ମା’ ନିଜ ଝିଅର ବେଡ଼ରୁମରେ ଲଗେଇଲା କ୍ୟାମେରା ଆଉ ତା ପରେ ଯାହା ଦେଖିଲା ତାହା ଦ୍ୱାରା ମା’ର ଆ-ତ୍ମା ଥରିଗଲା ।

ଆଜି ଆମେ ଆପଣଙ୍କ ପାଖରେ ଆମେରିକା ଦେଶର ମିସିସିପି ରାଜ୍ୟର ରହୁଥିବା ଏସ୍ଲେ ଲେମେୟଙ୍କର କାହାଣୀ କହିବାକୁ ଯାଉଛୁ।

Google

ଏସ୍ଲେ ଲେମେୟ ତାଙ୍କର ସ୍ୱାମୀ ତଥା ଚାରିଟି ଛୁଆ ଙ୍କ ସହ ଆମେରିକାର ମିସିସିପି ରାଜ୍ୟରେ ରହୁଥିଲେ। ତାଙ୍କର ଛୁଆ କେବେ ଶାନ୍ତ ହେଇକି ପଶନ୍ତି ନାହିଁ। କେତେବେଳେ ଲୁଚା ଲୁଚି ଖେଳନ୍ତି ତ କେତେବେଳେ ମେକ ଅପ କରନ୍ତି ତ କେତେବେଳେ ଘରେ ଦୌଡ ଦୌଡ଼ି କରନ୍ତି। ମାତ୍ର ଏସ୍ଲେଙ୍କର ଚିନ୍ତା ତାଙ୍କ ପିଲା ମାନଙ୍କର ବଦମାସି ନଥିଲା।

ଏସ୍ଲେ ଙ୍କର ମାତ୍ର ଚାରି ବର୍ଷର ଜଣେ ଝିଅ ଥିଲା ଯାହାକୁ ସମୟ ସମୟରେ ବାତ ବାହାରେ। ଏହା ପ୍ରାଣଘାତୀ ନଥାଏ ମାତ୍ର ତାହା ଉପରେ ନଜର ରଖିବା ଜରୁରୀ। ଏସ୍ଲେ ତାଙ୍କ ଝିଅ ଉପରେ ସର୍ବଦା ନଜର ରଖି ପାରିବ ନାହିଁ। ତାଙ୍କ ସ୍ୱାମୀ ବି ଏହା କରିପାରିବେ ମାତ୍ର ତାହା ଏସ୍ଲେକୁ ଠିକ ଲାଗେନା। ତେଣୁ ସେ କିଛି ଏପରି ଖୋଜୁଥିଲେ ଯାହା ଦ୍ୱାରା ସେ ନିଶ୍ଚିନ୍ତ ହେଇ ପାରିବେ।

ବ୍ଲାକ ଫ୍ରାଇଡେ ସେଲରେ “ରିଙ୍ଗ କ୍ୟାମେରା ” ଉପରେ ବହୁତ ରିହାତି ଥିଲା ଯାହାଦ୍ୱାରା କି ଘର ଝିଅଙ୍କ ଉପରେ ନଜର ରଖିବା ପାଇଁ ଏସ୍ଲେ ଏକ କ୍ୟାମେରା କିଣି ଆଣିଲେ। ମାତ୍ର ତାହା ପରେ ଯାହା ହେଲା ତାହା ବହୁତ ଅଜିବ ଥିଲା। ଏହା ୪ଡିସେମ୍ବର ର କାହାଣୀ ଅଟେ ଯେତେବେଳେ ଏସ୍ଲେଙ୍କର ଆଠ ବର୍ଷର ଝିଅ ଏଲିସା ତାର ଭଉଣୀ ବେଡ଼ରୁମରେ ଅଜୀବ ଆବାଜ ଶୁଣିଲା ଆଉ ତା ଭିତରକୁ ଚାଲିଗଲା। ତା ପରେ ସେ ବହୁତ ଡରିଗଲା।

Google
ଅଜଣା ଆବାଜ ତା ସହ କଥା ହେବାକୁ ଲାଗିଲା:

ଏଲିସା ରୁମ ଭିତରକୁ ଯିବା କ୍ଷଣି ତାକୁ କେହି ଜଣେ କିଛି କହିଲା। ‘ ହେଲୋ’ ଜଣେ ପୁରୁଷର ଆବାଜ ଆସିଲା। ଏଲିସା ବହୁତ ଡରି ଯାଇଥିଲା ଆଉ ରୁମ ଭିତରେ ସମସ୍ତ ଖେଳନା ଗୋଟେଇ ଦେଖିଲା ମାତ୍ର କିଛି ନଥିଲା। ତା ପରେ ଅଚାନକ ସେଇ ଅବାଜ ତା ସହ ଚିଲେଇବାକୁ ଲାଗିଲା ଆଉ କଣ ଏପଟ ସେପଟ ବକିବାକୁ ଲାଗିଲା।

ଛୁଆଟି ଡ଼ରିକି ଚିଲେଇବାକୁ ଲାଗିଲା ” କଣ କହୁଚ! ମୋତେ କିଛି ବୁଝା ପଡୁନାହିଁ” ଏହାପରେ ସେ ବହୁତ ଡରିଗଲା। ତା ପରେ ସେହି କ୍ୟାମେରାରୁ ବହୁତ ଭୁତ ଜନିତ ମ୍ୟୁଜିକ ଆଉ ସାଉଣ୍ଡ ବାହାରିବାକୁ ଲାଗିଲା। ପିଲାଟି ବହୁତ ଡରିଗଲା ଆଉ ଚିଲେଇଲା।

