ବ୍ୟୁରୋ ରିପୋର୍ଟ: ସୋସିଆଲ ମିଡ଼ିଆରେ ଏହି ଫଟୋ ଭାଇରାଲ ହେଉଛି । ଏହି ଫଟୋକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। ଏହି ଫଟୋରେ ଯେଉଁ ନମ୍ବର ଲେଖାଯାଇଛି ତାକୁ ଦେଖିବା ପାଇଁ ଆପଣଙ୍କୁ ଏହି ଫଟୋକୁ ଅନେକ ଥର ଦେଖିବାକି ପଡିପାରେ। ଏହା ପରେ ମଧ୍ୟ ଅନେକ ଲୋକ ଫଟୋରେ ଲେଖାଯାଇଥିବା ସଠିକ ନମ୍ବର କହିପାରିନାହାଁନ୍ତି।
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ:
ଏହି ଫଟୋରେ ଲେଖାଯାଇଥିବା ସଠିକ ନମ୍ବର କହୁଥିବା ଲୋକଙ୍କୁ ଇଣ୍ଟରନେଟ ୟୁଜର୍ସ ବୁଦ୍ଧିମାନ ବୋଲି କହୁଛନ୍ତି। କିନ୍ତୁ ଫଟୋରେ ଥିବା ନମ୍ବରକୁ ପ୍ରାୟ ୯୯% ଲୋକ ସଠିକ କହିପାରୁନାହାଁନ୍ତି। ଯଦି ଆପଣ ମଧ୍ୟ ବୁଦ୍ଧିମାନ ଅଟନ୍ତି ତେବେ ଭଲସେ ଏହି ଫଟୋକୁ ଦେଖନ୍ତୁ ଓ ସଠିକ ନମ୍ବରକୁ କମେଣ୍ଟ କରି ଜଣାନ୍ତୁ, ଆପଣଙ୍କୁ ମଧ୍ୟ ବୁଦ୍ଧିମାନ ବୁଝାଯିବ।
DO you see a number?
If so, what number? pic.twitter.com/wUK0HBXQZF
— Benonwine (@benonwine) February 16, 2022
ଫଟୋରେ ଦେଖାଯାଉଛି କି ଏକ ଗୋଲ ହୋଇଛି ଓ ଏହି ଗୋଲରେ କିଛି ନମ୍ବର ଲେଖାଯାଇଛି ଯାହା ଲୋକଙ୍କ ମୁଣ୍ଡ ଖରାପ କରିଦେଇଛି। ଏଥିରେ ଥିବା ନମ୍ବର ବହୁତ କମ ଲୋକ କହିପାରିଥାନ୍ତି।ମୁଣ୍ଡ ଖରାପ କରିଦେଲାଭଳି ଏହି ଫଟୋକୁ ଟ୍ୱିଟରରେ @benonwine ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଏହା ସହିତ ପ୍ରଶ୍ନ ପଚରାଯାଇଛିକି ଆପଣଙ୍କୁ ସଠିକ ନମ୍ବର ଜଣାପଡୁଛି?ଯଦି ଜଣାପଡୁଛି ତେବେ ସଠିକ ନମ୍ବର କଣ?ଦେଖନ୍ତୁ ଫଟୋ।
ପ୍ରାୟ ୯୯% ଲୋକ ହୋଇଗଲେ ଫେଲ:
ଏହି ଫଟୋକୁ ଲୋକଦେଖୁଛନ୍ତି ଓ ଉତ୍ତର ଦେଉଛନ୍ତି କିନ୍ତୁ ମାତ୍ର ଗୋଟେ ପ୍ରତିସତ ଲୋକହିଁ ଏହାର ସଠିକ ଉତ୍ତର ଦେଇପାରିଛନ୍ତି। ବାକି ୯୯% ଲୋକ ଏହାର ଭୁଲ ଉତ୍ତର ଦେଉଛନ୍ତି। ଏବେ ପର୍ଯ୍ୟନ୍ତ ଏହି ଫଟୋକୁ ୧୯୦୦ ରୁ ଅଧିକ ଲାଇକ ମିଳିସାରିଛି। ଫଟୋ ଦେଖି ସୋସିଆଲ ମିଡ଼ିଆ ୟୁଜର୍ସ ଉତ୍ତର ଦେବାକୁ ଚେଷ୍ଟା କରୁଛନ୍ତି। ଜଣେ ୟୁଜର୍ସ କହିଛନ୍ତି ଏଥିରେ ୩୪୫୨୮୩୯ ନମ୍ବର ଲେଖାଯାଇଛି। ସେହିପରି ଜଣେ ଅନ୍ୟ ୟୁଜର୍ସ କହିଛନ୍ତି ଏଥିରେ ୫୨୮ ଲେଖାଯାଇଛି। ପ୍ରକୃତରେ ଏଥିରେ ୩୪୫୨୮୩୯ ଲେଖାଯାଇଛି। ମାତ୍ର ଦୁଇ ତିନିଜଣ ଏହାରସଠିକ ଉତ୍ତର ଦେଇପାରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।