ମେରଟ: ପ୍ରେମିକ ଫୋନ କରି ମହିଳାଙ୍କୁ ଡକାଇଲା, ଦୁଇ ସାଙ୍ଗ ସହିତ ମିଶି କଲେ ଗ୍ୟାଙ୍ଗରେପ ।

meerut-woman-alleges-lover-call-and-gangrape-with-friends-up-police-arrested, ମେରଟ: ପ୍ରେମିକ ଫୋନ କରି ମହିଳାଙ୍କୁ ଡକାଇଲା, ଦୁଇ ସାଙ୍ଗଙ୍କ ସହିତ ମିଶି କଲେ ଗ୍ୟାଙ୍ଗରେପ ।, UP Police, Meerut, UP, Nitidina, Uttar Pradesh

ମେରଟର ଏସଏସପି ଅଜୟ ସାହାନି କହିଛନ୍ତି ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହି କାରକୁ ବି ଜବତ କରାଯାଇଛି ଯେଉଁଥିରେ ଏହି ପୁରା ଘଟଣା ଘଟିଥିଲା । ପୋଲିସ ସବୁ ଆଡୁ ତଦନ୍ତ କରୁଛି ।

●କାରରେ ମହିଳାଙ୍କୁ ରେପ ମାମଲା ସାମ୍ନାକୁ ଆସିଛି ।

●ତିନିଜଣ ରେପ କରିଥିବା ହୋଇଛି ଅଭିଯୋଗ ।

●ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଉତ୍ତରପ୍ରଦେଶରେ ରେପ୍ ଘଟଣା ଲଗାତର ସାମ୍ନାକୁ ଆସୁଛି । ସୀତାପୁର ଓ ବଲିଆ ପରେ ଏବେ ମେରଟରେ ମହିଳାଙ୍କୁ କାରରେ ଗ୍ୟାଙ୍ଗରେପ ମାମଲା ସାମ୍ନାକୁ ଆସିଛି । ମହିଳା ଜଣଙ୍କ ଏକ ବେସରକାରୀ ମେଡ଼ିକାଲରେ କାମ କରନ୍ତି । ସେ ଯେବେ ଘରକୁ ଯାଉଥିଲେ ସେହି ସମୟରେ ଏହି ଘଟଣା ଘଟିଛି । ଏହି ଘଟଣା ସୋମବାର ରାତିର ଅଟେ । ତିନିଜଣ ବ୍ୟକ୍ତିଙ୍କ ଉପରେ ମହିଳାଙ୍କୁ ରେପର ଅଭିଯୋଗ କରାଯାଇଛି ।

Meerut-woman-alleges-lover-call-and-gangrape-with-friends-up-police-arrested
Google

ମେରଟର ଏସଏସପି ଅଜୟ ସାହାନି କହିଛନ୍ତି ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହି କାରକୁ ବି ଜବତ କରାଯାଇଛି ଯେଉଁଥିରେ ଏହି ପୁରା ଘଟଣା ଘଟିଥିଲା । ପୋଲିସ ସବୁ ଆଡୁ ତଦନ୍ତ କରୁଛି ।

କୁହାଯାଉଛିକି ଫୋନ କଲ ଦ୍ଵାରା ବନ୍ଧୁତା ହେବା ପରେ ମହିଳାଙ୍କ ସହିତ ଧୋକା କରାଯାଇଛି । ଅଭିଯୋଗ ଏହାକି ପ୍ରେମିକ ନିଜର ଦୁଇ ସାଙ୍ଗ ମାନଙ୍କ ସହିତ ମିଶିକି ଏହି ରେପ କରିଛି । ଏହା ଥାନା ମେଡ଼ିକାଲ କ୍ଷେତ୍ରର ମାମଲା ଅଟେ । ମହିଳା ଜଣଙ୍କ ଏକ ମେଡ଼ିକାଲର ଆୟା ଅଟନ୍ତି ।

କହିରଖିବୁ ବି ଏହା ପୂର୍ବରୁ ସୀତାରାମପୁରର କିଶୋରୀରେ ଗ୍ୟାଙ୍ଗରେପ ମାମଲା ସାମ୍ନାକୁ ଆସିଥିଲା । ସେହି ଅଞ୍ଚଳର ୫ ଜଣଙ୍କ ଉପରେ ଗ୍ୟାଙ୍ଗରେପର ଅଭିଯୋଗ କରାଯାଇଥିଲା ।ଅଭିଯୋଗ ଏହାଥିଲା କି ରେପ ପରେ ଅଭିଯୁକ୍ତ ମାନେ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ କରିଥିଲେ । ପିଡ଼ିତା ଜଣକ ପୋଲିସ ଉପରେ ମଧ୍ୟ ଏକ ସପ୍ତାହ ଡେରୀର ଅଭିଯୋଗ କରିଛନ୍ତି । ଏହି ମାମଲାରେ ଜଣେ ବରିଷ୍ଠ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଯେବେକି ଅନ୍ୟମାନଙ୍କୁ ଖୋଜାଚାଲିଛି ।

Meerut-woman-alleges-lover-call-and-gangrape-with-friends-up-police-arrested
Google

ଏହିପରି ବଲିଆରେ ବି ଏକ ଗ୍ୟାଙ୍ଗରେପ ଘଟଣା ସାମ୍ନାକୁ ଆସିଥିଲା । କୁହାଯାଇଛିକି ଅଭିଯୁକ୍ତ ମାନେ ପ୍ରଥମେ ପିଡିତାଙ୍କୁ ମାରପିଟ କରିବା ପରେ ସାମୁହିକ ରେପ କରିଥିଲେ । ଜିଲ୍ଲାର ଏସିପି କହିଛନ୍ତି ଏହି ମାମଲାର କେସ ଦାଖଲ କରାଯାଇଛି ଓ ଅଭିଯୁକ୍ତ ମାନଙ୍କୁ ଖୋଜାଯାଉଛି ।

ଆଜିକାଲି ଏହିପରି ମାମଲା ବଢ଼ିବାରେ ଲାଗିଛି । ଆପଣମାନେ ଅନେକ ସ୍ଥାନରେ ଶୁଣିଥିବେ କୋଉଠି ଛୋଟ ଛୁଆଙ୍କୁ ବି ରାକ୍ଷସ ମାନେ ଛାଡିନାହାନ୍ତି । ଏଥିପାଇଁ ସରକାରଙ୍କ କିଛି କଠୋର ପଦକ୍ଷେପ ନେବାକୁ ହେବ । ଯଦି ଏହିପରି ଚାଲିବ ତେବେ ମହିଳାମାନେ ସୁରକ୍ଷିତ ଭାବେ ଏହି ସମାଜରେ ଚଳିପାରିବେ ନାହିଁ । ଯଦି ଏହିପରି କରୁଥିବା ଲୋକଙ୍କୁ କଠୋର ଶାସ୍ତି ଦିଆଯିବ ତେବେ ହୁଏତ ଏପରି କରିବା ପାଇଁ କେହି ଭାବିବେନି । ଏହା ସହିତ ଆଜିକାଲି ମହିଳାମାନଙ୍କୁ ମଧ୍ୟ ସତର୍କ ରହିବାକୁ ପଡିବ । ଏମିତି ଭାବେ ସେହି ରାକ୍ଷାସ ମାନଙ୍କୁ କଠୋର ରୁ କଠୋର ଦଣ୍ଡ ଦେବା ଆବଶ୍ୟକ । ଯେଉଁବି ପରିସ୍ଥିତି ହେଉ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ଆବଶ୍ୟକ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published.