ଝାରସୁଗୁଡା ଜିଲ୍ଲାରେ ମେଡିକାଲ ଅଫିସର ଏବଂ ସ୍ୱାସ୍ଥ୍ୟ କର୍ମୀ ପଦବୀରେ ନିଯୁକ୍ତି

ଝାରସୁଗୁଡା ଜିଲ୍ଲାରେ ପଲମୋଲୋଜୀଷ୍ଟ, ଆନାସ୍ଥେଟିଷ୍ଟ ଏବଂ ମେଡିକାଲ ଅଫିସର ପଦବୀରେ ନିଯୁକ୍ତି, ନୀତିଦିନ, ନିୟୁଜ୍, Daily News, Nitidina, Corona Virus, Job Updates

ଝାରସୁଗୁଡା ଜିଲ୍ଲାରେ ମେଡିକାଲ ଅଫିସର ଏବଂ ସ୍ୱାସ୍ଥ୍ୟ କର୍ମୀ ପଦବୀରେ ନିଯୁକ୍ତି

କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ଝାରସୁଗୁଡା ଜିଲ୍ଲା ରେ ପଲମୋଲୋଜୀଷ୍ଟ, ଆନାସ୍ଥେଟିଷ୍ଟ ଏବଂ ମେଡିକାଲ ଅଫିସର ଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଚୁକ୍ତିଭିତ୍ତକ ନିଯୁକ୍ତି, ୪ ମାସ  ଯାଏ ଚୁକ୍ତିଭିତ୍ତକ। ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୧୫ କିମ୍ବା ଅନ୍ୟ ଯେ କୌଣସି ସରକାରୀ କାର୍ଯ୍ୟକାରୀ ଦିନ ରେ ଇଣ୍ଟରଭିଉ ପାଇଁ ଆସିପାରିବେ ।

ଝାରସୁଗୁଡା ଜିଲ୍ଲାରେ ପଲମୋଲୋଜୀଷ୍ଟ, ଆନାସ୍ଥେଟିଷ୍ଟ ଏବଂ ମେଡିକାଲ ଅଫିସର ପଦବୀରେ ନିଯୁକ୍ତି

ପଦବୀ ର ନାମ:

ପଲମୋନାରୀ

ଆନେସ୍ଥେସିଆ

ମେଡିକାଲ ଅଫିସର (ଏମବିବିଏସ)

ସମୁଦାୟ ପଦବୀ ସଂଖ୍ୟା: ୦୯

ଇଣ୍ଟରଭିଉ ତାରିଖ: ଆସନ୍ତା ଏପ୍ରିଲ୍ ୧୫ କିମ୍ବା ଅନ୍ୟ ଯେ କୌଣସି ସରକାରୀ କାର୍ଯ୍ୟକାରୀ ଦିନ ରେ ଇଣ୍ଟରଭିଉ ପାଇଁ ଆସିପାରିବେ ।

ଝାରସୁଗୁଡା ଜିଲ୍ଲାରେ ପଲମୋଲୋଜୀଷ୍ଟ, ଆନାସ୍ଥେଟିଷ୍ଟ ଏବଂ ମେଡିକାଲ ଅଫିସର ପଦବୀରେ ନିଯୁକ୍ତି, ନୀତିଦିନ, ନିୟୁଜ୍, Daily News, Nitidina, Corona Virus, Job Updates

ଆବେଦନ ପ୍ରକ୍ରିୟା: ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ପ୍ରମାଣପତ୍ର ସହ ଓ୍ୱାକ୍ ଇନ୍ ଇଣ୍ଚରଭ୍ୟୁରେ ଯୋଗ ଦେଇପାରିବେ। ଆପ୍ଲିକେସନ ଫର୍ମ ସହିତ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ନେଇକି ଯିବାକୁ ପଡିବ ।

ଆପ୍ଲିକେସନ ଫର୍ମ ପଠେଇବା ପାଇଁ ଇମେଲ (Email Id): cdmojharsuguda@gmail.com 

ଦରମା:

ଦରମା ଆଲୋଚନା ରେ ଜଣା ପଡିବ ଏବଂ ରହିବାପାଇଁ ଘର ମିଳିବ

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *