ଟି ନଟରାଜନଙ୍କୁ ନେଇ କୋଚ ଦେଲେ ଆଶ୍ଚର୍ଯ୍ୟଜନକ ବୟାନ, ଏହି ବୟାନ ପରେ ସବୁ ଚକିତ । ଜାଣନ୍ତୁ କଣ କହିଛନ୍ତି କୋଚ ।

ଟି ନଟରାଜନ ଯଉଁ ସ୍ୱପ୍ନ ଦେଖିଥିଲେ ସେଇ ସ୍ୱପ୍ନ ଏବେ ୨୦୨୧ ଆସିବା କ୍ଷଣି ହିଁ ପୁରା ହେବାକୁ ଯାଉଛି । ପଛ ଏକ ବର୍ଷରେ ହି ତାଙ୍କର ଜୀବନ ପୁରା ପୁରି ବଦଳି ଯାଇଛି। ସେ ପ୍ରଥମେ ଆଇପିଏଲରେ ନିଜ ଟିମକୁ ରିପ୍ରେଜେଣ୍ଟ କଲେ ଆଉ ତା ପରେ ଭାରତୀୟ ଟିମକୁ ବି ରିପ୍ରେଜେଣ୍ଟ କରିବାକୁ ଯାଉଛନ୍ତି । ସେ ଟି ଟ୍ୱେଣ୍ଟି ଆଉ ଏକ ଦିବସିୟରେ ଟିମରେ ଜାଗା ବନେଇ ସାରିଛନ୍ତି। ଆଉ ଏବେ ସେ ଟେଷ୍ଟରେ ବି ଜାଗା ପାଇବାକୁ ଯାଉଛନ୍ତି। ସେ ଟି ଟ୍ୱେଣ୍ଟିରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ଆଉ ଏବେ ସେହି ବାମ ହାତି ବୋଲର ଟେଷ୍ଟ ଟିମରେ ବି ଜାଗା ପାଇବାକୁ ଯାଉଛି। ଯାହା ଜଣା ପଡୁଛି କି ଉମେଶ ୟାଦବଙ୍କର ଆହତ ହେବା ପରେ ସେ ହି ଆମ ବୋଲିଂକୁ ସିଡ୍ନୀ ଟେଷ୍ଟରେ ରିପ୍ରେଜେଣ୍ଟ କରି ପାରନ୍ତି। ଅବଶ୍ୟ ଟେଷ୍ଟ କ୍ରିକେଟ ଖେଳିବା ଆଗରୁ ତାଙ୍କର ପୁରୁଣା କୋଚ ତାଙ୍କୁ କହିଲେ କି ଟେଷ୍ଟ କ୍ରିକେଟ ବହୁତ କଠିନ ଅଟେ ଆଉ ହୁଏତ ତାଙ୍କ ସମସ୍ତ ୟର୍କର ଆଉ ସ୍ଲୋବର ବଲ କାମ ଆସି ନପାରେ।

Google

ତାମିଲନାଡୁର ହେଡ କୋଚ ଦିବାକର ବାସୁ କହିଲେ କି “ମୁଁ ବହୁତ ଖୁସ ଅଛି କି ନଟରାଜନ ସିଲେକ୍ଟ ହେଇଗଲେ। ମୁଁ ଏହା କହୁନାହିଁ କି ସେ ଯିବା କ୍ଷଣି ହିଁ ସଫଳତା ପାଇଯିବେ। ତାଙ୍କୁ ସେଠାରେ ଶିଖିବାକୁ ହବ। ଦେଖାଯାଉ ସେ କେତେ ଦୂର କାମ କରିପାରୁଛନ୍ତି।”

କୋଚ ବାସୁ ବାମ ହାତି ଏହି ବୋଲରଙ୍କ ଉପରେ ବହୁତ ଦିନରୁ କାମ କରି ଆସୁଛନ୍ତି। ତାଙ୍କର କହିବା କଥା କି ନଟରାଜନଙ୍କୁ ତାଙ୍କ ସ୍ୱିଙ୍ଗ ଉପରେ କାମ କରିବାକୁ ହେବ। ଏହାର କାରଣ ତାଙ୍କ ପାଖରେ ଅଧିକ ଗତି ନାହିଁ। ଏହି ଗତିରେ ୟର୍କର ତଥା ବାଉଁସର ଗୋଟେ ଭଲ ବିକଳ୍ପ ହେଇ ପାରିବ ନାହିଁ। ତାଙ୍କୁ ସ୍ୱିଙ୍ଗ ଶିଖିବାକୁ ହେବ ତଥା ଗୋଟେ ଠିକ ଲାଇନ ଧରିକି କାମ କରିବାକୁ ହେବ। ଟେଷ୍ଟ କ୍ରିକେଟ ବହୁତ କଠିନ ଅଟେ ଆଉ ହୁଏତ ଏଠାରେ ତାଙ୍କର ସମସ୍ତ ସ୍ଲୋବର ତଥା ୟର୍କର କାମ କରି ନପାରେ। ତାଙ୍କୁ ସ୍ୱିଙ୍ଗ ଉପରେ କାମ କରିବାକୁ ହେବ ଯାହା ଏକ ଉପଯୋଗୀ ହେବ।”

ବାସୁ କହିଲେ କି “ନଟରାଜନ ବହୁତ ଜଲଦି ଶିଖନ୍ତି ଆଉ ସେ ବୋଲିଂ କୋଚ ଅରୁଣ ସିଂଙ୍କ ସହ ବହୁତ ଭଲ ଭାବେ କାର୍ଯ୍ୟ କରିବେ। ଭାରତ ତାଙ୍କୁ ତୃତୀୟ ଦ୍ରୁତ ବୋଲର ଭାବେ ଉତାରି ପାରେ। ଜଣେ ବାମ ହାତି ବୋଲର ଭାବେ ତାଙ୍କ ପାଖରେ ବହୁତ ଭଲ ଆଙ୍ଗଲ ଅଛି ଖାଲି ତାଙ୍କୁ ଶିଖିବାକୁ ହେବ।”

Google

ଆପଣଙ୍କୁ କହିରଖୁଛୁ କି ନଟରାଜନ ଆନ୍ତର୍ଜାତୀୟ କ୍ରିକେଟକୁ ନିଜର ଭଲ ଆରମ୍ଭ କରିଛନ୍ତି। ସେ ନିଜର ପ୍ରଥମ ଏକ ଦିବସିୟ ମ୍ୟାଚରେ ଦୁଇଟି ୱିକେଟ ନେଲେ ଆଉ ତା ପର ୩ଟି ଟି ଟ୍ୱେଣ୍ଟି ମ୍ୟାଚରେ ୬ଟି ୱିକେଟ ନେଲେ। ସେ ଏବେ ଟେଷ୍ଟ କ୍ରିକେଟ ପାଇଁ ତୟାର ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *