ମା କଲା ଝିଅ ସହ ଏମିତି ଅଭାବନୀୟ କାର୍ଯ୍ୟ, ଚାରିଆଡେ ଏବେ ହଇଚଇ ସୃଷ୍ଟି। ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା।

ବ୍ରାଜିଲରେ ଜଣେ ମହିଳା ତା ଝିଅର କ୍ରୁର ଉପାୟରେ ହତ୍ୟା କରିଦେଲା। ଏଇଆ ହିଁ ନୁହଁ ହତ୍ୟା କରିବା ପରେ ମହିଳା ଜଣକ ସେହି ଛୁଆର ଆଖି କାଢି ଦେଲା। ଆଉ ଏହା ହି ନୁହଁ ହତ୍ୟା କରିବା ପରେ ତାର ଜିଭ ମଧ୍ୟ କାଢି ଦେଲା ଆଉ ତା ପରେ ତାକୁ ଖାଇ ଦେଲା। ୩୦ ବର୍ଷର ଏହି ସନ୍ଦିଗ୍ଧ ମହିଳାଙ୍କର ନାମ ଯୋଶୀମାରେ ଗୋମ୍ସ ଡା ସିଲଭା କୁହା ଯାଉଛି। କିଛି ଲୋକ କହୁଛନ୍ତି କି ଏହି ମହିଳା ଜଣକ ମସ୍ତିଷ୍କରୁ ବେମାର ଅଟେ। ବ୍ରାଜିଲର ପୋଲିସ ଏହି ମହିଳାଙ୍କୁ ସାଓ କ୍ରୀଷ୍ଟୋଭାଓ ନାମକ ସହରର ତାର ଘରୁ ଗିରଫ କଲା।

Google

‘ଦି ନିଉ ୟର୍କ ପୋଷ୍ଟ’ ର ଏକ ଖବର ମୁତାବିକ ଏହି କ୍ରୁର ହତ୍ୟା କାଣ୍ଡର ଜଣା ସେତେବେଳେ ପଡିଲା ଯେତେବେଳେ ଝିଅର ଜେଜେ ବାପା ଘରେ ପହଁଚିଲେ। ତାଙ୍କର ଜେଜେ ବାପା ବାଥରୁମ ପାଖରେ ରକ୍ତ ବାହାରୁ ଥିବାର ଦେଖିଲେ ଆଉ ଦେଖିବା ମାତ୍ରେ ହିଁ ବାଥରୁମ କବାଟ ଖୋଲି ସେ ତା ଭିତରକୁ ଗଲେ ଆଉ ସେଠାରେ ଦେଖିବା ବେଳକୁ ସେହି ପାଞ୍ଚ ବର୍ଷର ଝିଅ ବ୍ରେଣ୍ଡା କ୍ୟାରୋଲୀନ ପେରେଇରା ଡା ସିଲଭା ଲହୁ ଲୁହାଣ ହେଇପଡିଥିଲା।

ମୃତକ ଝିଅର ଜେଜେ ବାପାଙ୍କର ଶିକାୟତ ପରେ ହିଁ ଆରୋପୀକୁ ପୋଲିସ ଆସି ତା ଘରେ ଗିରଫ କଲା। ‘ନିଉଜ ଫ୍ଲାସ’ ର ରିପୋର୍ଟ ଅନୁସାରେ ବ୍ରେଣ୍ଡାଙ୍କ ଉପରେ କଇଁଛିରେ ଆକ୍ରମଣ କରାଯାଇଥିଲା। ଆରୋପୀ ମହିଳାଙ୍କ ଉପରେ ଯେତେବେଳେ ପୋଲିସ ମାନେ ଯାଞ୍ଚ କଲେ ଆଉ ତାକୁ ଜେରା କଲେ ତ ମହିଳା ଅଲଗା ଅଲଗା ଭାଷାରେ ପୋଲିସ ମାନଙ୍କ ସହ କଥା ହେଉଥିଲେ ଆଉ ତାଙ୍କୁ ଜବାବ ଦେଉଥିଲେ। ମହିଳା ଜଣକ ପୋଲିସଙ୍କୁ କହିଲା କି ତା ଝିଅ ଭିତରେ ପ୍ରେତ ବସିଯାଇଥିଲା ଆଉ ତାକୁ ମାରିବା ପରେ ପ୍ରେତ ମରିଗଲା।

Google

ଝିଅର ମାକୁ ଡେଲମିରୋ ଗୌଭେଳା ପୋଲିସ ଷ୍ଟେସନରୁ ନିଆ ଗଲା। ଏହାପରେ ତାଙ୍କୁ ମ୍ୟାସେଇଓ ସ୍ଥିତ ଥାନା ରେ ରଖାଗଲା। ପୋଲିସ ସାମ୍ନାରେ ଏହି ମହିଳା ଜଣକ ତା ଝିଅର ଆଖି ବାହାର କରିବା କଥା ଉପରେ ଖାରଜ କଲା। ଏବେ ତ ପୋଲିସ ଏହି ଘଟଣାର ଯାଞ୍ଚ କରୁଛି। ପୋଲିସ ଏହି ମହିଳାଙ୍କର ମାନସିକ ସ୍ଥିତିର ଯାଞ୍ଚ ବି କରୁଛି। ଏପରିକି ଏହି ହତ୍ୟାକାଣ୍ଡକୁ ପୋଲିସ ବିଭତ୍ସ ବୋଲି ଘୋଷଣା କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *