IPL ୨୦୨୧: ନିଲାମିରେ ଏହି ଷ୍ଟାର ଖେଳାଳିଙ୍କୁ କିଣିବାପରେ ମୁମ୍ବାଇ ଇଣ୍ଡିଆନ୍ସ ହେଲା ଆହୁରି ମଝଭୁତ, ଦେଖନ୍ତୁ ଟିମ।

ଆଇପିଏଲ ୨୦୨୧ର ନିଲାମୀରେ ୫ଥର ର ଚାମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ ନିଜ ସାତ ଖେଳାଳି ସ୍ଥାନ ଭରିଦେଇଛି। ଏହି ନୂଆ ଉର୍ଜା ନେଇ ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠଥର ଆଇପିଏଲ ଟ୍ରଫି ଜିତିବା ପାଇଁ ପ୍ରସ୍ତୁତ ଅଛି। ଟିମକୁ ନିଲାମୀ ଆରମ୍ଭ ହେବା ପୂର୍ବରୁ ହିଁ କୌଣସି ବିଦେଶୀ ଦ୍ରୁତ ବୋଲରର ଆବଶ୍ୟକତା ଥିଲା। ସେ ନ୍ୟୁଜଲ୍ୟାଣ୍ଡର ଏଡ଼ମ ମିଲନଙ୍କୁ ୩.୨୦ ରେ କିଣି ଏହି ଦରକାରକୁ ପୂରା କରିଛନ୍ତି। ଏଡ଼ମଙ୍କ ମୁମ୍ବାଇ ଇଣ୍ଡିଆନ୍ସର ମଜବୁତ ସମ୍ପର୍କ ଅଛି। ମୁମ୍ବାଇ କୋଚ ସେନ ବୋଣ୍ଡ ନ୍ୟୁଜଲ୍ୟାଣ୍ଡର ଦେଶର। ଆଇପିଏଲରେ ଏହି ଦୁହେଁ ମିଶି ମୁମ୍ବାଇକୁ ଜିତାଇବା ପାଇଁ ପ୍ରୟାସ ଜାରି ରଖିବେ।

Google

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଅଷ୍ଟ୍ରେଲିଆର ପ୍ରେସର ନାଥନ କୁଲଟର ନାଇଲଙ୍କୁ ୫କୋଟିରେ କିଣିଆଣିଛି। ପୂର୍ବ ବର୍ଷ ନାଥନ ୭ଟି ମ୍ୟାଚରେ ୭.୯୨ର ଇକୋନୋମିରେ ୫ଟି ୱିକେଟ ଅକ୍ତିଆର କରିଥିଲେ। ବିଶ୍ୱାସ ଅଛି କି ଏହି ବର୍ଷ ମଧ୍ୟ ତାଙ୍କ ପାଇଁ ଭଲ ଯିବ। ଦ୍ରୁତ ବୋଲିଙ୍ଗର ସ୍ଥାନ ପୁରା ହେବା ପରେ ମୁମ୍ବାଇର ନଜର ମହାନ ସ୍ପିନର ପିଉସା ଚାୱଲାଙ୍କ ଉପରେ ଥିଲା। ଦିଲ୍ଲୀ କ୍ୟାପିଟଲ୍ସ ସହ ନିଲାମୀର ଲଢେଇରେ ମୁମ୍ବାଇ ପିୟୁସଙ୍କୁ ୨.୪୦ କୋଟି ରେ କିଣିଲା।୩୨ ବର୍ଷୀୟ ପିୟୁସ ରାହୁଲ ଚାହର ଓ କୁନାଲ ପାଣ୍ଡିଆ ଙ୍କ ସାଥିରେ ସ୍ପିନକୁ ଶକ୍ତିଶାଳୀ କରିବାର ନଜର ଆସିବେ।

ନ୍ୟୁଜଲ୍ୟାଣ୍ଡର ଖେଳାଳିଙ୍କ ପ୍ରତି ମୁମ୍ବାଇ ଇଣ୍ଡିଆନ୍ସର ଇଛା ସଫା ସଫା ଦେଖାଗଲା। ସେ ଜେମ୍ସ ନିସମଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଲେ। ମୁମ୍ବାଇ ତାଙ୍କୁ ହାର୍ଦିକ ପାଣ୍ଡିଆଙ୍କ ବିକଳ୍ପ ଆକାରରେ ଟିମରେ ରଖିବେ। ଏକ ଅନକ୍ୟାପଡ଼ ଖେଳାଳି ଜୁଧବୀର ଚରକଙ୍କୁ ମୁମ୍ବାଇ ୨୦ ଲକ୍ଷ ଟଙ୍କାରେ କିଣିଲା।ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ମାର୍କୋ ଜେନ୍ସନଙ୍କୁ ବି ୨୦ ଲକ୍ଷରେ କିଣିଲା। ମାର୍କୋଙ୍କ ପାଇଁ ଜାହିର ଖାନ କହିଛନ୍ତି ସେ ପୂର୍ଵ ଦୁଇବର୍ଷରୁ ଏହି ଖେଳାଳିଙ୍କୁ ଟ୍ୟାଙ୍କ କରୁଥିଲେ।ସଚିନ ଟେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ୨୦ ଲକ୍ଷରେ କିଣିଲା।

Google
ଆଇପିଏଲ ୨୦୨୧ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ସୁଚି:

ରୋହିତ ଶର୍ମା, ଆଦିତ୍ୟ ତାରେ,ଅନମୋଲପ୍ରୀତ ସିଂହ, ଧବଲ କୁଳକରଣୀ, ହାର୍ଦିକ ପାଣ୍ଡିଆ, ଇସାନ କିସନ, ଯଶପ୍ରୀତ ବୁମରା, ଜୟନ୍ତ ଯାଦବ, କିରୋନ ପୋଲାଡ଼, କୁନାଲ ପାଣ୍ଡିଆ, କ୍ୟୁଣ୍ଟନ ଡ଼ିକକ, ରାହୁଲ ଚାହାର, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲଟ, କ୍ରିସ ଲୀନ, ସୌରଭ ତିବାରି, ମୋହସିନ ଖାନ, ଏଡ଼ଲ ମିଲନ, ନାଥନ କୁଲଟର ନାଇଲ, ପିୟୁସ ଚାଵଲା, ମାର୍କୋ ଜେନ୍ସନ, ଜୁଧବୀର ସିଂହ, ଜିମି ନିସମ ଓ ଅର୍ଜୁନ ତେନ୍ଦୁଲକର ଭଳି ଷ୍ଟାର ଖେଳାଳି ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *