ମା ଘର ଘର ବୁଲି ତିଆରି କରନ୍ତି ରୁଟି, ପୁଅ ହେଲା ଦେଶର ସୁବୁଠୁ କମ ବୟସର ଆଇପିଏସ । ଜାଣନ୍ତୁ ସଂଘର୍ଷର ଷ୍ଟୋରି ।

ମା ଘର ଘର ବୁଲି ରୁଟି ତିଆରି କରି ପୁଅକୁ ପାଠ ପଢ଼ାଇଲେ। ୨୨ ବର୍ଷ ବୟସରେ ପୁଅକୁ ପାଠ ପଢ଼ାଇ କରିଦେଲେ ଆଇପିଏସ। ଆଜି ଆମେ ଏକ ଏପରି ସଫଳ ଯୁବକଙ୍କ କଥା କହୁଛୁ ଯିଏ ସବୁ କଠିନ ପରିସ୍ଥିତିର ସାମ୍ନା କରି ନିଜ ମା ବାପାଙ୍କ ନାମ ଉଜ୍ଜ୍ୱଳ କରିଛନ୍ତି। ତାଙ୍କ ମା ପୁଅର ପାଠ ପଢ଼ାଇ ଅନ୍ୟ ଏକଘରେ ରୁଟି ତିଆରି କରୁଥିଲେ ଓ ବାପା ଠେଲା ଲଗାଉଥିଲେ। ୟୁପିଏସସି ପରୀକ୍ଷା ପରେ ଆକ୍ସିଡେଣ୍ଟ ହୋଇଥିଲା କିନ୍ତୁ ସେ ହାର ମାନି ନଥିଲେ। ଆଜି ସେ ଦେଶର ସବୁଠୁ କମ ବୟସର ଆଇପିଏସ ଅଫିସର ହୋଇଯାଇଛନ୍ତି।

Mother makes rotis from house to house, son becomes country's youngest IPS
Google
ସମସ୍ତଙ୍କ ପାଇଁ ପ୍ରେରଣା ଅଟନ୍ତି ସାଫିନ ହସନ:

ଆମେ କହୁଛୁ ଆଇପିଏସ ସାଫିନ ହସନଙ୍କ କଥା। ସାଫିନ ଯେଉଁପରି କଠିନ ପରିଶ୍ରମ କରି ପ୍ରଥମେ ୟୁପିଏସସି ପରୀକ୍ଷା କ୍ଲିୟର କଲେ ଓ ପରେ ମେଡ଼ିକାଲରୁ ଆଜି ଇଣ୍ଟରଭିଉ ବି ଦେଲେ। ସେ ଏବେ ଦେଶର ଯୁବକ ମାନଙ୍କୁ ପ୍ରେରଣା ଦେବା ପାଇଁ ପ୍ରସ୍ତୁତ।

ସାଫିନ ହସନଙ୍କର କାହାଣୀ ଦେଶର ଭାଙ୍ଗି ପଡିଥିବା ସମସ୍ତ ଯୁବକଙ୍କୁ ଏକ ନୂଆ ଶକ୍ତି ପ୍ରଦାନ କରିବ। ସାଫିନ ହସନଙ୍କର କାହାଣୀ ଏପରି ଯାହା ସମସ୍ତଙ୍କ ହୃଦୟକୁ ଛୁଇଁବା ସହିତ ସମସ୍ତଙ୍କୁ ଏକ ନୂଆ ପ୍ରେରଣା ଦେବ।

ମା ରୁଟି ତିଆରି କରନ୍ତି ଓ ବାପା ଠେଲା ଲଗାନ୍ତି:

