ଅଫିସ ମିଟିଙ୍ଗ ପରେ ମାଇକ ବନ୍ଦ କରିବା ଭୁଲି ଯାଇଥିଲା ଝିଅଟି, ସାଙ୍ଗସହ ହେଲେ ଏମିତି ପ୍ରସନାଲ କଥାବାର୍ତ୍ତା । ଶୁଣନ୍ତୁ ଅଡିଓ ।

କୋରନା ଭାଇରସ କାରଣରୁ ସ୍କୁଲ କଲେଜ ସବୁ ବନ୍ଦ।ଅନେକ କାମ ଘରେ ହିଁ କରାଯାଉଛି ଓ ପାଠପଢା ଅନ୍ଲାଇନ କ୍ଳାସ ଦ୍ଵାରା କରାଯାଉଛି। ଏପରି ପରିସ୍ଥିତିରେ ଅନେକ ଲୋକ ମିଟିଙ୍ଗ ବା ଅନ୍ଲାଇନ କ୍ଳାସ ଦ୍ଵାରା ଅସୁବିଧାର ସାମ୍ନା କରିଛନ୍ତି। ଅନେକ ଥର ଅନେକ ଲୋକ ମାଇକ ବା କ୍ୟାମେରା ବନ୍ଦ କରିବା ଭୁଲି ଯାଇଥାନ୍ତି ଓ କଥା ସମସ୍ତେ ଶୁଣିଥାନ୍ତି। ଏପରି ଅନେକ ମାମଲା ପୂର୍ଵ କିଛି ମାସରୁ ଆଗକୁ ଆସିଛି। ବର୍ତ୍ତମାନ ଶ୍ୱେତା ନାମକ ଝିଅର ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଭାଇରାଲ ଅଡ଼ିଓରେ ଶୁଣାଯାଇପାରିବ କି ଶ୍ୱେତା ନାମକ ଜଣେ ଝିଅ ଜୁମ ମିଟିଙ୍ଗ ସମୟରେ ନିଜ ଅଡ଼ିଓ ବନ୍ଦ କରିବାକୁ ଭୁଲି ଯାଇଥିଲା। ଏହା ପରେ ସେ ଫୋନରେ ନିଜର ଏକ ସାଙ୍ଗସହ ପ୍ରସନାଲ ଗପ କରିବାକୁ ଲାଗେ। ଏହି ସମୟରେ ସେ ଏକ ଅଫେୟାର ବିଷୟରେ ନିଜ ସାଙ୍ଗକୁ କହିଥାଏ ଓ ମିଟିଙ୍ଗରେ ବସିଥିବା ସବୁଲୋକ ଏହାକୁ ଶୁଣିଥାନ୍ତି। ଏହି ସମୟରେ ତାଙ୍କର କିଛି ସାଥି କହିଥାନ୍ତି ମାଇକ ବନ୍ଦ କରିଦିଅ ଶ୍ୱେତା , ଶ୍ୱେତା ମାଇକ ବନ୍ଧ କରିଦିଅ ସମସ୍ତେ କହିଥାନ୍ତି କିନ୍ତୁ ଝିଅଟିକୁ କାହାର କଥା ଶୁଣାଯାଉନଥାଏ ସେ ନିଜ କଥା ହେବାରେ ଲାଗିଥାଏ।ଏହି ସମୟରେ ଅନେକ ଲୋକ କହିଛନ୍ତି ଶ୍ୱେତାକୁ କଲ କର ଯାହା ଦ୍ୱାରା ସେ ମାଇକ ବନ୍ଦ କରିବାରେ ସକ୍ଷମ ହେବେ।

ଘରେ କାମ ହେବା ଦ୍ଵାରା ଏହିପରି ଅନେକ ମାମଲା ସାମ୍ନାକୁ ଆସିଛି। ଅଳ୍ପ ଦିନ ତଳେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ବ୍ୟକ୍ତି ଜୁମ ଆପରେ ମିଟିଙ୍ଗ କରୁଥିଲା। ଏହି ସମୟରେ ତାର ପତ୍ନୀ ଆସିଥାଏ ଓ ତାକୁ କିସ କରିବାକୁ ଚେଷ୍ଟା କରିଥାଏ। ସ୍ୱାମୀ ନିଜ ମୁହଁ ପଛକୁ କରି କହିଥାଏ ,”ଅନ ଅଟେ ପାଗଳ, ହ୍ଵାର୍ଟ ନନସେନ୍ସ ,କ୍ୟାମେରା ଇଜ ଅନ”। ଏହି ବ୍ୟବହାର ପରେ ବ୍ୟକ୍ତି ଜଣକ ଲଜ୍ୟା ଅନୁଭବ କଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *