ସ୍ୱାମୀ ଆତ୍ମହତ୍ୟା କରିବା ପୂର୍ବରୁ ଲେଖିଥିଲେ କରୁଣ ଚିଠି, ମୁଁ ମରୁଛି ମାତ୍ର ମୋ ପିଲାକୁ ନିଶ୍ଚିତ ଜନ୍ମ ଦେବ

ଜଣେ ସ୍ୱାମୀ ଆତ୍ମହତ୍ୟା ପୂର୍ବରୁ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ଏପରି ଚିଠି ଲେଖିଛନ୍ତି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟହୋଇଯିବେ। ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ଝାନ୍ସିରେ। ଯେଉଁଠି କୋତବାଲି ଥାନା ଅଞ୍ଚଳର ବେନଗଞ୍ଜରେ ଜଣେ ବିବାହିତ ବ୍ୟକ୍ତି ଅଳ୍ପ ଦିନ ପୂର୍ବରୁ କୁଆଡେ ଚାଲି-ଯାଇଥିଲେ। ପରିବାର ଲୋକ ଅନେକ ଖୋଜିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ ଓ ଶେଷରେ ବାଧ୍ୟ ହୋଇ ଥା-ନାରେ ଏଫଆଇଆର ଦେଇଥିଲେ। ଦୁଃଖର କଥାକି ଏବେ ସେହି ବ୍ୟକ୍ତିଙ୍କ ମୃତ୍ୟୁଦେହ ଏବେ ମୁମ୍ବାଇର ଏକ ରେଳ ଧାରଣ କଡ଼ରୁ ମିଳିଛି।

Google

ପୋଲିସ ଶବକୁ ଜବତ କଲାପରେ କିଏ ଜଣାପଡିନଥିଲା କିନ୍ତୁ ଯେବେ ତାଙ୍କ ପକେଟରେ ଥିବା ଆତ୍ମହତ୍ୟା ପୂର୍ବରୁ ଲେଖାଯାଇଥିବା ଚିଠି ପୋଲିସ ପାଇଲା ସେବେ ଜଣାପଡିଥିଲାକି ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସେହି ହଜିଯାଇଥିବା ବ୍ୟକ୍ତି। ମିଳିଥିବା ସୂଚନା ଅନୁସାରେ ମରିଥିବା ସେହି ୩୦ ବର୍ଷୀୟ ଯୁବକଙ୍କ ନାମ ଯେଉଁଛି ଭୁପେନ୍ଦ୍ର ଯାଦବ। ଯେବେ ସେ ବ୍ୟକ୍ତି ଆତ୍ମହତ୍ୟା କରିଥିଲେ ଏହା ପୂର୍ବରୁ ସେ ନିଜ ପତ୍ନୀଙ୍କ ଉଦେଶ୍ୟରେ ଏକ ଚିଠି ଲେଖିଥିଲେ ଯାହା ଶୁଣିବା ପରେ କାହା ଆଖିରୁ ମଧ୍ୟ ଲୁହ ଝରିଆସିବ।

ସେ ସେହି ଚିଠିରେ ବହୁତ ଦୁଃଖପୁର୍ଣ କଥା ଲେଖିଛନ୍ତିନ୍ତି ସେ ଲେଖିଛନ୍ତି,”ମୁଁ ଏବେ ନିଶ୍ଚିନ୍ତ ଆତ୍ମହତ୍ୟା କରିବି ଓ ଏହା ପରେ ମୋ ଶବ ମୋ ଘରେ ପହଁଞ୍ଚାଇଦେବ। ମୋ ବାପାଙ୍କ ନାମ ମହମ୍ମଦ ଆଜାଦ ଓ ମୋ ପତ୍ନୀଙ୍କ ନାମ ମାରିୟମ ବାନୋ। ଆମ ପରିବାର ଟିକମଗଡ଼ରେ ରୁହନ୍ତି। ମୁଁ ମାରିୟମଙ୍କୁ ବହୁତ ଭଲ ପାଏ ମୁଁ ମରିବାପରେ ତମେ ଜମାବି ଦୁଃଖ କରିବନି ମାରିୟମ କାରଣ ସର୍ଵଦା ତୁମ ସହ ରହିଥିବି। ତମେ ମୋ ପ୍ରେମର ଶେଷ ଉପହାର ସ୍ୱରୂପ ମୋ ପିଲାକୁ ଜନ୍ମ ଦେବ ଓ ମୋ ଅନ୍ତିମ ସଂସ୍କାର ତୁମେ କରିବ ନଚେତ ମୁଁ ଶାନ୍ତି ପାଇବି ନାହିଁ। ହଁ ମୁଁ ମଲାପରେ ଆଉ କାହାକୁ ବିବାହ କରିବନି ନଚେତ ମତେ ବହୁତ କଷ୍ଟହେବ। ମୁଁ ଏପରି କଣ ପାଇଁ କରିଲି ଆପଣଙ୍କୁ ଏହା ବିଷୟରେ ମୋ ପତ୍ନୀ ମାରିୟମ କହିପାରିବେ ମୁଁ ଏବେ ଯାଉଛି “।

Google

ଏହାକୁ ସେୟାର କରିବାକୁ ଭୁଲିବେନି। ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *