ମହେନ୍ଦ୍ର ସିଂ ଧୋନୀଙ୍କ ଲାଇଫଷ୍ଟାଇଲ! ଜାଣନ୍ତୁ ତାଙ୍କର କେତେ ଟଙ୍କାର ସମ୍ପତି ଏବଂ କେଉଁ କେଉଁ ଗାଡି ଅଛି।

ଆଜି ଆମେ ଭାରତୀୟ କ୍ରିକେଟ ଟିମର ପୂର୍ବ ଅଧିନାୟକ ତଥା ଜଣେ କିମ୍ବଦନ୍ତୀ କ୍ରିକେଟର ଏମ ଏସ ଧୋନୀଙ୍କ ବାବଦରେ କଥା ହେବାକୁ ଯାଉଛୁ। ଏହି ପ୍ଲେୟର ଯିଏ କି ଦିନେ ଖଡ଼ଗପୁର ରେକବେ ଷ୍ଟେସନରେ ଟିକେଟ କଲେକ୍ଟରର କାମ କରୁଥିଲା କାହାକୁ ଜଣାଥିଲା କି ସେହି ପିଲା ଦିନେ ବଡ ହେଇ ଭାରତର ଏତେ ବଡ଼ କ୍ରିକେଟର ମାନଙ୍କ ଭିତରୁ ଜଣେ ହେବାକୁ ଯାଉଛି।

Google

୨୦୦୧ ରୁ ୨୦୦୩ ଭିତରେ ଖଡ଼ଗପୁର ରେଲୱେ ଷ୍ଟେସନ ରେ ଟିକେଟ କଲେକ୍ଟରର କାମ କରୁଥିବା ଧୋନୀଙ୍କୁ ପରେ ଲାଗିଲା କି ସେ ଏହି କାମ ପାଇଁ ହେଇ ନାହାନ୍ତି ଆଉ ସେ କ୍ରିକେଟରେ ପୁଣି ମନୋନିବେଶ କଲେ। ୨୦୦୩ରେ ତାଙ୍କୁ ଇଣ୍ଡିଆ ଏ ପାଇଁ ସିଲେକ୍ଟ କରାଗଲା ଆଉ ସେଠାରେ ଜିମ୍ବାୱେ ବିପକ୍ଷରେ ସେ ଭଲ ପ୍ରଦର୍ଶନ କଲେ। ତା ପରେ ତାଙ୍କୁ ପାକିସ୍ତାନ ବିପକ୍ଷରେ ୨୦୦୪ରେ ସିଲେକ୍ଟ କରାଗଲା ଯେଉଁଠାରେ ଅର୍ଦ୍ଧଶତକ ମାରି ସେ ପାକିସ୍ତାନ ଠାରୁ ମ୍ୟାଚ ଛଡାଇ ଆଣିଲେ।

ଏହାପରେ ତାଙ୍କୁ ଶ୍ରୀଲଙ୍କା ବିପକ୍ଷରେ ସିଲେକ୍ଟ କରାଗଲା ଯେଉଁଠାରେ କି ସେ ୧୮୩ ରନର ପାରି ଖେଳି ଏକ ନୂଆ ରେକର୍ଡ କଲେ ଯାହାକି ଜୟପୁରର ସବାଇ ମାନସିଂ ଷ୍ଟାଡିଅମରେ କେଉଁ ବି ୱିକେଟ କିପରର ସବୁଠୁ ଅଧିକ ସ୍କୋର ଥିଲା ଆଉ ଏହା ତାଙ୍କୁ ଭାରତର ଅଧିନାୟକ କରିଦେଲା। ସେ ୨୦୦୭ର ଟି ଟ୍ୱେଣ୍ଟି ବିଶ୍ୱକପ ତଥା ୨୦୧୧ର ବିଶ୍ୱ କପ ଆଉ ୨୦୧୩ର ଚାମ୍ପିଅନ୍ସ ଟ୍ରଫି ଜିତାଇ ପ୍ରଥମ ଅଧିନାୟକ ହେଲେ ଯିଏ କି ତିନିଟି ଯାକ ଟ୍ରଫି ଜିତିଛନ୍ତି।

Google

୩୦ ଡିସେମ୍ବର ୨୦୧୪ରେ ସେ ଟେଷ୍ଟ କ୍ରିକେଟରୁ ଅବସର ନେଲେ ଆଉ ତା ପରେ ୨୦୨୦ ଅଗଷ୍ଟ ରେ ସେ ସମସ୍ତ ଫର୍ମାଟରୁ ଅବସର ନେଇଗଲେ।

ତାଣ୍କ ନାମରେ ଅନେକ ରେକର୍ଡ ଅଛି ଯାହା ଭିତରୁ ଏକମାତ୍ର ଅଧିନାୟକ ଭାବେ ତିନୋଟି ଟ୍ରଫି ଜିତିବା ହେଉ ଅଥବା ୱିକେଟ କିପର ଭାବେ ସର୍ବାଧିକ ସ୍କୋର କରିବା ଇତ୍ୟାଦି ଅନ୍ୟତମ ଅଟେ।

ତାଙ୍କ ପରିବାରରେ ତାଙ୍କ ବାପା, ମା, ଭଉଣୀ, ତାଙ୍କ ସ୍ତ୍ରୀ ତଥା ତାଙ୍କ ଚାରି ବର୍ଷର ଝିଅ ଜିଭା ଧୋନୀ ଅଛନ୍ତି।

Google

ତାଙ୍କର ସର୍ବମୋଟ ସମ୍ପତ୍ତି ଅଟେ ୭୬୦ କୋଟି ଟଙ୍କାର ଆଉ ତାଙ୍କର ପ୍ରାୟ ୬୨୦ ଟଙ୍କାର ନିବେଶ ବି ଅଛି। ତାଙ୍କର ଅନ୍ୟାନ୍ୟ ପ୍ରପାର୍ଟି ବି ଅଛି ପ୍ରାୟ ୫୦ କୋଟି ଟଙ୍କାର। ଡେରାଡୁନରେ ଏକ ବହୁତ ବଡ଼ ଘର ଅଛି ଯାହାର ଦାମ ପ୍ରାୟ ୧୮ କୋଟି ଟଙ୍କା ହେବ।

Google

ଏବେ ଚାଲନ୍ତୁ ଜାଣିବା ତାଙ୍କ କାର ତଥା ବାଇକ ମାନଙ୍କ ବାବଦରେ। ତାଙ୍କର ସର୍ବମୋଟ ବାଇକ ମାନଙ୍କର ଦାମ ୫ କୋଟିରୁ ଉପରେ ଅଟେ ଆଉ କାର ମାନଙ୍କର ଦାମ ୧୩ କୋଟିରୁ ଉପରେ ଅଟେ। ତାଙ୍କର ହେଲକ୍ୟାଟ ବାଇକ ସବୁଠୁ ଦାମୀ ଅଟେ ଯାହାର ଦାମ ପ୍ରାୟ ୬୦ ଲକ୍ଷ ଅଟେ। ତାଙ୍କ ପାଖରେ ଏକ ହମର କାର ଅଛି ଯାହାର ଦାମ ୭୫ ଲକ୍ଷ ଟଙ୍କା ଅଟେ ଆଉ ଏକ ନିଶାନ ଜିଟି ୧ ଟନ ଅଛି ଯାହାର ଦାମ ୧ କୋଟି ଅଟେ। ତାଙ୍କ ପାଖରେ ଏକ ନିଞ୍ଜା ୧୦୦୦ର ବି ଅଛି ଯାହାର ଦାମ ୨୫ ଲକ୍ଷ ଅଟେ ଆଉ ଏକ ମରସିଡିଜ ଜିଏଲଇ ୬୫୦ ବି ଅଛି ଯାହାର ଦାମ ୮୦ ଲକ୍ଷ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *