ପ୍ରେମିକାକୁ ଖୁସି କରାଇବା ପାଇଁ ଯୁବକ କରିଲା ଭୟାନକ କାମ, କାର ଉପରେ ପ୍ରେମିକାକୁ ବାନ୍ଧି ବୁଲେଇଲା ସହର, ଦେଖନ୍ତୁ ଭାଇରଲ ହେଉଥିବା ଭିଡିଓ

ପ୍ରେମ ଏକ ଏପରି ଜିନିଷ ଯାହା ପାଇଁ ଲୋକ ପାଗଳ ହୋଇଯାଇଥାନ୍ତି ଯେପରି ପ୍ରେମିକା ମନକୁ ଖୁସି ରଖିବା ପାଇଁ ଯୁବକମାନେ ନାନା ବିଧି କରିଥାନ୍ତି। କେତେବେଳେ ଭଲ ଭଲ ଖାଇବାକୁ ହୋଟେଲ ନେଇକି ଯାଇଥାନ୍ତିତ ଆଉ କେତେବେଳେ ସପିଙ୍ଗ କରିବାକୁ ନେଇକି ଯାଇଥାନ୍ତି। ପ୍ରେମିକାମାନେ ମଧ୍ୟ ଏହା ଚାହିଁଥାନ୍ତିକି ପ୍ରେମିକର ମନ କେଉଁଥିରେ ଖୁସି ହେବ। କିନ୍ତୁ ଆଜି ଆମେ ଜଣେ ଏପରି ପ୍ରେମିକଙ୍କ କଥା କହିବାକୁ ଯାଉଛୁ ଯିଏକି ନିଜ ପ୍ରେମିକାକୁ ଖୁସି କରାଇବା ପାଇଁ ଭୟାନକ କାମ କରିଛନ୍ତି ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ।

Google

ଆପଣଙ୍କୁ କହିରଖିବୁ ରୁଷର ମସ୍କୋ ସହରର ଏକ ଏଭଳି ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି କାରଣ ଯୁବକ ଜଣଙ୍କ ପ୍ରେମିକାକୁ ଖୁସି କରାଇବା ପାଇଁ ତାଙ୍କୁ କାର ଉପରେ ବାନ୍ଧି ସାରା ସହର ବୁଲାଇଛନ୍ତି। ଆପଣ ଭିଡ଼ିଓରେ ଦେଖିପାରୁଥିବେ ଏକ ଦାମୀ କାରରେ ଅତି ଚତୁରତା ସହ ପ୍ରେମିକା ବନ୍ଧା ହୋଇଛନ୍ତି ଓ ପ୍ରେମିକାର ହାତ ଧରି ଗାଡି ଚଳାଉଛନ୍ତି ଯୁବକ।

ଏଭଳି ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ ଦ୍ଵାରା ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଓ ଲୋକ ମଧ୍ୟ ଏହାକୁ ଏତେ ମାତ୍ରରେ ପସନ୍ଦ କରୁଛନ୍ତିକି ଏବେ ପର୍ଯ୍ୟନ୍ତ ଏହି ଭିଡ଼ିଓକୁ ୭୯ ହଜାର ଲୋକ ଲାଇକ କରିସାରିଲେଣି।

ମିଳିଥିବା ସୂଚନା ଅନୁସାରେ ଏମାନେ ଜଣେ ପପୁଲାର ଲଭର ଓ ସେମାନଙ୍କର ଇଂଷ୍ଟାଗ୍ରାମରେ ୫ ମିଲିୟମରୁ ଅଧିକ ଫ୍ଲୋଲୋଅର୍ସ ଅଛନ୍ତି ସେମାନଙ୍କୁ ଖୁସି କରାଇବା ପାଇଁ ଏଭଳି କରାଯାଇଛି କିନ୍ତୁ ଏଭଳି କରିବା ଏକ ଅପରାଧ ତେଣୁ ପୋଲିସ ଦୁହିଁଙ୍କୁ ଗିରଫ କରି ଚେତାବନୀ ଦେଇ ଛାଡିଛି। ଟ୍ରାଫିକ ପୋଲିସ ମଧ୍ୟ ସେମାନଙ୍କ ଠୁ ୮୦୦ ଫାଇନ ଆଦାୟ କରିଥିଲା ବୋଲି ତଥ୍ୟରୁ ଜଣା ଯାଇଛି। ସେମାନଙ୍କ ଏହି କାର୍ଯ୍ୟ ଅନେକ ଲୋକ ପସନ୍ଦ କରୁଥିବା ବେଳେ ପ୍ରେମୀ ଯୁଗଳ ଟ୍ରୋଲ ମଧ୍ୟ ହେଉଛନ୍ତି। ଶେଷରେ କହିରଖୁଚୁ ଏହି ପ୍ରେମିକ ଏବଂ ପ୍ରେମିକା କ୍ଷମା ବି ମାଗିଛନ୍ତି ବୋଲି ଜଣା ଯାଇଛି। ଏହାକୁ ନେଇ ଆପଣଂକର କଣ ମତ ଆମକୁ ଜଣାଇବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *