ନେସନାଲ କ୍ରସ ଅଫ ଇଣ୍ଡିଆ ୨୦୨୦ ଫିମେଲ ହେଲେ ରଶ୍ମିକା ମନ୍ଦାନା, ଜାଣନ୍ତୁ ସାଉଥର ଏହି ସୁନ୍ଦର ଅଭିନେତ୍ରୀଙ୍କ ବିଷୟରେ କିଛି ରୋଚକ କଥା ।

ଆଶ୍ଚର୍ଯ୍ୟର କଥା ଏହାକି ରଶ୍ମିକା ମନ୍ଦାନାଙ୍କର ଚାରି ବର୍ଷରେ ମାତ୍ର ୧୦ଟି ଫିଲ୍ମ ରିଲିଜ ହୋଇଛି କିନ୍ତୁ ସେ ମାତ୍ର ଏତେ କମ ସମୟରେ ନିଜର ପରିଚୟ ଦର୍ଶକ ମାନଙ୍କ ମନରେ ସୃଷ୍ଟି କରିଛନ୍ତି। ସେଥିପାଇଁ ତ ତାଙ୍କୁ ଏତେ କମ ସମୟରେ ଏହି ରେକର୍ଡ ମିଳିଛି।

ସାଉଥର ଅତିସୁନ୍ଦର ଅଭିନେତ୍ରୀ ରଶ୍ମିକା ମନ୍ଦାନା ଅଳ୍ପ ଦିନ ତଳେ ନେସନାଲ କ୍ରସ ଅଫ ଇଣ୍ଡିଆ ୨୦୨୦ ଫିମେଲ ବଛାଯାଇଛନ୍ତି। ଯାହା ପରେ ଏବେ ଅଭିନେତ୍ରୀଙ୍କ ଖୁସିର ଠିକଣା ନାହିଁ। ସର୍ଚ୍ଚ ଇଞ୍ଜିନ ଗୁଗୁଲ ରଶ୍ମିକା ମନ୍ଦାନାଙ୍କୁ ଏହି ରେକର୍ଡ ଦେଇଛନ୍ତି।

Rashmika Mandana became National Crush of India 2020 female, know interesting things about this beautiful actress of South
Google
ରଶ୍ମିକା ନିଜେ ଦେଲେ ସୂଚନା:-

ରଶ୍ମିକା ମନ୍ଦାନା ଅଳ୍ପ ଦିନ ତଳେ ଏହାର ସ୍କ୍ରିନ ଶର୍ଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଯେଉଁଥିରେ କି ସେ ଲେଖିଛନ୍ତି,”ମୋର ଲୋକ ପ୍ରକୃତରେ ଲିଯେଣ୍ଡ୍ରି ଅଟନ୍ତି,ସେ ବହୁତ ସୁନ୍ଦର ଅଟନ୍ତି-କି ନୁହେଁ? ମୋର ହୃଦୟ ସେ ସମସ୍ତଙ୍କ ପାଖରେ ଅଛି।

ଆପଣଙ୍କୁ କହିରଖିବୁକି ରଶ୍ମିକା ଜମା ୨୪ ବର୍ଷୀୟ ଅଟନ୍ତି ଓ ସେ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ଜଣାଶୁଣା ଚେହେରା ଅଟନ୍ତି ।ରଶ୍ମିକା କିଛି କାନାଡ଼ା,ତାମିଲ ଓ ତେଲଗୁ ଫିଲ୍ମରେ ନଜର ଆସିଛନ୍ତି। ତାଙ୍କୁ ଫିଲ୍ମ ଜଗତକୁ ଆସିବା ୪ ବର୍ଷ ହୋଇଗଲାଣି। ବର୍ଷ ୨୦୧୬ରେ ସେ କିରକି ପାର୍ଟି ଫିଲ୍ମରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ଓ ତାଙ୍କର ପ୍ରଥମ ଫିଲ୍ମରୁ ତାଙ୍କ ଅଭିନୟକୁ ଅନେକ ପ୍ରଶଂସା ମିଳିଥିଲା ଓ ସେହି ଫିଲ୍ମ ସେହି ବର୍ଷର ସବୁଠୁ ଅଧିକ ପଇସା କମାଇଥିବା ଫିଲ୍ମରେ ସାମିଲ ହେଲା।

୧୦ଟି ଫିଲ୍ମରୁ ହିଁ ହୋଇଗଲେଣି ୟୁଥ ସେଂସେଶନ:

ଆଶ୍ଚର୍ଯ୍ୟର କଥା ଏହାକି ରଶ୍ମିକା ମନ୍ଦାନାଙ୍କର ଚାରି ବର୍ଷରେ ମାତ୍ର ୧୦ଟି ଫିଲ୍ମ ରିଲିଜ ହୋଇଛି।କିନ୍ତୁ ସେ ମାତ୍ର ଏତେ କମ ସମୟରେ ନିଜର ପରିଚୟ ଦର୍ଶକ ମାନଙ୍କ ମନରେ ସୃଷ୍ଟି କରିଛନ୍ତି। ସେଥିପାଇଁ ତ ତାଙ୍କୁ ଏତେ କମ ସମୟରେ ଏହି ରେକର୍ଡ ମିଳିଛି। ତାଙ୍କର ଏକ ଅଲଗା ପ୍ରଶଂସକ ସଂଖ୍ୟା ସୃଷ୍ଟି ହୋଇଛି । ତାଙ୍କୁ ସବୁଠୁ ଅଧିକ ପରିଚୟ “ଗୀତ ଗୋବିନ୍ଦ” ଫିଲ୍ମରୁ ମିଳିଥିଲା।

Rashmika Mandana became National Crush of India 2020 female, know interesting things about this beautiful actress of South
Google
ବହୁତ ଜଲ୍ଦି ତାମିଲ ଫିଲ୍ମ ଜଗତରେ କରିବାକୁ ଯାଉଛନ୍ତି କ୍ୟାରିୟର ଆରମ୍ଭ:

କାନାଡ଼ା ଫିଲ୍ମ ଛଡା ୨୦୧୮ରେ ରଶ୍ମିକା “ଚଲୋ” ଦ୍ଵାରା ତେଲଗୁ ଫିଲ୍ମ ରେ କ୍ୟାରିୟର ଆରମ୍ଭ କରିଥିଲେ। ଏବେ ଖବର ଆସୁଛି କି “ସୁଲତାନ” ନାମକ ଫିଲ୍ମରୁ ସେ ତାମିଲରେ ମଧ୍ୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି।ଏହା ଛଡା ଆଉ ଏକ ବଡ଼ ଫିଲ୍ମ ତାଙ୍କ ପାଖରେ ଅଛି। ସେ ପୁଷ୍ପା ନାମକ ଫିଲ୍ମରେ ନଜର ଆସିବେ। ଯେଉଁଥିରେ କି ଅଲୁ ଅର୍ଜୁନ ଲିଡ଼ ରୋଲରେ ଅଛନ୍ତି। ସେହି ଫିଲ୍ମରେ ରଶ୍ମିକା ଫିମେଲ ଲିଡ଼ ରୋଲ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *