ଯୋଗୀ ଆଦିତ୍ୟନାଥଙ୍କ ଜନ୍ମ ଦିନରେ ମୋଦୀ, ଶାହା କି ନାଡା ଜଣାଇନି ଶୁଭେଚ୍ଛା, ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଜୋର ଧରିଛି ଚର୍ଚ୍ଚା ।

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଅଟନ୍ତି ଯୋଗ୍ୟ ଆଦିତ୍ୟନାଥ।ସେ ବିଜେପି ଦଳର ଅଟନ୍ତି। ଆପଣଙ୍କୁ କହିରଖିବୁସେ ଶନିବାର ଦିନ ନଜର ୫୦ ତମ ଜନ୍ମଦିନ ପାଳନ କରିଛନ୍ତି।କିନ୍ତୁ ଆଶ୍ଚର୍ଯ୍ୟର କଥା ଏହାକି ଯୋଗୀଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ସାହା କି ଜେପି ନଡା ତାଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇ ନାହଁନ୍ତି। ଆପଣଙ୍କୁ କହିରଖିବୁ ସେ ସବୁବେଳେ ନିଜର କାମକୁ ନେଇ ଚର୍ଚାରେ ରହିଥାନ୍ତି।ଯେବେ ୨୦୧୭ରେ ବିଧାନସଭା ନିର୍ବାଚନ ହୋଇଥିଲା ଉତ୍ତରପ୍ରଦେଶରେ ରହିବା ପାଇଁ ଯୋଗୀ ଯୋଗୀ କହିବାକୁ ପଡିବର ନାରା ସେବେ ଭାଇରାଲ ହୋଇଥିଲା। ଏବେ ତାଙ୍କ ଜନ୍ମ ଦିନରେ ଏମାନେ ଅଭିନନ୍ଦନ ନଜଣାଇର ଭିବିଣ୍ଣ ଲୋକ ବିଭିନ୍ନ କାରଣ କରୁଛନ୍ତି।

Google

ବିରୋଧୀ ଦଳ କହିଛନ୍ତିକି ଯୋଗୀଙ୍କ କାମରେ କେହି ଖୁସି ନାହାଁତି। ଏହା ଉପରେ ବେଜେପି ମଧ୍ୟ ନିଜ ବୟାନ ରଖିଛି।ଯୋଗୀ ସର୍ବଦା କୌଣସି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାନ୍ତି।ଆପଣଙ୍କୁ କହିରଖିବୁ ପୂର୍ଵ ଦୁଇ ସପ୍ତାହରୁ ଉତ୍ତରପ୍ରଦେଶରେ ବିଜେପିର କେନ୍ଦ୍ରୀୟ ନେତାଙ୍କ ବୈଠକ ଚାଲିଥିଲା ଓ କୁହାଯାଉଥିଲାକି ହୁଏତ ଯୋଗୀଙ୍କ ସରକାରକୁ ପରିବର୍ତ୍ତନ କରାଯାଇପାରେ କିନ୍ତୁ ଏପରି ନହୋଇ ସମସ୍ତେ ଯୋଗୀଙ୍କ ନିଜର ଭଲ କାମ ପାଇଁ ପ୍ରଶଂସା କରିଛନ୍ତି।

ଆପଣଙ୍କୁ କହିରଖିବୁ ଯୋଗୀ ଆଦିତ୍ୟନାଥଙ୍କ ୫୦ ତମ ଜନ୍ମ ଦିନରେ ତାଙ୍କୁ ନୀତିନ ଗଡକରୀ, ରାଜନାଥ ସିଂହ, ସମ୍ବିତ ପାତ୍ର, ପୀୟୂଷ ଗୋଏଲ,ହରଦୀପ ପୁରୀ, ନକଭି ଓ ଅନେକ ମୁଖ୍ୟମନ୍ତ୍ରୀ ତାଙ୍କୁ ସୁବେଛା ଜଣାଇଥିଲେ।

Google
ମୋଦୀ, ଶାହା, ଓ ନଡ଼ା ଜଣାଇଲେ ନାହିଁ ଅଭିନନ୍ଦନ:

ବର୍ତ୍ତମାନ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ଓ ସୋସିଆଲ ମିଡ଼ିଆରେ ଏହା ଅଧିକ ଚର୍ଚ୍ଚା ହେଉଛିକି ଏତେ ଲୋକ ଯୋଗୀଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ସାହା ଓ ଜେପି ନଡା କିପରି ଏଥିରୁ ବାଦ ପଡିଲେ।

ବିଜେପି ରଖିଲା ନିଜ ପ୍ରତିକ୍ରିୟା:

ଅନେକ ଚର୍ଚା ହେଉଥିଲାକି ଯୋଗୀଙ୍କ କାର୍ଯ୍ୟରେ କେହି ଖୁସି ନଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇନାହାଁନ୍ତି କିନ୍ତୁ ଏହା ଭୁଲ ବୋଲି ସିଧା ସିଧା କହିଛନ୍ତି ବିଜେପି ମୁଖପାତ୍ର ରାକେଶ ତ୍ରିପାଠୀ ଯୋଗୀଙ୍କୁ ସମସ୍ତେ ସିଧା କଲ କରି ଅଭିନନ୍ଦନ ଜଣାଇଥିବା ସେ କହିଛନ୍ତି। ଏହା ସହ ସେ ମିଛ ଗୁଜବ ହେଉଛି ବୋଲି କହିଛନ୍ତି। ବିଜେପିର ନିଜ ଭିତରେ ଭଲ ସଂପର୍କ ଥିବା ସେ କହିଛନ୍ତି। କିଛି ଲୋକ ଏପରି କହି ଦଳ ଭାଙ୍ଗିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *