ଏହି କାରଣ ପାଇଁ ମହେଶ ଭଟ୍ଟ ତାଙ୍କ ଝିଅ ପୂଜା ଭଟ୍ଟଙ୍କୁ ବିବାହ କରିବାକୁ ଚାହୁଁଥିଲେ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ବଲିଉଡର ଜଣାଶୁଣା ଡାଇରେକ୍ଟର ମହେଶ ଭଟ୍ଟ କେବଳ ନିଜ ଫିଲ୍ମ ପାଇଁ ନୁହେଁ ବରଂ ନିଜ ଜୀବନଶୈଳୀକୁ ନେଇ ମଧ୍ୟ ବହୁତ ଚର୍ଚ୍ଚିତ । ସେ ନିଜ ଜୀବନ ସହିତ ଜଡିତ ଆଶ୍ଚର୍ଯ୍ୟ କଥାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏହା ସହ ନିଜର କାର୍ଯ୍ୟକୁ ନେଇ ମଧ୍ୟ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଆପଣଙ୍କୁ ଆଜି ଆମେ ମହେଶ ଭଟ୍ଟଙ୍କ ଜୀବନର କିଛି ଏପରି କଥା କହିବୁ ଯାହା ଆପଣ ଆଗରୁ ଶୁଣିନଥିବେ ।

Did you know once Mahesh Bhatt wanted to marry his own daughter Pooja Bhatt?
Google

ପୁରା ବଲିଉଡ଼ରେ ମହେଶ ଭଟ୍ଟ ଅପଡେଟ ଡାଇରେକ୍ଟର ପାଇଁ ଜଣାଯାଇଥାନ୍ତି। ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଛି। ନିଜ ଫିଲ୍ମ ଓ ଡାଇରେକ୍ଟର ଛଡା ସେ ନିଜ ରଙ୍ଗୀନ ସ୍ୱଭାବ ପାଇଁ ମଧ୍ୟ ବହୁତ ପ୍ରସିଦ୍ଧ ଅଟନ୍ତି । ନିଜର ରଙ୍ଗୀନ ସ୍ୱଭାବ ପାଇଁ ମହେଶ ଭଟ୍ଟଙ୍କୁ ଅନେକ ସମୟରେ ଟ୍ରୋଲର ଶିକାର ହେବାକୁ ପଡିଥିଲା। ଏହା ସହିତ ଲଜ୍ଜିତ ହେବାକୁ ମଧ୍ୟ ପଡିଥିଲା। ମହେଶ ଭଟ୍ଟଙ୍କ ଜୀବନ ସହିତ ଜଡିତ କିଛି ଏପରି କାର୍ଯ୍ୟ ଅଛି ଯାହା ଆଜି ପର୍ଯ୍ୟନ୍ତ ତାଙ୍କୁ ସମସ୍ତଙ୍କ ସମ୍ନାରେ ଲଜ୍ଜିତ କରୁଛି।

ମାଗାଜିନର କଭର ପାଇଁ କରିଥିଲେ ପୂଜା ଭଟ୍ଟଙ୍କ ସହ ଲିପ ଲକ:

ସୂଚନା ଅନୁସାରେ ମହେଶ ଭଟ୍ଟ ନିଜ ଝିଅ ପୂଜା ଭଟ୍ଟଙ୍କ ସହ ଲିପ ଲକ କରିଥିଲେ। ଖବର ଅନୁସାରେ ସେ ମାଗାଜିନର କଭର ପାଇଁ ଲିପ ଲକ କରିଥିଲେ। ଯେବେ ସେ ମାଗାଜିନ ବହାରିଥିଲା ବାପା ଝିଅ ବହୁତ ଚର୍ଚ୍ଚାକୁ ଆସିଯାଇଥିଲେ।

Mahesh Bhatt Wanted To Marry His Own Daughter Pooja Because Of This
Google

ଏତିକି ହିଁ ନୁହେଁ ଏହି କଥାକୁ ନେଇ ବହୁତ ବିବାଦ ବି ହୋଇଥିଲା। ଯାହା ପରେ ମହେଶ ଭଟ୍ଟଙ୍କ ଅନେକ ବେଜ୍ଜତି ହୋଇଥିଲେ। ମହେଶ ଭଟ୍ଟଙ୍କ କାର୍ଯ୍ୟ ଏଠାରେ ଶେଷ ହୋଇନଥିଲା। ଏହା ସହ ସେ ନିଜ ଝିଅ ସହ ବିବାହକୁ ନେଇ ଅନେକ ଚର୍ଚ୍ଚାରେ ରହିଥିଲେ।

ପୂଜା ଭଟ୍ଟଙ୍କ ସହ ବିବାହ କରିବାକୁ ଚାହୁଁଥିଲେ ବାପା ମହେଶ ଭଟ୍ଟ:

ଲିପ ଲକ ଵାଲା ମାମଲା ପରେ ମହେଶ ଭଟ୍ଟ ବୟାନ ଦେଇଥିଲେ କି ଯଦି ପୂଜା ଭଟ୍ଟ ତାଙ୍କ ଝିଅ ହୋଇନଥାନ୍ତେ ତେବେ ସେ ତେବେ ସେ ପୂଜା ଭଟ୍ଟଙ୍କୁ ବାହା ହୋଇଥାନ୍ତେ। ଏହି ବୟାନ ପରେ ପୂଜା ଭଟ୍ଟ ଓ ମହେଶ ଭଟ୍ଟଙ୍କୁ ନେଇ ବିବାଦ ଆହୁରି ବଢିଗଲା। ଏହା ପରେ ମହେଶ ଭଟ୍ଟ ବି ସେହି ସମୟରେ ଡ଼ିପ୍ରେସନକୁ ଚାଲିଯାଇଥିଲେ। ମହେଶ ଭଟ୍ଟଙ୍କୁ ପୂଜା ଭଟ୍ଟଙ୍କ ସହ ବିବାହକୁ ନେଇ ମଧ୍ୟ ବୟାନ ଦେଇଥିଲେ।

Mahesh Bhatt wanted to marry his daughter Pooja Bhatt because of this
Google

ସେ କହିଥିଲେ କି,”ସେ ବିବାଦରେ ଫସି ଡ଼ିପ୍ରେସନର ଶିକାର ହୋଇଯାଇଥିଲେ। ଯାହା ପାଇଁ ସେ ଏହିଭଳି ବୟାନ ଦେଇଥିଲେ।” ମହେଶ ଭଟ୍ଟଙ୍କ ଏହିଭଳି ବୟାନ ଆଜି ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଓ ତାଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *