ଦୁଇଟି ପିଲାର ବାପା ହୋଇ ବି ଏବେବି ପ୍ରେମିକା ଜାଲରେ, ନ୍ୟୁଜ ଭାଇରଲ

ପ୍ରତ୍ୟେକ ଦିନ ଏହି ସମାଜରେ ଅନେକ ଖରାପ ଘ-ଟ-ଣା-ମା-ନ ଘ-ଟିଯାଉଛି। କିଛି ଲୋକ ସଂସ୍କାର, ପାପ ପୁଣ୍ୟ ଭୁଲିଯାଉଛନ୍ତି। ଅନେକ ଲୋକ ସମାଜରେ ଏପରି ଲ-ଜ୍ୟାଜନକ କାମ କରୁଛନ୍ତି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆଜିର ଅନେକ ନାରୀ ଓ ପୁରୁଷ ଲ-ଜ୍ୟାର ସବୁ ସୀମା ପାର କରିଦେଉଛନ୍ତି। ଜଣଙ୍କ ସହ ବିବାହ କରି ମଧ୍ୟ ଅନେକ ନାରୀ ପୁରୁଷଙ୍କ ସହ ସ-ମ୍ପ-ର୍କ ରଖୁଛନ୍ତି। ଏଭଳି ଚୋର ପ୍ରୀତି ସମ୍ପର୍କ କାରଣରୁ ଅନେକ ସଂସାର ଭା-ଙ୍ଗି-ବା ସହ ଘ-ଟିଯାଉଛି ଅ-ଘ-ଟ-ଣ। ପୁଣି ଏହିଭଳି ଏକ ଲ-ଜ୍ୟା ଜନକ ଘ-ଟ-ଣା ବିଷୟରେ ଶୁଣିବାକୁ ମିଳୁଛି।

Google

ଏଭଳି ଲ-ଜ୍ୟା-ଜ-ନ-କ କାମ କରିଛନ୍ତି ଜଣେ ଦୁଇଟି ପିଲାର ବାପା ଯିଏକି ନଜର ପୂର୍ଵ ପ୍ରେମିକା ସହ ଖରାପ ବ୍ୟବହାର କରି ଥା-ନାକୁ ଯାଇଛନ୍ତି ଯେଉଁ ଘ-ଟ-ଣାକି ପ୍ରାୟତଃ ଚାରିଆଡେ ଏବେ ଚର୍ଚା ହେଉଛି। ଏଭଳି କାମ କରିଥିବା ବ୍ୟକ୍ତି ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବଣିଆଟାଙ୍ଗିର ମାନସ ସାହୁ। ସେ ଏବେ ବିବାହିତ ଓ ଦୁଇଟି ପିଲାର ବାପା ଏହା ପରେ ମଧ୍ୟ ତାଙ୍କ ମନରେ ଆଜିବି କାମ ବାସ୍ନା ଭରି ରହିଛି। ଆପଣଙ୍କୁ କହିରଖିବୁ ଅନେକ ଦିନ ଟିକେ ଗଡ଼ଖୋର୍ଦ୍ଧାରେ ଏକ ନର୍ସିଂ-ହୋମ ଖୋଲିଥିଲେ ଯେଉଁଠି କାମ କରୁଥିବା ଜଣେ ସୁନ୍ଦର ଯୁବତୀଙ୍କୁ ସେ ଭଲ ପାଉଥିଲେ। ଏହି ଖବର ଏବେ ଭାଇରଲ ହେଉଛି ବୋଲି ଜଣା ଯାଉଛି।

ଦୁହିଁଙ୍କ ଭିତରେ ୪ ବର୍ଷ କାଳ ଶାରୀରିକ ସମ୍ପର୍କ ରହିଥିଲା କିନ୍ତୁ ନର୍ସିଂହୋମଟି ଭଲ ନଚାଲିବାରୁ ମାନସ ତାକୁ ବନ୍ଦ କରିଦେଲେ ଏହା ମଧ୍ୟରେ ସେହି ଯୁବତୀ ଜଣଙ୍କ ଭୁବନେଶ୍ୱରର ଅନ୍ୟ ଏକ ନର୍ସିଂହୋମରେ କାମ କରିବାକୁ ଲାଗିଲେ। ଅନେକ ସମୟ ପରେ ସେ ମାନସଙ୍କ ସହ ଆଉ ପୂର୍ଵ ସମ୍ପର୍କ ରଖିନଥିଲେ କିନ୍ତୁ ମାନସ ତାଙ୍କ ସହ ଆଗଭଳି ସମ୍ପର୍କ ରଖିବାକୁ ଇଛା କରିଥିଲେ। ମାନସ ତାଙ୍କୁ ପାଇବା ପାଇଁ ପାଗଳ ହୋଇଯାଇଥିଲେ ସେ ଭୁଲି ଯାଇଥିଲେକି ସେ ଦୁଇଟି ପିଲାର ବାପା ସେ ଭୁବନେଶ୍ୱରଯାଇ ପାଣ୍ଡରାର ଏକ ନର୍ସିଂହୋମରେ କାମ କରୁଥିବା ସେହି ଯୁବତୀଙ୍କୁ ଜବରଦସ୍ତ ତାଙ୍କ ସହ ସ-ମ୍ପ-ର୍କ ରଖିବାକୁ ବାଧ୍ୟ କରିବା ସହ ସେଠାରେ ଖରାପ ପରିସ୍ଥିତି ଉତ୍ପନ କରିଥିଲେ ଯାହା ଦ୍ୱାରା ସେମାନେ ବାଧ୍ୟ ହୋଇ ଥା-ନାକୁ ଫୋନ କରିଥିଲେ। ଯାହା ପରେ ମଞ୍ଚେସ୍ୱର ପୋ-ଲି-ସ ମାନସଙ୍କୁ ଗି-ର-ଫ କରିଛି। ଏବେ ଏହି ଲଜ୍ୟାଜନକ ଘ-ଟ-ଣା ପ୍ରାୟତଃ ଚାରିଆଡେ ଚର୍ଚା ହେଉଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *