ମେରଟର ଏସଏସପି ଅଜୟ ସାହାନି କହିଛନ୍ତି ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହି କାରକୁ ବି ଜବତ କରାଯାଇଛି ଯେଉଁଥିରେ ଏହି ପୁରା ଘଟଣା ଘଟିଥିଲା । ପୋଲିସ ସବୁ ଆଡୁ ତଦନ୍ତ କରୁଛି ।
●କାରରେ ମହିଳାଙ୍କୁ ରେପ ମାମଲା ସାମ୍ନାକୁ ଆସିଛି ।
●ତିନିଜଣ ରେପ କରିଥିବା ହୋଇଛି ଅଭିଯୋଗ ।
●ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଉତ୍ତରପ୍ରଦେଶରେ ରେପ୍ ଘଟଣା ଲଗାତର ସାମ୍ନାକୁ ଆସୁଛି । ସୀତାପୁର ଓ ବଲିଆ ପରେ ଏବେ ମେରଟରେ ମହିଳାଙ୍କୁ କାରରେ ଗ୍ୟାଙ୍ଗରେପ ମାମଲା ସାମ୍ନାକୁ ଆସିଛି । ମହିଳା ଜଣଙ୍କ ଏକ ବେସରକାରୀ ମେଡ଼ିକାଲରେ କାମ କରନ୍ତି । ସେ ଯେବେ ଘରକୁ ଯାଉଥିଲେ ସେହି ସମୟରେ ଏହି ଘଟଣା ଘଟିଛି । ଏହି ଘଟଣା ସୋମବାର ରାତିର ଅଟେ । ତିନିଜଣ ବ୍ୟକ୍ତିଙ୍କ ଉପରେ ମହିଳାଙ୍କୁ ରେପର ଅଭିଯୋଗ କରାଯାଇଛି ।

ମେରଟର ଏସଏସପି ଅଜୟ ସାହାନି କହିଛନ୍ତି ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହି କାରକୁ ବି ଜବତ କରାଯାଇଛି ଯେଉଁଥିରେ ଏହି ପୁରା ଘଟଣା ଘଟିଥିଲା । ପୋଲିସ ସବୁ ଆଡୁ ତଦନ୍ତ କରୁଛି ।
କୁହାଯାଉଛିକି ଫୋନ କଲ ଦ୍ଵାରା ବନ୍ଧୁତା ହେବା ପରେ ମହିଳାଙ୍କ ସହିତ ଧୋକା କରାଯାଇଛି । ଅଭିଯୋଗ ଏହାକି ପ୍ରେମିକ ନିଜର ଦୁଇ ସାଙ୍ଗ ମାନଙ୍କ ସହିତ ମିଶିକି ଏହି ରେପ କରିଛି । ଏହା ଥାନା ମେଡ଼ିକାଲ କ୍ଷେତ୍ରର ମାମଲା ଅଟେ । ମହିଳା ଜଣଙ୍କ ଏକ ମେଡ଼ିକାଲର ଆୟା ଅଟନ୍ତି ।
କହିରଖିବୁ ବି ଏହା ପୂର୍ବରୁ ସୀତାରାମପୁରର କିଶୋରୀରେ ଗ୍ୟାଙ୍ଗରେପ ମାମଲା ସାମ୍ନାକୁ ଆସିଥିଲା । ସେହି ଅଞ୍ଚଳର ୫ ଜଣଙ୍କ ଉପରେ ଗ୍ୟାଙ୍ଗରେପର ଅଭିଯୋଗ କରାଯାଇଥିଲା ।ଅଭିଯୋଗ ଏହାଥିଲା କି ରେପ ପରେ ଅଭିଯୁକ୍ତ ମାନେ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ କରିଥିଲେ । ପିଡ଼ିତା ଜଣକ ପୋଲିସ ଉପରେ ମଧ୍ୟ ଏକ ସପ୍ତାହ ଡେରୀର ଅଭିଯୋଗ କରିଛନ୍ତି । ଏହି ମାମଲାରେ ଜଣେ ବରିଷ୍ଠ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଯେବେକି ଅନ୍ୟମାନଙ୍କୁ ଖୋଜାଚାଲିଛି ।

ଏହିପରି ବଲିଆରେ ବି ଏକ ଗ୍ୟାଙ୍ଗରେପ ଘଟଣା ସାମ୍ନାକୁ ଆସିଥିଲା । କୁହାଯାଇଛିକି ଅଭିଯୁକ୍ତ ମାନେ ପ୍ରଥମେ ପିଡିତାଙ୍କୁ ମାରପିଟ କରିବା ପରେ ସାମୁହିକ ରେପ କରିଥିଲେ । ଜିଲ୍ଲାର ଏସିପି କହିଛନ୍ତି ଏହି ମାମଲାର କେସ ଦାଖଲ କରାଯାଇଛି ଓ ଅଭିଯୁକ୍ତ ମାନଙ୍କୁ ଖୋଜାଯାଉଛି ।
ଆଜିକାଲି ଏହିପରି ମାମଲା ବଢ଼ିବାରେ ଲାଗିଛି । ଆପଣମାନେ ଅନେକ ସ୍ଥାନରେ ଶୁଣିଥିବେ କୋଉଠି ଛୋଟ ଛୁଆଙ୍କୁ ବି ରାକ୍ଷସ ମାନେ ଛାଡିନାହାନ୍ତି । ଏଥିପାଇଁ ସରକାରଙ୍କ କିଛି କଠୋର ପଦକ୍ଷେପ ନେବାକୁ ହେବ । ଯଦି ଏହିପରି ଚାଲିବ ତେବେ ମହିଳାମାନେ ସୁରକ୍ଷିତ ଭାବେ ଏହି ସମାଜରେ ଚଳିପାରିବେ ନାହିଁ । ଯଦି ଏହିପରି କରୁଥିବା ଲୋକଙ୍କୁ କଠୋର ଶାସ୍ତି ଦିଆଯିବ ତେବେ ହୁଏତ ଏପରି କରିବା ପାଇଁ କେହି ଭାବିବେନି । ଏହା ସହିତ ଆଜିକାଲି ମହିଳାମାନଙ୍କୁ ମଧ୍ୟ ସତର୍କ ରହିବାକୁ ପଡିବ । ଏମିତି ଭାବେ ସେହି ରାକ୍ଷାସ ମାନଙ୍କୁ କଠୋର ରୁ କଠୋର ଦଣ୍ଡ ଦେବା ଆବଶ୍ୟକ । ଯେଉଁବି ପରିସ୍ଥିତି ହେଉ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ଆବଶ୍ୟକ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।