ଦୁନିଆରେ ଅଦ୍ଭୁତ ରେକର୍ଡ କଲେ କାନାଡ଼ାର ଏହି ବ୍ୟକ୍ତି, ୯.୭୨ସେକେଣ୍ଡରେ ଖାଇଦେଲେ ଏତିକି ଲଙ୍କା। ଦେଖନ୍ତୁ ଭିଡିଓ।

କଣ ଆପଣ କେବେ ଶୁଣିଛନ୍ତିକି ଲଙ୍କା ଖାଇବା ଦ୍ଵାରା କାହାର ମୃତ୍ୟୁ ହୋଇଯାଇଥାଏ? ଏହା ପୁରା ସତ କି ଲଙ୍କା ଖାଇବା ଦ୍ଵାରା ମଧ୍ୟ ମୃତ୍ୟୁ ହୋଇଯାଇଥାଏ। କଣ ଆପଣ କେବେ ରିପର କଳା ଲଙ୍କାର ନାମ ଶୁଣିଛନ୍ତି ବା ତାକୁ ଖାଇବାକୁ ଚେଷ୍ଟା କରିଛନ୍ତି? କଣ ଆପଣ ଜାଣିଛନ୍ତି ସାଧାରଣ ଲଙ୍କା ତୁଳନାରେ ରିପର କଳା ଲଙ୍କା ୧୫୦୦ ଗୁଣ ଅଧିକ ରାଗ। ଅଳ୍ପଦିନ ତଳେ କାନାଡ଼ାର ଏକ ବ୍ୟକ୍ତି ମାତ୍ର ୧୦ ସେକେଣ୍ଡରେ ୩ଟି ରିପର କଳା ଲଙ୍କା ଖାଇ ନିଜେ ତିଆରି କରିଥିବା ତିନୋଟି ଗିନୀଯ ବିଶ୍ୱ ରେକର୍ଡକୁ ଭାଙ୍ଗିଦେଇଛନ୍ତି।

Google

ରିପର କଳାଲଙ୍କା କେତେ ରାଗ ଏହାର ଅନୁମାନ ଆପଣ ଏହି କଥାରୁ ଲଗାଇ ପାରିଥିବେ କି ଜଣେ ବ୍ୟକ୍ତି ଏହି ଲଙ୍କାକୁ ଖାଇବା ଦ୍ଵାରା ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡିଥିଲା କିନ୍ତୁ କାନାଡ଼ାରେ ରହୁଥିବା ମାଇକ ଜ୍ୟାକ କେବଳ କଣ ଆପଣ କେବେ ଶୁଣିଛନ୍ତିକି ଲଙ୍କା ଖାଇବା ଦ୍ଵାରା କାହାର ମୃତ୍ୟୁ ହୋଇଯାଇଥାଏ? ଏହା ପୁରା ସତ କି ଲଙ୍କା ଖାଇବା ଦ୍ଵାରା ମଧ୍ୟ ମୃତ୍ୟୁ ହୋଇଯାଇଥାଏ। କଣ ଆପଣ କେବେ ରିପର କଳା ଲଙ୍କାର ନାମ ଶୁଣିଛନ୍ତି ବା ତାକୁ ଖାଇବାକୁ ଚେଷ୍ଟା କରିଛନ୍ତି? କଣ ଆପଣ ଜାଣିଛନ୍ତି ସାଧାରଣ ଲଙ୍କା ତୁଳନାରେ ରିପର କଳା ଲଙ୍କା ୧୫୦୦ ଗୁଣ ଅଧିକ ରାଗ। ଅଳ୍ପଦିନ ତଳେ କାନାଡ଼ାର ଏକ ବ୍ୟକ୍ତି ମାତ୍ର ୧୦ ସେକେଣ୍ଡରେ ୩ଟି ରିପର କଳା ଲଙ୍କା ଖାଇ ନିଜେ ତିଆରି କରିଥିବା ତିନୋଟି ଗିନୀଯ ବିଶ୍ୱ ରେକର୍ଡକୁ ଭାଙ୍ଗିଦେଇଛନ୍ତି।

ରିପର କଳାଲଙ୍କା କେତେ ରାଗ ଏହାର ଅନୁମାନ ଆପଣ ଏହି କଥାରୁ ଲଗାଇ ପାରିଥିବେ କି ଜଣେ ବ୍ୟକ୍ତି ଏହି ଲଙ୍କାକୁ ଖାଇବା ଦ୍ଵାରା ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡିଥିଲା କିନ୍ତୁ କାନାଡ଼ାରେ ରହୁଥିବା ମାଇକ ଜ୍ୟାକ କେବଳ ୯.୭୨ ସେକେଣ୍ଡରେ ତିନୋଟି ରିପର କଳାଲଙ୍କା ଖାଇ ବିଶ୍ୱ ରେକର୍ଡ କରିଛନ୍ତି।