ହ୍ୟାକର ବହୁତ ଭୟାନକ ଆବାଜରେ ଏଲିସାକୁ ତାର ମାଆଙ୍କର ମଜାକ ଉଡେଇବାକୁ ତଥା ତାଙ୍କୁ ଗାଳି ଦେବାକୁ କହିଲା। ଏହା ଶୁଣି ଏଲିସା କାନ୍ଦିବାକୁ ଲାଗିଲା।

ଏହାପରେ ହ୍ୟାକର ଗମ୍ଭୀର ଆବାଜରେ କହିଲା ” ଏ ଝିଅ ମୋ ସହ କଥା ହୁଅ!” ଏହା ଶୁଣିବା ପରେ ଏଲିସା କହିଲା ” ମା ଏ ଆପଣ କହୁଛନ୍ତି କି?”

ହ୍ୟାକର ଗମ୍ଭୀର ଆବାଜରେ କହିଲା ” ମୁ ତୁମର ବହୁତ ଭଲ ସାଙ୍ଗ। ତୁମେ କିଛି ବି କରିପାରିବ। ଚାହୁଁଛତ ଏହି ଘରକୁ ପଲଟାଇ ଦିଅ, ଟିଭି ଭାଙ୍ଗିଦିଏ ଆଉ ସବୁ କର।” ଏହା ଶୁଣିବା ପରେ ଏଲିସା ବହୁତ ଡ଼ରିକି ଚିଲେଇଲା ଆଉ ଦଉଡି ପଳେଇଲା।

ଏହା ଦେଖି ଏଲିସାର ବାପା ଏସ୍ଲେଙ୍କୁ କଲ ଲଗେଇଲେ ଆଉ ଏସ୍ଲେ ଜାଣିଗଲା କି କିଛି ଅସୁବିଧା ଅଛି। ସେ ରିଙ୍ଗ ଆପରେ ଦେଖିଲା ତ ସେଠାରେ ବହୁତ କିଛି ଗଡ଼ବଡ଼ ଥିଲା। ଏହା ଦେଖିବା ପରେ ଏସ୍ଲେ ରିଙ୍ଗ କମ୍ପାନୀଙ୍କୁ କଲ କଲେ ମାତ୍ର ତାଙ୍କ ତରଫରୁ ସର୍ବଦା ଜବାବ ଆସିଲା କି ଗଡ଼ବଡ଼ ନାହିଁ। ମାତ୍ର ଏସ୍ଲେ ଜାଣିଥିଲେ କି କିଛି ତ ଗଡ଼ବଡ଼ ଅଛି।

Google

ବହୁତ ଦିନ ପରେ ତାଙ୍କ କମ୍ପାନୀ ବି କହିଲା କି ଅଲଗା ଗତିବିଧି ନଜର ଆସୁଛି ମାତ୍ର ଏସ୍ଲେ ଏହି ଜବାବରୁ ସନ୍ତୁଷ୍ଟ ନଥିଲେ। ସେ କ୍ୟାମେରା ହଟେଇ ଦେଲେ ମାତ୍ର ହ୍ୟାକର ପାଖରେ ଅଲଗା ଅଲଗା ରାସ୍ତା ଥିଲା।

ବହୁତ ଦିନ ପରେ ଏସ୍ଲେ କମ୍ପାନୀ ସହ କଥା ହେଇ ପାରିଲେ ମାତ୍ର କମ୍ପାନୀ ତାଙ୍କର ଦୋଷ ନ ମାନିକି ଏସ୍ଲେଙ୍କର ଦୋଷ ଦେଉଥିଲେ। ଏହା ଜାଣିବା ପରେ ଏସ୍ଲେ କମ୍ପାନୀ ଵାଲାଙ୍କୁ ଗାଳି କଲେ।

କମ୍ପାନୀ କହିଲେ କି ଏହି ମାମଲାର ବହୁତ ଭଲ ଭାବେ ଯାଞ୍ଚ କରିବେ ମାତ୍ର ଆଜି ଯାଏ ଲେମେ ପରିବାରକୁ ସେହି ରାତିର ଦୁସ୍ବପ୍ନ ଆସେ। ଏଲିସାଙ୍କର ତ ହାଲ ହିଁ ଖରାପ ହେଇଯାଇଛି।

ଏହି ଘଟଣା ପରେ ରିଙ୍ଗ କମ୍ପାନୀ ନିଜ ପ୍ରଡକ୍ଟର କିଛି ଖାମି ଉପରେ ନଜର ଦେବାକୁ ବାଧ୍ୟ ହେଇଗଲେ। ସେଦିନ ଯାହା ହେଲା ତାହା ଭୁଲିବା ଏହି ପରିବାର ପାଇଁ ଅସମ୍ଭବ ଥିଲା। ଖାସ କରିକି ଛୁଆ ମାନେ ତ ଏହାକୁ ଭୁଲି ପାରିବେ ନାହିଁ। ଏହା ଏକ ଜୀବନ୍ତ ଉଦାହରଣ କି ସମସ୍ତ ମଡର୍ଣ ଟେକ୍ନୋଲୋଜି ଆମ ପାଇଁ ହିତକର ହେଇନଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *