ମୁକେଶ ଅମ୍ବାନୀ ପୁରା ଏସିଆରେ ସବୁଠୁ ଅଧିକ ଧନୀ ବ୍ୟକ୍ତି ଅଟନ୍ତି। ଅରବ ସମ୍ପତିର ମାଲିକ ମୁକେଶ ଅମ୍ବାନୀ କେବଳ ନିଜର ସୁନ୍ଦର ବ୍ୟବସାୟ ପାଇଁ ନୁହେଁ ବରଂ ନିଜର ସୁନ୍ଦର ଜୀବନଶୈଳୀ ପାଇଁ ବହୁତ ଚର୍ଚ୍ଚିତ ଅଟନ୍ତି। ମୁକେଶ ଅମ୍ବାନୀ ଦୁନିଆର ସବୁଠୁ ଅଧିକ ଦାମୀ ଘର ତଥା ଏଣ୍ଟିଲିଆରେ ରହିଥାନ୍ତି। ୨୭ ମହଲା ବିଶିଷ୍ଟ ଏହି ଆଲିସାନ ଘରେ ୬୦୦ ଚାକର ଅଛନ୍ତି। ଏହା କୁହାଯାଏ କି ନିଜ ଷ୍ଟାପ ମାନଙ୍କୁ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀ ନିଜ ପରିବାର ଭଳି ବ୍ୟବହାର କରିଥାନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ମୁକେଶ ଅମ୍ବାନୀଙ୍କ ଘରେ ଥିବା ଚାକର ମାନେ କେତେ ଦରମା ନେଇଥାନ୍ତି।

ଆମେରିକାରେ ପଢ଼ିଥାନ୍ତି ଚାକରଙ୍କ ପିଲା:-
ଏକ ରିପୋର୍ଟ ଅନୁସାରେ ମୁକେଶ ଅମ୍ବାନୀଙ୍କ ଘରେ କାମ କରୁଥିବା ଚାକରଙ୍କ ଦରମା ୧୦ ହଜାରରୁ ନେଇ ୨ ଲକ୍ଷ ପର୍ଯ୍ୟନ୍ତ ପ୍ରତିମାସରେ ମିଳିଥାଏ। ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀ ସେମାନଙ୍କୁ ଦରମା ସହିତ ଇନସୁରାନ୍ସ ଓ ଏଜୁକେସନ ଅଲାଉନ୍ସ ବି ଦେଇଥାନ୍ତି। ଏହା ଜାଣିକି ସମସ୍ତେ ଆଶ୍ଚର୍ଯ୍ୟ ହେବେ କି ମୁକେଶ ଅମ୍ବାନୀଙ୍କ ଘରେ କାମ କରୁଥିବା ଚାକରଙ୍କ ପିଲା ଆମେରିକାରେ ପଢୁଛନ୍ତି।
ଏତେ ଅଧିକ ଅଟେ ମୁକେଶ ଅମ୍ବାନୀଙ୍କ ଡ୍ରାଇଭରର ଦରମା:-
ଅମ୍ବାନୀ ପରିବାରର ଡ୍ରାଇଭର ହେବା ଏତେ ସହଜ ନୁହେଁ।ତାହା ପାଇଁ ଅନେକ ପ୍ରତିଭା ହାସଲ କରିବାକୁ ପଡିବ। ଏବେ ଆପଣ ଭାବୁଥିବେ ଏତେ କଠିନ ପରୀକ୍ଷାରେ ସଫଳ ହୋଇଥିବା ଡ୍ରାଇଭରର ଦରମା କେତେ ହୋଇଥିବ।ଅମ୍ବାନୀଙ୍କ ଡ୍ରାଇଭରର ଦରମା ହଜାରରେ ନୁହେଁ ବରଂ ଲକ୍ଷରେ ଅଟେ। ମୁକେଶ ଅମ୍ବାନୀଙ୍କ ଡ୍ରାଇଭର ମାସକୁ ୨ ଲକ୍ଷ ଟଙ୍କା ଦରମା ନେଇଥାଏ। ବର୍ଷ ଅନୁସାରେ ମୁକେଶ ଅମ୍ବାନୀଙ୍କ ଡ୍ରାଇଭରକୁ ବର୍ଷକୁ ୨୪ ଲକ୍ଷ ଟଙ୍କା ଦରମା ମିଳିଥାଏ।

ଉଲ୍ଲେଖନିୟ ଅଟେ କି ଏକ ଅନୁମାନ ଅନୁସାରେ ଅମ୍ବାନୀ ନିଜ ଝିଅ ଇସାର ବାହାଘରରେ ୭୨୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏତିକି ନୁହେଁ ଅମ୍ବାନୀଙ୍କ ଏଣ୍ଟିଲିଆ ଘର ବିଶ୍ୱର ସବୁଠୁ ଦାମୀ ଘରରେ ସାମିଲ ଅଛି। ଏଥିପାଇଁ ଡ୍ରାଇଭର ପ୍ରତି ମାସ ୨ ଲକ୍ଷ ଟଙ୍କା ଦେବା ଅମ୍ବାନୀଙ୍କ ପାଇଁ କିଛି ଆଶ୍ଚର୍ଯ୍ୟ କି ଚମକେଇଦେବା କଥା ନୁହେଁ।
ନିତା ଅମ୍ବାନୀ ଓ ମୁକେଶ ଅମ୍ବାନୀଙ୍କ ଡ୍ରାଇଭରଙ୍କୁ ରହିବା ଖାଇବା ମଧ୍ୟ ଦିଆଯାଇଥାଏ। ଡ୍ରାଇଭର ଛଡା ମୁକେଶ ଅମ୍ବାନୀଙ୍କ ରୋଷେଇଆ ବି ଲକ୍ଷ ଲଷ ଟଙ୍କା ଦରମା ନେଇଥାନ୍ତି କିନ୍ତୁ ମୁକେଶ ଅମ୍ବାନୀ ବେସି ସାଧା ଖାଇବାକୁ ପସନ୍ଦ କରିଥାନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।