ଆଇପିଏଲରେ ଖରାପ ପ୍ରଦର୍ଶନ ପାଇଁ ମ୍ୟାକ୍ସୱେଲ ଏହି ଦୁଇ ଭାରତୀୟ ଖେଳାଳିଙ୍କୁ ଦର୍ଶେଇଲେ କାରଣ।

ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ଆଇପିଏଲରେ ଖରାପ ପ୍ରଦର୍ଶନ ପାଇଁ ଭୂମିକାରେ ପରିବର୍ତ୍ତନକୁ କାରଣ ଦର୍ଶେଇଲେ। ଯଦି ସେ ଦେଶ ପାଇଁ ଖେଳିଥାନ୍ତେ ତ ଭୂମିକା ସବୁବେଳେ ସ୍ପଷ୍ଟ ଥାଏ।

Google

କିଙ୍ଗସ ଏକାଦଶ ପଞ୍ଜାବର ଏହି ବ୍ୟାଟ୍ସମ୍ୟାନ ଆଇପିଏଲ ପୂର୍ବରୁ ଇଂଲଣ୍ଡ ଗସ୍ତରେ ଥିଲେ। ସେଠାରେ ସେ ୭ ନଂ ରେ ବ୍ୟାଟିଂ କରି ୯୦ ବଲରେ ୧୦୮ରନ କରି ଆଲେକ୍ସ କେରୀଙ୍କ ସହ ମ୍ୟାଚ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭେଇଥିଲେ।

ଯେବେ ମ୍ୟାକ୍ସୱେଲ ଦୁବାଇରେ ଥାଇ ପିଟିଆଇ ସହ କଥା ହେଲେ ଓ କହିଲେ କି ଅଷ୍ଟ୍ରେଲିଆ ତରଫରୁ ଖେଳିବା ସମୟରେ ନିଜ କ୍ଷମତାର ଅନୁଭବ ହେଲା। ହେଲେ ଆଇପିଏଲରେ ତାଙ୍କ ପ୍ରଦର୍ଶନ ଖରାପ ହେବାର କାରଣ କଣ। ଯାହାପରେ ମ୍ୟାକ୍ସୱେଲ କହିଲେ ଅଷ୍ଟ୍ରେଲିଆ ଓ ଆଇପିଏଲ ମଧ୍ୟରେ ତୁଳନା କରିବି ନାହିଁ। ସେ କହିଲେ କି ଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆ ଖେଳାଳି କେଉଁ ଭୂମିକାରେ ଖେଳନ୍ତି ଏହା ଭଲ ଭାବେ ଜଣାଅଛି। ଯାହା ସହ ମିଶି ଭଲ ଭାଗିଦାରୀ ହୁଏ ଟିମ ପାଇଁ ବଡ ସ୍କୋର ହୋଇଯାଏ।

Google

ଆଇପିଏଲରେ ମ୍ୟାକ୍ସୱେଲ ନିଜ ପ୍ରଦର୍ଶନକୁ ନେଇ କହିଲେ କି ଆଇପିଏଲରେ ଅଧିକାଂଶ ମ୍ୟାଚରେ ମୋର ଭୂମିକା ବଦଳିଯାଉଛି। କାହିଁକିନା ବହୁତ ଟିମ ନିଜ ଖେଳାଳିଙ୍କୁ ଅଦଳ ବଦଳ କରୁଛି। ସେହିପରି ଅଷ୍ଟ୍ରେଲିଆରେ ସବୁ ମ୍ୟାଚ ଏକ ସମାନ ଭଳି ହୋଇଥାଏ। ଯେଉଁଥିରେ ସମସ୍ତେ ସମସ୍ତଙ୍କ ଭୂମିକା ଖୁବ ଭଲ ଭାବରେ ଜାଣିଛନ୍ତି। ଯାହାଦ୍ଵାରା ପ୍ରଦର୍ଶନ ଭଲ ହୋଇଥାଏ।

ଆଇପିଏଲରେ ହୁଏ ସବୁବେଳେ ଅଦଳ-ବଦଳ:-

ମ୍ୟାକ୍ସୱେଲ ନିଜ ଟିମରେ ସବୁବେଳେ ୫ନଂରେ ବ୍ୟାଟିଂ କରିବାକୁ ଆସନ୍ତି। ସେ କହିଛନ୍ତି କି ମୋର ଭୂମିକା ପ୍ରଥମ ଚାରି ବ୍ୟାଟ୍ସମ୍ୟାନଙ୍କ ସମର୍ଥନ କରିବା ହୋଇଥାଏ।ଆଉ ଯଦି ଦୁଇ ମାସ ମଧ୍ୟରେ ଟିମରେ ବହୁତ ଅଦଳବଦଳ ହୁଏ ଯାହାପରେ ଆପଣ ଚାହିଁବେ ତ ଟିମରେ ସଂତୁଳିତ ହୋଇରହିବା ପାଇଁ । ଯେବେ ଟୁର୍ଣ୍ଣାମେଣ୍ଟ ଷ୍ଟାର୍ଟ ହୁଏ ନିଜ ଟିମ ଚୟନ ପରେ ଯେବେ ଆଗକୁ ଗଲେ ଜଣାପଡେ କି ଟିମ ସନ୍ତୁଳିତ ହୋଇନାହିଁ।

Google

ମ୍ୟାକ୍ସୱେଲ କହିଛନ୍ତି କି ଆଇପିଏଲରେ ମୋର ଭୂମିକା ବହୁତ କମ। ଲୋକ କହୁଛନ୍ତି ପ୍ରଦର୍ଶନ ଖରାପ କାହିଁକି ହେଉଛି ହେଲେ ମୁଁ ମୋ ଚେଷ୍ଟାରେ କିଛି କମି ରଖିନାହିଁ।ମୁଁ ସେତିକି ପ୍ରୟାସ କରିଛି ଯେତିକି ଏକ ପ୍ଲେୟାର ତାର ଟିମ ପାଇଁ କରିଥାଏ। ମ୍ୟାକ୍ସୱେଲ ୨୦୧୪ ରେ ୫୫୨ ରନ କରି କିଙ୍ଗସ ଏକାଦଶ ପଞ୍ଜାବକୁ ଫାଇନାଲରେ ପହଞ୍ଚେଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *