାଟ ଧରିଥିବା କୂଳବନ୍ତ ତାକୁ ମାରଧର କଲେ ଓ ଜଣଙ୍କ ପରେ ଜଣେ କେତେଥର ସେହି ଟୋପି ପିନ୍ଧିଥିବା ଲୁଟେରା ଉପରେ କରୁଥିଲେ।

ହଠାତ ହୋଇଥିବା ଆକ୍ରମଣ କାରଣରୁ ସେହି ଲୁଟେରାକୁ ସମ୍ଭାଳିବାକୁ ମିଳିଲା ନାହିଁ ଓ ସେ ଯେମିତି ସେମିତି ଜୀବନ ବଞ୍ଚାଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଲା କିନ୍ତୁ ଯାଉ ଯାଉ ସେ କୂଳବନ୍ତଙ୍କ ଉପରକୁ ଏକ ଗୁଳି ଚଳାଇଲା। ଭାଗ୍ୟବଶତଃ ସେହି ଗୁଳି କୂଳବନ୍ତଙ୍କୁ ଲାଗିଲା ନାହିଁ। ହଡବଡରେ ସେ ନିଜ ବନ୍ଧୁକ ବି ଘଟଣାସ୍ଥଳରେ ଛାଡି ଦୌଡ଼ି ପଳାଇଲା।
ଚୋରିର ଖବର ମିଳିବା ମାତ୍ରେ ଘଟଣାଜାଗାରେ ଭିଡ଼ ଜମା ହୋଇଗଲା। ପୋଲିସ ମଧ୍ୟ ପଚରାଉଚାର ପାଇଁ ଘଟଣାସ୍ଥାନରେ ପହଁଞ୍ଚିଲା। କୂଳବନ୍ତଙ୍କ ଅନୁସାରେ ସେ ଲୁଟେରାଙ୍କୁ ବହୁତ ବୁଝେଇବାକୁ ଚେଷ୍ଟା କଲେ କିନ୍ତୁ ଯେତେବେଳେ ସେ ମାନିଲା ନାହିଁ ତେବେ ସେ ନିଜ ଦୋକାନକୁ ଲୁଟରୁ ବଞ୍ଚେଇବା ପାଇଁ ଲୁଟେରାଙ୍କୁ ହିଁ ମାରିଲେ।
ସିସିଟିଭିରେ ସଂଗୃହିତ ହୋଇଥିବା ଲୁଟେରାର ଫୁଟେଜ ସାହାଯ୍ୟରେ ପୋଲିସ ଲୁଟେରାକୁ ଖୋଜିବାରେ ଲାଗିପଡିଛି। ପୋଲିସ ଏହା ମଧ୍ୟ ଜାଣିବାର ପ୍ରୟାସ କରୁଛି କି ଏହି ଘଟଣାରେ ସେହି ଲୁଟେରା ଛଡା ଆଉ କେହି ସାମିଲ ନଥିଲେ ତ।

ମୋଗା ପୋଲିସର ଡ଼ିଏସପି ବୃଜେନ୍ଦ୍ର ସିଂହ ଭୁଲ୍ଲରଙ୍କ କହିବା କଥା କି ଏହି ଘଟଣାକୁ ଅଟକାଇବା ପାଇଁ ଦୋକାନ ମାଲିକ ଯେଉଁ ସାହସ ଦେଖାଇଛନ୍ତି,ତାହା ପ୍ରକୃତରେ ପ୍ରଶଂସାରା ହକଦାର ଅଟେ। ଯାହାବି ହେଉ, କୂଳବନ୍ତ ନିଜ ଦୋକାନକୁ ବଞ୍ଚାଇବାରେ ସଫଳ ରହିଲେ କିନ୍ତୁ ସେହି ଲୁଟେରାକୁ କୂଳବନ୍ତ ଏପରି ଶାସ୍ତି ଦେଲେ,ଯାହା ବୋଧହୁଏ ସେ ଜୀବନ ସାରା ପାଇଁ ମନେରଖିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।