ସାଫିନ ସୁରଟ ଗ୍ରାମର ରହିବା ଲୋକ ଅଟନ୍ତି। ଡାଇମଣ୍ଡ ଇଣ୍ଡଷ୍ଟ୍ରିରେ ଅଶୁବିଧା କାରଣରୁ ତାଙ୍କ ବାପା ମା ଙ୍କୁ ଚାକିରୀ ଛାଡିବାକୁ ପଡିଲା। ଏହା ପରେ ତାଙ୍କ ମା ଘରେ ଘରେ ବୁଲି ରୁଟି ତିଆରି କରିବାକୁ ଲାଗିଲେ। ତାଙ୍କ ବାପା ଜଣେ ଇଲେକ୍ଟୋନିକାଲ ମେକାନିକ ଅଟନ୍ତି ଯିଏକି ଥଣ୍ଡା ସମୟରେ ଅଣ୍ଡା ଓ ଚାହାର ଠେଲା ଲଗାନ୍ତି।

Mother makes rotis from house to house, son becomes country's youngest IPS
Google

ସାଫିନ କହିଛନ୍ତି କି,”ଯେବେ ସେ ଛୋଟ ଥିଲେ ନିଜ ମାଙ୍କ ସହ ମିଶି ନିଜେ ଘର ତିଆରି କରିଥିଲେ। ସେ ଦିନସାରା କାମ କରୁଥିଲେ ଓ ପରେ ଏହା ପାଇଁ ମଜୁରୀ କରୁଥିଲେ କାରଣ ମଜୁରିଆ ମାନଙ୍କୁ ପଇସା ଦେବାକୁ ତାଙ୍କ ପାଖରେ ପଇସା ନଥିଲା। ତାଙ୍କ ମା ଏହା ପାଇଁ କରଜ ମଧ୍ୟ ନେଇଥିଲେ”।

ସାଫିନ କହିଛନ୍ତି,”ଯେବେ ସେ ଘରେ ସଂଘର୍ଷର ସ୍ଥିତି ଦେଖିଲେ ପାଠ ପଢ଼ାରେ ଧ୍ୟାନ ଦେଲେ। ସ୍କୁଲରେ ବି ତାଙ୍କୁ ପଢିବା ପିଲା ନାମରେ ଜାଣିଥିଲେ। ଗ୍ରାମରେ ପ୍ରାଇମେରୀ ସ୍କୁଲ ଓ ହାଇସ୍କୁଲ ପାଠ ପଢିବା ପରେ ପାଖରେ ଏତେ ପଇସା ନଥିଲା କି ସହର ପାଇଁ ଇଣ୍ଟର ଆଡ଼ମିଶନ ନେଇପାରିବେ। ଏହା ପରେ ଗ୍ରାମରେ ହିଁ ପ୍ରାଇଭେଟ ଇଣ୍ଟର ଇଣ୍ଟର କଲେଜ ଖୋଲିଥିଲା। ସେଠି ତାଙ୍କୁ ବହୁତ କଷ୍ଟରେ ଅଳ୍ପ ପଇସାରେ ଆଡ଼ମିସନ ମିଳିପାରିଲା”।

“ଯାହାବି ହୋଇଥାଏ ଭଲ ପାଇଁ ହୋଇଥାଏ”:

ସାଫିନ ସର୍ବଦା ଏହି କଥା ନିଜ ଇଣ୍ଟରଭିଉରେ କହିଛନ୍ତି ଯାହାବି ହୋଇଥାଏ ଭଲ ପାଇଁ ହୋଇଥାଏ। ଏହା ପଛର ଅନେକ କାରଣ ଆମେ ଜାଣିପାରିନଥାଉ। ଏହା ପଛରେ ଏକ ବଡ଼ କାରଣ ହୋଇଥାଏ।ସବୁବେଳେ ଭଲ ପାଇଁ ହୋଇଥାଏ। ଯେବେ ସେ ନେସନାଲ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ରେ ସିଲେକ୍ଟ ହେଲେ ତାଙ୍କ ଫିସ ଓ ହଷ୍ଟେଲ ଖର୍ଚ୍ଚ କେହି ନା କେହି ଦେଉଥିଲା। ଛୁଟିରେ ସେ ନିଜେ ପିଲାଙ୍କୁ ପଢ଼ାଇ ପଇସା ସଞ୍ଚୟ କରୁଥିଲେ।

Mother makes rotis from house to house, son becomes country's youngest IPS
Google

ସାଫିନଙ୍କର ବାପା ମୁସ୍ତଫା ଦିନରେ ଇଲେକ୍ଟ୍ରି କାମ କରୁଥିଲେ ଓ ରାତିରେ ଠେଲା ଲଗାଉଥିଲେ। ୟୁପିଏସସି ପ୍ରସ୍ତୁତି ପାଇଁ ଯେବେ ଦିଲ୍ଲୀ ଯାଇଥିଲେ ସେବେ ଗ୍ରାମର ଏକ ମୁସଲିମ ଦମ୍ପତି ତାଙ୍କର ଖର୍ଚ୍ଚ ଉଠାଇଥିଲେ। ଏହା ବିଶ୍ଵାସ ଥିଲା କି ଏହି ପିଲା ଯାହା ଭାବିନିଏ ତାହା କରିକି ଦେଖାଏ।

ୟୁପିଏସସି ପରୀକ୍ଷା ପୂର୍ବରୁ ଆକ୍ସିଡେଣ୍ଟ:

ଯେବେ ସେ ୟୁପିଏସସିର ପ୍ରଥମ ପେପର ଦେବାକୁ ଯାଉଥିଲେ ତାଙ୍କର ଆକ୍ସିଡେଣ୍ଟ ହୋଇଥିଲା। ଭଲ କଥା ଏହାକି ତାଙ୍କର ଡାହାଣ ହାତ ଭଲ ଥିଲା ଯାହା ଦ୍ୱାରା ସେ ପରୀକ୍ଷା ଦେଇପାରିଲେ। ଏହା ପରେ ସେ ମେଡ଼ିକାଲରେ ଭର୍ତ୍ତି ହେଲେ। ଏକ ମାସ ପର୍ଯ୍ୟନ୍ତ ସେ ମେଡ଼ିକାଲରେ ରହିଲେ ଯେବେ ଇଣ୍ଟରଭିଉ ପାଳି ଆସିଲା ସେ ଯାଇ ଇଣ୍ଟରଭିଉ ଦେଲେ। ଯେଉଁ ସମୟରେ ସମସ୍ତେ ଭାଙ୍ଗି ଯାଆନ୍ତି ସେହି ସମୟରେ ସାଫିନ ଭାବିଲେ ମତେ ଦୁଇଟା ପରୀକ୍ଷା ଦେବାର ଅଛି ଗୋଟିଏ ଆଲାଙ୍କ ସହିତ ଆଉଗୋଟେ ୟୁପିଏସସି ଓ ଏହି ଦୁଇଟି ଯାକ ପରୀକ୍ଷାରେ ମତେ ବିଜୟ ହେବାର ଅଛି।

Mother makes rotis from house to house, son becomes country's youngest IPS
Google

ସାଫିନଙ୍କ ମା ନାସିମବୀନ ରୁଟି କରିବା କଣ୍ଟ୍ରାକ୍ଟ ନେଉଥିଲେ ଓ ଘଣ୍ଟା ଘଣ୍ଟା ବସି ରୁଟି କରୁଥିଲେ। ୟୁପିଏସସି ରେଜଲ୍ଟରେ ତାଙ୍କୁ ୧୭୫ ସ୍ଥାନ ହାସଲ ହେଲା। ଯାହା ପରେ ସେ ଆଇପିଏସରେ ଯିବା ନିଶ୍ଚିତ ହେଲା। ମା ଯେବେ ଏହି ଖବର ଶୁଣିଲେ ତାଙ୍କ ଆଖିରେ ଲୁହ ଆସିଗଲା। ତାଙ୍କ ପାଇଁ ସେ ଏପରି ସମୟ ଥିଲା ଯାହା ପାଇଁ ସେ ଅପେକ୍ଷା କରିରହିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *