ପ୍ରେମିକ ଖୋଲିଲା”ବେବଫା ଚାହାଵାଲା” ନାମରେ ଦୋକାନ,ଧୋକା ଖାଇଥିବା ଲୋକଙ୍କୁ ଏହି ଉପାୟରେ ଦିଏ ଚାହା।

ଏକ ଏପରି କଥା ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ। ମଧ୍ୟପ୍ରଦେଶର ଏକ ଯୁବକ ନିଜ ପ୍ରେମିକାକୁ ମନେ ପକାଇ ଏକ ଚାହା ଦୋକାନ ଖୋଲିଛି ଯାହାର ନାମ ରହିଛି ବେବଫା ଚାହାଵାଲା। ଏହି ଦୋକାନରେ ଦୁଇଟି ରେଟରେ ଚାହା ବିକ୍ରି କରାଯାଏ। ଯଦି କୌଣସି ପ୍ରେମୀ ଯୁଗଳ ଚାହା ପିଇବାକୁ ଆସିଥାନ୍ତି ସେମାନଙ୍କୁ ଚାହା ପାଇଁ ୨୦ ଟଙ୍କା ଦେବାକୁ ପଡ଼ିଥାଏ କିନ୍ତୁ ଯଦି କୌଣସି ଧୋକା ଖାଇଥିବା ଲୋକ ଚାହା ପିଇବାକୁ ଆସିଥାଏ ତାକୁ ୧୫ ଟଙ୍କାରେ ଚାହା ମିଳିଥାଏ। ଦୋକାନର ନାମ ଓ ଚାହାର ଦର ପାଇଁ ଏହି ଚାହା ଵାଲା ବହୁତ ଚର୍ଚ୍ଚାରେ ବିଷୟ ପାଲଟିଛି। ଏହି ଦୋକାନର ମାଲିକର ନାମ ଦୀପକ ଅଟେ ଓ ଦୀପକ ଅନୁସାରେ ତାକୁ ପ୍ରେମରେ ଧୋକା ମିଳିଥିଲା। ଏହି କାରଣ ପାଇଁ ସେ ନିଜ ଦୋକାନର ନାମ ବେବଫା ଚାହାଵାଲା ରଖିଦେଇଛି।

Google

ଦୀପକଙ୍କୁ ଯେବେ ପଚରାଗଲା କଣ ପାଇଁ ସେ ସେହି ମାନଙ୍କୁ ଚାହା ଫ୍ରିରେ ଦେଇଥାଏ ଯେଉଁମାନେ ପ୍ରେମରେ ଧୋକା ମିଳିଥାଏ। ଦୀପକ କହିଛନ୍ତିକି ସେ ମଧ୍ୟ ପ୍ରେମରେ ଧୋକା ପାଇଛନ୍ତି ସେଥିପାଇଁ ସେ ଧୋକା ଖାଇଥିବା ଲୋକଙ୍କୁ ଚାହା ଡ଼ିସକାଉଣ୍ଟରେ ଦେଇଥାନ୍ତି। ଦୀପକ କହିଛନ୍ତି ଯେଉଁମାନେ ମଧ୍ୟ ଏଠାକୁ ଚାହା ପିଇବାକୁ ଆସିଥାନ୍ତି ସେମାନେ ଅବଶ୍ୟ ପଚାରିଥାନ୍ତି କଣ ପାଇଁ ଦୀପକ ଦୋକାନର ନାମ ବେବଫା ଚାହାଵାଲା ରଖିଛନ୍ତି।

ଦୀପକଙ୍କ ଅନୁସାରେ ସେ କାହାକୁ ନିଜ ପ୍ରେମ କାହାଣୀ କହିନଥାନ୍ତି। ଯେବେ ମିଡିଆ ଵାଲା ଦୀପକକୁ ତାଙ୍କ ପ୍ରେମ କାହାଣୀ ବିଷୟରେ ପଚାରିଲେ ସେ କେବଳ କହିଛନ୍ତି କେହି ଜଣେ ଧୋକା ଦେଇଯିବାର ଦୁଃଖ ସେ ସହିଛନ୍ତି ସେଥିପାଇଁ ଦୋକାନର ନାମ ବେବଫା ଚାହାଵାଲା ରଖିଦେଇଛନ୍ତି।

Google

ଦୀପକ ଦେଶର ଯବାନ ମାନଙ୍କୁ ମୁକ୍ତରେ ଚାହା ଦେଇଥାନ୍ତି।ଦୀପକଙ୍କ କହିବା ଅନୁସାରେ ସେ ଦେଶ ପାଇଁ କିଛି କରିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଦେଶର ସୈନିକ ମାନଙ୍କୁ ମୁକ୍ତରେ ଚାହା ଦେଇଥାନ୍ତି। ସୋସିଆଲ ମିଡିଆରେ ଦୀପକଙ୍କ ଦୋକାନର ବହୁତ ଚର୍ଚ୍ଚା ହେଉଛି ଓ ଦୂର ଦୂର ଜାଗାରୁ ଲୋକ ଆସି ଏଠାରେ ଚାହା ପିଇବାର ଦେଖାଯାଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.