କହିରଖିବୁକି ଯଦି କୌଣସି ବ୍ୟକ୍ତି ରିପର କଳାଲଙ୍କାଲୁ ଗୋଟେ ଥରେ ଖାଇଦେଇଥାଏ ତ ତାର ତଣ୍ଟି ପୁରା ସୁଖୀଯାଇଥାଏ ,ବାନ୍ତି ହେବାରେ ଲାଗିଥାଏ ଓ ବେକ ଓ ମୁଣ୍ଡରେ ଭୟାନକ ଦରଜ ହେବାରେ ଲାଗିଥାଏ। ଏହା ଗୋଟେ ବା ଦୁଇ ଦିନ ପର୍ଯ୍ୟନ୍ତ ନୁହେଁ ଅନେକ ଦିନ ପର୍ଯ୍ୟନ୍ତ ହୋଇପାରେ। ରିପର କଳାଲଙ୍କାକୁ ଖାଇବା ଦ୍ଵାରା ମତିଷ୍କର ଶିର ସୁଖୀ ଯିବାର ସମ୍ଭାବନା ଥାଏ ଓ ଦୁନିଆର କୌଣସି ଡାକ୍ତର ତାକୁ ଠିକ କରିପାରିବ ନାହିଁ। ଏହି ଲଙ୍କାକୁ ଖାଇବା ଦ୍ଵାରା ମତିଷ୍କର ଶିର ଶୁଖିଯିବା, ମୁହଁ ଜଳିବା, ଆଖିରୁ ଲଗାତର ପାଣି ବୋହିବା, ଛାତି ପୋଡିବା, ପେଟରେ ଭୟାନକ ଦରଜ ଓ ଏହା ସହିତ ଜ୍ଵର ହେବାରେ ଲାଗିଥାଏ।

ଦୁନିଆର ଅଲଗା ଅଲଗା ରେକର୍ଡ ଦାଖଲ କରୁଥିବା ସଂସ୍ଥା ଗିନିସ ବିଶ୍ୱ ରେକର୍ଡ ନିଜ ଫେସବୁକ ପେଜରେ କନାଡ଼ାର ମାଇକ ଜ୍ୟାକଙ୍କ ରିପର କଳାଲଙ୍କା ଖାଉଥିବା ଭିଡ଼ିଓ ସେୟାର କରିଛନ୍ତି। ଯେଉଁଥିରେ ମାଇକ ମାତ୍ର ୯.୭୨ ସେକେଣ୍ଡରେ ଗୋଟେ ବା ଦୁଇଟି ନୁହେଁ ୩ ଟି ରିପର କଳାଲଙ୍କା ଖାଇଥିବା ଦେଖାଯାଉଛି । ତାଙ୍କ ନାମ ଗିନିସ ବିଶ୍ୱ ରେକର୍ଡରେ ପୂର୍ବ ବର୍ଷ ୨୧ ନଭେମ୍ବରକୁ ଦାଖଲ ହୋଇସାରିଛି। ଯାହାର ଭିଡ଼ିଓ ଗିନିସ ବୁକ ଏବେ ସେୟାର କରିଛି। ଗିନିସ କହିବା ଅନୁସାରେ ରିପର କଳାଲଙ୍କା ଔସତ ୧.୫ ମିଲିୟନ ସ୍କାବିଲ ହିଟ ୟୁନିଟର୍ସ ଉତ୍ପନ କରିଥାଏ।ଏହାର ଅର୍ଥ ଏହା ସାମାନ୍ୟ ଲଙ୍କା ତୁଳନାରେ ୧୫୦୦ ଗୁଣ ଅଧିକ ରାଗ ଲାଗିଥାଏ।

ମାଇକ ଜ୍ୟାକ ତିନୋଟି ରିପର କଳାଲଙ୍କା ଖାଇବାର ରେକର୍ଡ ଚତୁର୍ଥ ଥର କରିଛନ୍ତି। ଏହା ପୂର୍ବର ମଧ୍ୟ ତିନୋଟି ରେକର୍ଡ ତାଙ୍କ ନାମରେ ଅଛି। ସେ ଜାନୁଆରୀ ୨୦୧୯ରେ ନିଜ ପ୍ରଥମ ରେକର୍ଡ ଭାଙ୍ଗିଥିଲେ। ଯେବେ ସେ ଭୁତ ଜୋଲକିଆ ଲଙ୍କାକୁ ରେକର୍ଡ ସମୟରେ ଖାଇଥିଲେ। ଭୁତ ଜୋଲକିଆ ଲଙ୍କା ଆଉ ଅଧିକ ଗରମ ମାନାଯାଇଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *