microATM କଣ? ଯେଉଁଠି ଆପଣ ଘରେ ବସି ବ୍ୟାଙ୍କରୁ ଉଠେଇ କରିପାରିବେ ଟଙ୍କା । ଅନ୍ୟ ଆକାଉଣ୍ଟକୁ ପଠେଇ ମଧ୍ୟ ପାରିବେ ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ମାନେ ଏନପିସିଆଇ ଆଧାର ସକ୍ଷମ ଭୁଗତାତ୍ ପ୍ରଣାଳୀ ଏଇପି ଏସ ଆଣିକି ଆସିଛି । ଯାହାର ବ୍ୟବହାର ମାଇକ୍ରୋଏଟିଏମ ଜରିଆରେ ଘରେ ବସି ବ୍ୟାଙ୍କ ସହ ଜଡିତ ସବୁ କାମ କରିପାରିବେ ।

ଆମ ଦେଶରେ ଏମିତି ଲୋକ ଅଛନ୍ତି ଯେଉଁମାନେ ବ୍ୟାଙ୍କ ଜଡିତ କାମ କରିବା ପାଇଁ ଘର ଠାରୁ ଦୂରକୁ ଯାଇଥାନ୍ତି । ଖାସ କରି ଗ୍ରାମାଞ୍ଚଳରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳେ । ହେଲେ ଏହି ସମସ୍ୟାର ସମାଧାନ ପାଇଁ ଏନପିସିଆଇ ଆଧାର ସକ୍ଷମ ଭୁଗତାତ୍ ପ୍ରଣାଳୀ ଏଇପିଏସ ଆଣିକି ଆସିଛି ।

Aadhaar-based MicroATMs provides card-less, PIN-less banking
Google

ବ୍ୟାଙ୍କ ଦ୍ୱାରା ସଞ୍ଚଳିତ ଏହା ଏମିତି ଏକ ମଡେଲ ଅଟେ,ଯାହା ଆଧାର କାର୍ଡ ଜରିଆରେ କୌଣସି ବ୍ୟାଙ୍କର ବ୍ୟାପାର ସମ୍ବାଦଦାତା ମାଧ୍ୟମରେ ମାଇକ୍ରୋଏଟିମ ଜରିଆରେ ଅନଲାଇନ ଇଣ୍ଟର ଅପରିବୁଲ ବିତିୟ ସମାବେଶନ ନେବା ଦେବାର ଅନୁମତି ଦେଇଛନ୍ତି। ଏଥିରେ ବିତିୟ ନେବାଦେବା,ଇ-କେୱାଇସି,ଜନ ସାଂକ୍ଷିକୀୟ ପ୍ରମାଣିକରଣ, ଗ୍ରାହକ ପ୍ରମାଣିକରଣ ପାଇଁ ଉଇଡ଼ାଇ ଡେଟାବେଶରେ ବାୟୋମେଟ୍ରି ବିବରଣୀର ଉପଯୋଗ ବିନା କୌଣସି ଅସୁବିଧାରେ ଦେଶର କୋଣ ଅନୁକୋଣରେ କୌଣସି ଲୋକ କୌଣସି ବ୍ୟାଙ୍କରୁ ନବା ଆଣିବା ସହଜରେ କରିପାରିବ।

ଏମିତି ହୁଏ କାମ ସହଜ:

ଯଦି ଆପଣଙ୍କ ଗ୍ରାମରେ ବ୍ୟାଙ୍କ ନାହିଁ ବ୍ୟାଙ୍କ କାମ କରିବା ପାଇଁ ଆପଣଂକୁ ଦୂରକୁ ଯିବାକୁ ପଡେ ତ ତେବେ ଅବେ ଆପଣଙ୍କ କାମ ସହଜ ହେବ।ଏଥିପାଇଁ ଆପଣଂକୁ ବ୍ୟାଙ୍କର ସମ୍ବାଦଦାତାଙ୍କ ପାଖକୁ ଯିବାକୁ ହେବ ଓ ଆଧାର ସଂଖ୍ୟା ନେବା ଦେବାର ପ୍ରକାର ,ବ୍ୟାଙ୍କର ନାମ ଓ ଜମାଥିବା ରାଶି କହିବାକୁ ପଡିବ। ଏହାପରେ ଆପଣଂକୁ ମାଇକ୍ରୋ ଏଟିଏମରେ ନିଜର ଫିଙ୍ଗରପ୍ରିଣ୍ଟିଂ ଦେବାର ଅଛି।ଏହାପରେ ବ୍ୟାପାର ସମ୍ବାଦ ଦାତା ଆପଣଂକୁ ଏକ ରସିଦ ଦେବ।ଯାହାକୁ ଦାୟୀତ୍ୱରେ ରଖିବାକୁ ହେବ। ଏହାପରେ ବାଲାନ୍ସ ଇନକ୍ୱାରି, କେସ ଉଇଦ୍ରାଲ,କେସ ଦିପୋଜିଟ,ମିନି ଷ୍ଟେସମେଣ୍ଟ ମୋବାଇଲ ନମ୍ବର ସହଜରେ ଅପଡେଟ କରିହବ।

रिलायंस जियो का माइक्रो एटीएम, जानिए इससे कैसे होगा कैश निकालना आसान - jio money micro atm is here how it can be beneficial for cash transaction - AajTak
Google
ସୁରକ୍ଷିତ ଅଛି ନେବା ଦେବା:

ଏହି ସର୍ଭିସ ଜରିଆରେ ଏବେ ଆଧାର ଓ ଆକାଉଣ୍ଟ ନମ୍ବର, ଜରିଆରେ କୌଣସି ଖାତାରେ ପଇସା ପଠେଇହବ। ଆପଣ ଇ-KYC ମାଧ୍ୟମରେ କୋୖଣସି ଖାତା ଖୋଲିପରିବେ। ଖାତା ଖୋଲିବା ପାଇଁ ଇ-KYC କରିବାକୁ ହେବ। କହିରଖୁଛୁ କି ଏଇପିଏସ ୧୦୦% ସୁରକ୍ଷିତ। ଯାହା ଆଧାର ଜରିଆରେ ବ୍ୟାକିଂକୁ ସହଜ କରିଦିଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର କୋଣ ଅନୁକୋଣରେ ରହୁଥିବା ଲୋକଙ୍କ ପାଖରେ ବ୍ୟାକିଙ୍ଗର ମୁଖ୍ୟ ଧାରାକୁ ଆଣିବା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *