କିଛି ସେକେଣ୍ଡରେ କୋଭିଡ଼ି-୧୯ କୁ ଶେଷ କରିପାରିବ ଏହି ମାଉଥୱାସ, ହାତ ଧୋଇବା ସହିତ ଏହାକୁ ବି କରନ୍ତୁ ଦୈନଦିନ ଜୀବନରେ ବ୍ୟବହାର ।

Mouthwash can eliminate Covid-19 in a few seconds do it with hand wash included in routine study

ବ୍ରିଟେନର କାଣ୍ଡିକ ବିଶ୍ୱବିଦ୍ୟାଳୟର ରିପୋର୍ଟରେ କୁହାଯାଇଛିକି କମସେ କମ ୦.୦୭% ସେଟିପାଇରିଡିୟମ କ୍ଲୋରାଇଡ଼ (CPC) ମାଉଥୱାସ କରୋନା ଭାଇରସକୁ ମାରିବାକୁ ସକ୍ଷମ, “ଆଶା ଜନକ ସଂଙ୍କେତ” ଦେଇଛି କିନ୍ତୁ ଏହା କୁହାଯାଇଛି କି ରିପୋର୍ଟକୁ ସମୀକ୍ଷା କରାଯିବା ବାକି ଅଛି କିନ୍ତୁ ଏହି ଷ୍ଟଡି ପୂର୍ବ ଅଧ୍ୟୟନକୁ ସମର୍ଥନ କରିଥାଏ।ଯେଉଁଠି ମିଳିଥିଲା କି ସିପିସି ଆଧାରିତ ମାଉଥୱାସ କୋଭିଡ଼-୧୯ର ଭାଇରଲ ଲୋଡ଼କୁ କମ କରିବା ପାଇଁ ପ୍ରଭାବ ଶାଳୀ ଅଟେ।

Google

ଏକ ବୈଜ୍ଞାନିକ ଅଧ୍ୟୟନରେ ମିଳିଛି କି ପ୍ରୟୋଗଶାଳାରେ ମାଉଥୱାସ ଜରିଆରେ କରୋନା ଭାଇରସର ସମ୍ପର୍କରେ ଆସିବା ପରେ ୩୦ ସେକେଣ୍ଡ ଭିତରେ ହିଁ ମରାଯାଇପାରେ ।ପାରମ୍ଭିକ ପରିଣାମ ଏକ କ୍ଲିନିକାଲ ପରୀକ୍ଷଣରେ ସାମ୍ନାକୁ ଆସିଛି। ଏହା ଦ୍ଵାରା ଏହା ଖୋଜିବାକୁ ଚେଷ୍ଟା କରାଯାଇଥିଲାକି କଣ ସାମାନ୍ୟ ରୂପରେ ମିଳୁଥିବା ମାଉଥୱାସକୁ ବ୍ୟବହାର କରି ରୋଗୀଙ୍କ ଲାଳରୁ କରୋନା ଭାଇରସକୁ କମ କରାଯାଇପାରିବ।

ଡେଣ୍ଟାଲ ସହିତ ଅନେକ ଅନ୍ୟ ବ୍ରାଣ୍ଡର ମାଉଥୱାସକୁ କରାଗଲା ଅଧ୍ୟୟନରେ ବ୍ୟବହାର:-

ଏହି ନୂଆ ପରୀକ୍ଷଣ ପୟୋଗଶାଳାରେ ବୈଜ୍ଞାନିକ ମାନଙ୍କ ଦ୍ଵାରା କରାଯାଇଥିବା ଡେଣ୍ଟାଲ ସହିତ ଅନ୍ୟ ବ୍ରାଣ୍ଡର ମାଉଥୱାସକୁ ମଣିଷର ଗଳା ପରି ଏକ ନକଲି ଗଳାରେ ପରୀକ୍ଷଣ କରାଯାଇଛି। ଏବେ ୟୁନିଭରସିଟି ମେଡ଼ିକାଲର ଏକ କାଳ୍ପନିକ ପରୀକ୍ଷଣରେ ଆଗାମୀ ଯାଞ୍ଚ କରାଯିବ ଓ ଏହା ଜଣାପଡିଯିବ କି କୋଭିଡ଼ି-୧୯ ରୋଗୀଙ୍କ ଲାଳରୁ ଏହା ଭାଇରସକୁ କମ କରିବାରେ କେତେ ଲାଭଦାୟକ। ଏହି ଆଗାମୀ ଅଧ୍ୟୟନର ପରିଣାମ ୨୦୨୧ ଆରମ୍ଭରେ ଘୋଷଣା କରାଯିବ।

ଡେଣ୍ଟାଲ, ୧୨ ସପ୍ତାହରୁ ଚାଲୁଥିବା ଏହି କାଳ୍ପନିକ ପରୀକ୍ଷଣରେ ଭାଗ ନେଇଥିବା ୟୁକେର ଏକ ମାତ୍ର ମାଉଥୱାସ ବ୍ରାଣ୍ଡ। ଏହାର ନେତୃତ୍ବ କାଣ୍ଡିକ ବିଶ୍ୱବିଦ୍ୟାଳୟର ପ୍ରଫେସର ଡେଭିଡ଼ ଥାମସ କରୁଛନ୍ତି। ଏହି ଅଧ୍ୟୟନର ମୂଲଂସ ଅଟେ “କୋଭିଡ଼ି-୧୯ ବିରୁଦ୍ଧରେ ମାଉଥୱାସକୁର ଆଣ୍ଟି-ଭାଇରାଲ ଗତିବିଧିର ମାପ”।

ବଡ଼ ପରିଣାମ ପାଇଁ ଆଉ ଏକ ଅଧ୍ୟୟନର ଆବଶ୍ୟକତା:-

ଡ଼ାକ୍ତର ଥାମସ କହିଛନ୍ତି,”ଜେବେକି ଏହି ମାଉଥୱାସକୁ ପ୍ରୟୋଗଶାଳାରେ ବହୁତ ଭଲ ଢଙ୍ଗରେ ଭାଇରସକୁ ମାରିଥାଏ,ଏହା ପରେ ମଧ୍ୟ ଏହା ଦେଖିବାର ଆବଶ୍ୟକ ଆଛି କି କଣ ଏହା ରୋଗୀ ମାନଙ୍କ ଉପରେ କାମ କରିବ ଓ ଏହା ଆମ ଦ୍ଵାରା କରାଯାଇଥିବା କାଳ୍ପନିକ ଅଧ୍ୟୟନର ଏକ ବିନ୍ଦୁ ଅଟେ। ସେ କହିଛନ୍ତି,”ଏହା ଇଙ୍ଗିତ କରିବା ମହତ୍ତ୍ୱପୂର୍ଣ୍ଣ ଅଟେ କି ବର୍ତ୍ତମାନ ଅଧ୍ୟୟନ ଆମକୁ ରୋଗୀମାନଙ୍କ ଉପରେ କୌଣସି ସଞ୍ଚରଣର ପ୍ରମାଣ ଦେଉନାହିଁ। ଏହାର ଅଧିକ ତଥ୍ୟ ପାଇଁ ଏକ ବଡ଼ ଅଧ୍ୟୟନର ଆବଶ୍ୟକତା ରହିଛି”।

Google

ସେ ଏହା ଭି କହିଛନ୍ତି,”କିନ୍ତୁ ଏହି କଳ୍ପନିକ ଅଧ୍ୟୟନ ଆମକୁ ଦେଖାଇବା କି କୋଭିଡ଼ି-୧୯ରୁ ସଂକ୍ରମଣ ରୋଗୀମାନଙ୍କ ମଧ୍ୟରେ ମାଉଥୱାସକୁ ଥରେ ପ୍ରୟୋଗ ପରେ କେତେ ସମୟ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ”। ମାଉଥୱାସର ଏହି ପ୍ରକ୍ରିୟାକୁ ହାତ ଧୋଇବା ପରି ହିଁ ପ୍ରତିଦିନ ଦୈନଦିନ ଜୀବନରେ ବ୍ୟବହାର କରିବାକୁ କୁହାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *